ଭୋଟର ତାଲିକାରେ ନାମ ସାମିଲ ଏବେ ଆହୁରି ସହଜ : ଫର୍ମ-୬ରୁ ହଟିଲା ୨୦୦୨ ଭୋଟର ତାଲିକା ସମ୍ପର୍କିତ ଅତିରିକ୍ତ ଘୋଷଣାନାମା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ନୂତନ ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର । ଭୋଟର ତାଲିକାରେ ନାମ ସାମିଲ ପ୍ରକ୍ରିୟାକୁ ଆହୁରି ସରଳ କରିଛନ୍ତି ଭାରତ ନିର୍ବାଚନ ଆୟୋଗ । ଏଣିକି ଫର୍ମ-୬ ଦାଖଲ ସମୟରେ ୨୦୦୨!-->…
Read More...
Read More...