Browsing Tag

kamakhyanagar news

ମହୁଲ ଫୁଲ ଗୋଟାଇବା ହେଲା କାଳ : ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା

କାମାକ୍ଷାନଗର : ଢେଙ୍କାନାଳ କାମାକ୍ଷାନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ମହୁଲ ଫୁଲ ଗୋଟାଇବା ଜଣେ ବୃଦ୍ଧାଙ୍କ ପାଇଁ କାଳ ସାଜିଛି । କନ୍ଧରା ପରେଷ୍ଟ ସେକ୍‌ସନ୍‌ରେ ଜଣେ ବୃଦ୍ଧାଙ୍କୁ ଦନ୍ତା ଦଳି ମାରି ଦେଇଛି । ବୃଦ୍ଧା ଜଣକ ମହୁଲ ଫୁଲ ଗୋଟାଇବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି ।
Read More...

ଜିରାଳ ସାପ୍ତାହିକ ହାଟରେ ବୋମାମାଡ

କାମାକ୍ଷାନଗର : ଜିରାଳ ସାପ୍ତାହିକ ହାଟରେ ବୋମାମାଡ । ଗୋରୁ ବେପାରୀଙ୍କ ଉପରକୁ ବୋମାମାଡ କରି ବୋଲେରୋ ଗାଡିସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ୩ଟା ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରି ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟିନେଲେ । ସୂଚନାଥାଉକି, ଗୋରୁ ବେପାରୀଙ୍କ ଉପରକୁ
Read More...

ବାପ ଘରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କାମାକ୍ଷାନଗର : ବାପ ଘରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାତ ଥାନା ରୂପାବେଡ଼ା ଗାଁର ମୁନି ପି ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ, ମୁନି ରୂପାବେଡ଼ା ଥାନା ଅନ୍ତର୍ଗତ ଗୋବରି ଗାଁର ତ୍ରିଲୋଚନ ଗାଗାରାଇଙ୍କୁ ପ୍ରାୟ ଦେଢବର୍ଷ
Read More...

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ୍

କାମାକ୍ଷାନଗର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ୍ । ୫ ଛାତ୍ରଛାତ୍ରୀ ଆହତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିକଟ କନ୍ତୁର ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନାଅନୁଯାୟୀ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିକଟ କନ୍ତୁର ଗାଁରୁ ଛାତ୍ରଛାତ୍ରୀଙ୍କୁ ନେଇ ବାରିହାପୁର ଯିବାବେଳେ ଓଲଟିପଡ଼ିଲା
Read More...

ପଞ୍ଚାୟତ କାର୍ଯ୍ୟାଳୟ ତାଲା ଭାଙ୍ଗି ଲୁଟ୍ : ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନେଇଗଲେ ଦୁର୍ବୃତ୍ତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ଭାଙ୍ଗି ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ । କାର୍ଯ୍ୟାଳୟର ଏଲ୍‌ଇଡି ଟିଭି, ଇନଭର୍ଟର, ଇନଭର୍ଟର ବ୍ୟାଟେରୀ, ସାଉଣ୍ଡ ମେସିନ, ଅଫିସ୍ ସାମଗ୍ରୀ,
Read More...

ମେଡ଼ିସିନ ସେଲ୍ସମ୍ୟାନଙ୍କୁ ବନ୍ଧୁକ ଦେଖାଇ ଲୁଟ୍

କାମାକ୍ଷାନଗର : ମେଡ଼ିସିନ ସେଲ୍ସମ୍ୟାନଙ୍କୁ ବନ୍ଧୁକ ଦେଖାଇ ଲୁଟ୍ । ୪ ଦୁର୍ବୃତ୍ତ ୨ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଛକ ନିକଟରେ ଘଟିଛି ଏହି ଘଟଣା । ଅଭିଯୋଗକାରୀ ସେଲ୍ସମ୍ୟାନ ଜଣକ ହେଉଛନ୍ତି ବି.କେ. ଏଣ୍ଟର ପ୍ରାଇଜେସ
Read More...

ରାସ୍ତାରେ ଜଳିଗଲା କୁକୁଡା ବୋଝେଇ ଟାଟା ଏସି ଗାଡି

କାମାକ୍ଷାନଗର : ରାସ୍ତାରେ ଜଳିଗଲା କୁକୁଡା ବୋଝେଇ ଟାଟା ଏସି ଗାଡି । ଅଳ୍ପକେ ବର୍ତ୍ତିଗଲେ ଚାଳକ ଓ ବୋଝେଇ ହୋଇଥିବା କୁକୁଡା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କାମାକ୍ଷାନଗରରୁ ଗାଡିଟି କୁକୁଡା ବୋଝେଇ କରି
Read More...

ପର୍ଜଙ୍ଗ ତହସିଲଦାରଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା : ୮ ଅଭିଯୁକ୍ତ ଗିରଫ, ଜେସିବି ଓ ଟ୍ରାକ୍ଟର ଜବତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କାଙ୍କୁ ଶୁକ୍ରବାର ଦିନ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୮ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ମୁକ୍ତାପସି ଗାଁର
Read More...

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କୀର୍ତ୍ତନମଣ୍ଡଳୀଙ୍କ ଗାଡ଼ି : ୨୦ରୁ ଅଧିକ ଆହତ

କାମାକ୍ଷାନଗର : କାମାକ୍ଷାନଗର ଥାନା ମହୁଲପାଳ ରେକୁଳା ସ୍ଥିତ ରାମିଆଳ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ତଳକୁ କୀର୍ତ୍ତନମଣ୍ଡଳୀଙ୍କ ଟାଟା ଏସି ଗାଡ଼ି ତଳକୁ ଖସିପଡିଥିବା ଜଣାପଡିଛି । ଏହାଫଳରେ ଗାଡ଼ିରେ ଥିବା ୨୦ରୁ ଅଧିକ କୀର୍ତ୍ତନିଆ ଆହତ ହୋଇଛନ୍ତି । ଆହତମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ : ୨ ମୃତ

କାମାକ୍ଷାନଗର : ଭାରସାମ୍ୟ ହରାଇ ଗଛରେ ବାଇକ୍ ପିଟି ହେବା ଫଳରେ ଦାଦା ଓ ପୁତୁରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ବନ୍ଦାଣିଆ ଗ୍ରାମ ନିକଟରେ । ମୃତକ ଦ୍ୱୟ ହେଲେ ଟାଟାମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ
Read More...