Browsing Tag

kantabanji news

କଣ୍ଟାବାଞ୍ଜି ସିଏଚ୍‌ସିରେ ନବୀନ ପଟ୍ଟନାୟକଙ୍କ ନାମଫଳକ ପୁନଃସ୍ଥାପନ ଦାବି

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାମ ଥିବା ଉଦ୍‌ଘାଟନ ଫଳକ ପୁନଃସ୍ଥାପନ କରିବାକୁ ଦାବି ହୋଇଛି । ଏନେଇ ବିଜେଡି ମାଇନରିଟି ସେଲ୍‌ର କାର୍ଯ୍ୟକାରୀ…
Read More...

କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର-୭୪ ଲୋକ ନେଲେ ଶିବିରର ଲାଭ

କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ହରିଭବନ ଠାରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଲବ ସଭାପତି ସୁରଦାସ ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ବୁର୍ଲା ଭିମସାରର…
Read More...

କଣ୍ଟାବାଞ୍ଜି ଇନ୍ଦିରା ଛକରେ ଚା’ ଦୋକାନରୁ ଚୋରି

ରାତିରେ ହୋମଗାର୍ଡ ଡ୍ୟୁଟି ସତ୍ତ୍ୱେ ଚୋରିକୁ ନେଇ ଉଠିଲା ପ୍ରଶ୍ନ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସହରରେ ଦିନକୁ ଦିନ ଚୋରି ଘଟଣା ବଢ଼ୁଥିବା ଅଭିଯୋଗ ମଧ୍ୟରେ ଇନ୍ଦିରା ଛକ ଠାରେ ଏକ ଚା’ ଦୋକାନରୁ ଚୋରି ଘଟଣା ସାମ୍ନାକୁ ଆସିଛି । ଇନ୍ଦିରା ଛକରେ ଶ୍ୟାମ ବଞ୍ଛୋରଙ୍କ…
Read More...

କଣ୍ଟାବାଞ୍ଜିରେ ପ୍ରବଳ ବର୍ଷା: ରାସ୍ତା ଉପରେ ଉପୁଡ଼ି ପଡ଼ିଲା ବଡ଼ ଗଛ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପ୍ରବଳ ବର୍ଷା ମଧ୍ୟରେ କଣ୍ଟାବାଞ୍ଜି ପୋଲିସ ଥାନା ସମ୍ମୁଖ ମୁଖ୍ୟ ରାସ୍ତାରେ ଗଛ ଉପୁଡ଼ି ପଡ଼ିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁଯାୟୀ, ପୋଲିସ ଷ୍ଟାଫ୍ କ୍ୱାର୍ଟର୍ସ ପରିସରରେ ଥିବା ଏକ ବଡ଼ ଗଛ ପ୍ରବଳ ପବନ ଯୋଗୁଁ…
Read More...

ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ତୁରେକେଲା ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ଉଦ୍‌ଘାଟନୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥବ…
Read More...

ଜିଲ୍ଲା ଶିକ୍ଷାଧୀଶ ମାଧବ ମହାନନ୍ଦଙ୍କ ସ୍ମୃତିସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସ୍ଥାନୀୟ ଶ୍ରୀହରି ଭବନ ଠାରେ ଆଦର୍ଶ ଶିକ୍ଷକ ତଥା ଜିଲ୍ଲା ଶିକ୍ଷାଧୀଶ ସ୍ୱର୍ଗତ ମାଧବ ମହାନନ୍ଦଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ତଥା ଆଖପାଖ ଅଞ୍ଚଳର ଛାତ୍ର ଓ ଶୁଭେଚ୍ଛୁବୃନ୍ଦଙ୍କ ସହଯୋଗରେ ଆୟୋଜିତ ସଭାରେ ବରିଷ୍ଠ ଶିକ୍ଷକ ଈଶ୍ୱର…
Read More...

ହିଆଲ କ୍ଲଷ୍ଟର ସ୍ତରୀୟ ସେବା ସଙ୍କଳ୍ପ ପ୍ରତିଯୋଗିତା ସମ୍ପନ୍ନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟର ସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ ପାଳନ ଅବସରରେ ପିଏମଶ୍ରୀ ଚଟୁଅନକା ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ…
Read More...

ହିଆଲ କ୍ଲଷ୍ଟରରେ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ଷୋହଳଗୋଟି ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ ହେଲା । ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ…
Read More...

ଛତିଶଗଡ଼ ସରକାରଙ୍କ ଦିବ୍ୟାଙ୍ଗଜନ ଅର୍ଥ ଓ ବିକାଶ ନିଗମର ଅଧ୍ୟକ୍ଷ ଲୋକେଶ କାୱଡିଆଙ୍କ କଣ୍ଟାବାଞ୍ଜି ଗସ୍ତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଛତିଶଗଡ଼ ସରକାରଙ୍କ ଦିବ୍ୟାଙ୍ଗଜନ ଅର୍ଥ ଓ ବିକାଶ ନିଗମର ଅଧ୍ୟକ୍ଷ ତଥା ରାଜ୍ୟମନ୍ତ୍ରୀ ପାହ୍ୟାପ୍ରାପ୍ତ ଲୋକେଶ କାୱଡିଆଙ୍କ କଣ୍ଟାବାଞ୍ଜି ଗସ୍ତ ସମ୍ପନ୍ନ ହୋଇଛି । ଏହି ଅବସରରେ କଣ୍ଟାବାଞ୍ଜି ପ୍ରେସ୍ କ୍ଲବ୍ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା…
Read More...

​ତୁରେକେଲା ବ୍ଲକ ବିଦ୍ୟାଳୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଦୁଇଦିନ ଧରି ଚାଲିଥିବା ​​ତୁରେକେଲା ବ୍ଲକ ବିଦ୍ୟାଳୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆଦିବାସୀ ହାଇସ୍କୁଲ, ଜାମୁଟଝୁଲା ପରିସରରେ ଉଦ୍‌ଯାପିତ ହୋଇଯାଇଛି । ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କୁ ନେଇ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ…
Read More...