Browsing Tag

kamakhyanagar news

ବାଣ ଦୋକାନରେ ବିସ୍ଫୋରଣ : ୪ ଗୁରୁତର

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ବଡସୁଆଁଳ ଗାଁରେ ଏକ ବାଣ ଦୋକାନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଫଳରେ ଏଥିରେ ଜଣେ ନାବାଳକ ସମେତ ୪ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସେମାନେ ହେଲେ ବଡସୁଆଁଳ ଗାଁର ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ, ପ୍ରତିକ
Read More...

ପଞ୍ଚାୟତିରାଜ ଅତିରିକ୍ତ ସଚିବଙ୍କ କାମାକ୍ଷାନଗର ବ୍ଲକ ପରିଦର୍ଶନ

କାମାକ୍ଷାନଗର : ଓଡିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ତଥା ଢେଙ୍କାନାଳ ଜିଲ୍ଲା ନୋଡାଲ ଅଫିସର ନରୋତ୍ତମ ବେହେରା ମଙ୍ଗଳବାର କାମାକ୍ଷାନଗର ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ । ପ୍ରଥମେ ବ୍ଲକର ରାୟନୃସିଂହପୁର ପଂଚାୟତର ପାଠାଗାର, ମହୁଚାଷ
Read More...

କେନାଲକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଅନ୍ତର୍ଗତ କନ୍ତୁର ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲକୁ ସୋମବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଥିବା ଜଣାଯାଇଛି । ବୃଦ୍ଧ ଜଣଙ୍କ ହେଲେ କନ୍ତୁରୁ ଗ୍ରାମର ଉଗୁରୀ ଦେହୁରୀ । ସୂଚନା ଅନୁଯାୟୀ, ଉଗୁରୀ ଗାଁ
Read More...

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ୫୩ ନଂ ଜାତୀୟ ରାଜପଥର ବଡଝରା ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଉଦୟଗିରି ଗ୍ରାମର ରଞ୍ଜନ ମୁଣ୍ଡା(୨୧) ବୋଲି ଜଣାପଡ଼ିଛି । ସୂଚନେ ଅନୁସାରେ,
Read More...

ପାରିବାରିକ କଳହରୁ ଆତ୍ମହତ୍ୟା : ଝୁଲିପଡ଼ିଲେ ସ୍ୱାମୀ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଜଣାଯାଇଛି । ଆତ୍ମହତ୍ୟା କରିଥିବା ଯୁବକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବମ୍ପା
Read More...

ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବୀ

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡର ଖାଲପାଳଠାରୁ ତାଳଚେର ରାଜନଅର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଉପରେ ଏକ ପୋଲ ନିର୍ମାଣ ସକାଶେ ପୂର୍ବତନ ବିଧାୟକ ବିଭୂଦେନ୍ଦ୍ର ପ୍ରତାପ ଦାସ ଦାବୀ କରିଛନ୍ତି । କାମାକ୍ଷାନଗର ଉପଖଣ୍ଡର ଖାଲପାଳ ଦେଇ ତାଳଚେର ଉପକଣ୍ଠର ରାଜନଅର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ
Read More...

କାମାକ୍ଷାନଗରରେ ହେବ ଜଗତଜନନୀଙ୍କ ଆରାଧନା : ହେଲେ ଭସାଣ ଉତ୍ସବରେ ବାଜିବନି ଡିଜେ

କାମାକ୍ଷାନଗର : ଆସନ୍ତା ଦୁର୍ଗାପୂଜା ପାଇଁ ପ୍ରଶାସନ ଓ ମିଳିତ ପୂଜା କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ ସଭାଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଅଧ୍ୟକ୍ଷତା କରି ଦଶହରା ପର୍ବ କିପରି ପାଳନ ହୋଇପାରିବ ସେ
Read More...

୭ ଦଫା ଦାବୀ ନେଇ ବିଜେପିର ଶାନ୍ତିପୂର୍ଣ୍ଣ ଧାରଣା

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରାସ୍ଥିତ ମିଶ୍ରିଲାଲ ମାଇନ୍ସ କମ୍ପାନୀ ସମ୍ମୁଖରେ ୭ ଦଫା ଦାବୀ ନେଇ କାମାକ୍ଷାନଗର ବିଜେପି ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ଶତାଧିକ ବିଜେପି କର୍ମୀ । କାନପୁରାସ୍ଥିତ ମିଶ୍ରିଲାଲ କମ୍ପାନୀର ମନମୁଖୀ କାର୍ଯ୍ର ବିରୋଧରେ
Read More...

ମହାଲକ୍ଷ୍ମୀଙ୍କ ପୂଜା ପାଇଁ ମାଟି ଅନୁକୂଳ

କାମାକ୍ଷାନଗର : ସୁନିଆଁ ବାମନ ଜନ୍ମତିଥି ଥିବାରୁ ଢ଼େଙ୍କାନାଳ ବସ୍‌ଷ୍ଟାଣ୍ଡ ମହାଲକ୍ଷ୍ମୀ କମିଟି ତରଫରୁ ପୂଜା ପାଇଁ ମାଟି ଅନୁକୂଳ କରାଯାଇଛି । ସ୍ଥାନୀୟ କମଗରା ଘାଟରୁ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଛି । ଏହି ମାଟିରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ଗଢାଯିବ । ପୂଜକ ଗତିକୃଷ୍ଣ
Read More...

ଅଟୋକୁ ଧକ୍କା ଦେଲା ଟ୍ରକ୍ : ଡ୍ରାଇଭର୍ ସମେତ ୫ ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ଉପଖଣ୍ଡର ମୁକ୍ତାପଶି ଛକ ନିକଟରେ ଆଜି ଭୋର୍ ସମୟରେ ଏକ ଅଟୋକୁ ଟ୍ରକ୍‌ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ସୂଚନାନୁଯାୟୀ,
Read More...