pakka

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ୍

bbehera

କାମାକ୍ଷାନଗର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ୍ । ୫ ଛାତ୍ରଛାତ୍ରୀ ଆହତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିକଟ କନ୍ତୁର ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନାଅନୁଯାୟୀ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିକଟ କନ୍ତୁର ଗାଁରୁ ଛାତ୍ରଛାତ୍ରୀଙ୍କୁ ନେଇ ବାରିହାପୁର ଯିବାବେଳେ ଓଲଟିପଡ଼ିଲା ସ୍କୁଲ ବସ୍‌ । ସ୍କୁଲ୍ ବସ୍‌ ଓଲଟିବା ପରେ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ଖବର ମିଳିଛି । ଆହତ ଛାତ୍ରଛାତ୍ରୀଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

jay balangir
Leave A Reply

Your email address will not be published.

1 × five =

error: Content is protected !!