ଜିରାଳ ସାପ୍ତାହିକ ହାଟରେ ବୋମାମାଡ

କାମାକ୍ଷାନଗର : ଜିରାଳ ସାପ୍ତାହିକ ହାଟରେ ବୋମାମାଡ । ଗୋରୁ ବେପାରୀଙ୍କ ଉପରକୁ ବୋମାମାଡ କରି ବୋଲେରୋ ଗାଡିସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ୩ଟା ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରି ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟିନେଲେ । ସୂଚନାଥାଉକି, ଗୋରୁ ବେପାରୀଙ୍କ ଉପରକୁ ବୋମାମାଡ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସେପଟ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

sixteen − two =