Browsing Tag

kalahandi news

କୌଶିକବାବା +୩ ମହାବିଦ୍ୟାଳୟ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ କୌଶିକବାବା +୩ ମହାବିଦ୍ୟାଳୟରେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଲିପ୍ସାମୟୀ ଦୁବେ ସଭାପତିତ୍ୱ
Read More...

ବିଜେଡି କର୍ମୀ ସ୍ୱର୍ଗତ ବିଜୟଙ୍କ ପରିବାରକୁ ବିଧାୟକଙ୍କ ଆର୍ଥିକ ସହାୟତା

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମର ଯୁବ ବିଜେଡି ସଂଗଠକ ବିଜୟ କୁମାର ସାହୁଙ୍କ ଗତ କିଛି ଦିନ ତଳେ ଅକାଳ ବିୟୋଗ ହୋଇଥିଲା । ଆଜି ସ୍ୱର୍ଗତ ସାହୁଙ୍କ ଦଶାହ ଅବସରରେ ବିଧାୟକ ଭୂପିନ୍ଦର ସିଂଙ୍କ ନିର୍ଦେଶ କ୍ରମେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ,
Read More...

ମ.ରାମପୁର ବନାଞ୍ଚଳରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ ସହ ବୃକ୍ଷ ରୋପଣ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ବନାଞ୍ଚଳ ତରଫରୁ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ୭୩ତମ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମଟି ଆଇଏଫଏସ ଅନୁରାଗ ମିଶ୍ର ଓ ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସଙ୍କ ତତ୍ୱାବଧାନ ଓ ଉପସ୍ଥିତିରେ
Read More...

ମ.ରାମପୁର ବନାଞ୍ଚଳ ତରଫରୁ ସରାବାହେଲି ଓ ସାଙ୍କୁସଠାରେ ୭୩ତମ ବନ ମହୋତ୍ସବ ସପ୍ତାହ ଆୟୋଜିତ

କଳାହାଣ୍ଡି, (ପି.କେ. ସାହୁ) : ୭୩ତମ ବନ ମହୋତ୍ସବ ସପ୍ତାହ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମ.ରାମପୁର ବନାଞ୍ଚଳ ଅଧିନସ୍ଥ ପୋଡଗୁଡି ଏଏନ୍‌ଆର୍‌ ପ୍ଲାଣ୍ଟଟେସନ୍‌ ତେଲି ସରାବାହାଲି ଓ ସାଙ୍କୁସ ଏଏନ୍‌ଆର୍‌ ପ୍ଲାଣ୍ଟଟେସନ୍‌ଠାରେ ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସଙ୍କ ତତ୍ୱାବଧାନରେ
Read More...

ଅର୍ଦ୍ଧେନ୍ଦୁ ଦାସଙ୍କୁ ବେଆଇନ ଭାବେ ଗିରଫ ପ୍ରତିବାଦରେ ମ.ରାମପୁରରେ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ହେମନ୍ତ ସାହୁ) : ବିଶିଷ୍ଟ ସାମ୍ବାଦିକ ତଥା ବଡଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିବା ଘଟଣାକୁ ନେଇ ରାଜ୍ୟ ସାରା ତୀବ୍ର ହେଉଛି ପ୍ରତିବାଦର ସ୍ୱର । ଆଜି ମ.ରାମପୁର ଜନଜାଗରଣ ମଞ୍ଚ ପକ୍ଷରୁ ଏକ ପ୍ରତିବାଦ ରାଲି
Read More...

ଅର୍ଦ୍ଧେନ୍ଦୁ ଦାସଙ୍କୁ ବେଆଇନ ଭାବେ ଗିରଫ ପ୍ରତିବାଦରେ କର୍ଲାମୁଣ୍ଡାରେ ରାଲି

କଳାହାଣ୍ଡି, (ନରୋତ୍ତମ ସେଲମା) : ବିଶିଷ୍ଟ ସାମ୍ବାଦିକ ତଥା ବଡଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିବା ଘଟଣାକୁ ନେଇ ରାଜ୍ୟ ସାରା ତୀବ୍ର ହେଉଛି ପ୍ରତିବାଦର ସ୍ୱର । ଆଜି କର୍ଲାମୁଣ୍ଡା ଜନଜାଗରଣ ମଞ୍ଚ ପକ୍ଷରୁ ଏକ ପ୍ରତିବାଦ
Read More...

ଦେବଗିରି ଓ ସିଙ୍ଗାରୀ ଜଙ୍ଗଲରେ ବାଘ ଆତଙ୍କ

କମଲପୁର : କଳାହାଣ୍ଡି ଜିଲ୍ଲା କମଲପୁର ବ୍ଲକ ଅର୍ନ୍ତଗତ ଦେପୁର ଦେବଗିରି ଓ ସିଙ୍ଗାରୀ ଜଙ୍ଗଲରେ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ଦେପୁର ଗ୍ରାମର ଡମ୍ବରୁଧର ମାଝୀ ଦେବଗିରି ଜଙ୍ଗଲକୁ ଜାଳେଣି ପାଇଁ ଯାଇଥିବା ବେଳେ ଏକ ବାଉଁଶ ବୁଦା ନିକଟରେ ୨ଟି ବାଘ ଦେଖି ସେ ଭୟରେ ପଳାଇ ଆସିଥିଲେ । ଆସିବା
Read More...

ପ୍ରଧାନ ଶିକ୍ଷକ ବରୁଣ ସୁନାଙ୍କ ଅବସର ଗ୍ରହଣ

ଗ୍ରାମବାସୀଙ୍କ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା କଳାହାଣ୍ଡି, (ନରୋତ୍ତମ ସେଲମା) : ପୌରକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବରୁଣ କୁମାର ସୁନା ଶିକ୍ଷକତାରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବର୍ଣ୍ଣାତ୍ୟ ପରିବେଶ ମଧ୍ୟରେ ବାଦ୍ୟନୃତ୍ୟ ସହ ଗ୍ରାମବାସୀ ତାଙ୍କୁ ଗ୍ରାମ
Read More...

ଦ୍ୱିତୀୟ ଦିନରେ ମ. ରାମପୁର ରେଞ୍ଜର ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ

ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁର ଓ ଗଏନଦାମୁଣ୍ଡା ବନ ସୁରକ୍ଷା ସମିତିର ବନ ମହୋତ୍ସବ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ. ରାମପୁର ବନାଞ୍ଚଳର ଗଏନଦାମୁଣ୍ଡା ବନ ସୁରକ୍ଷା ସମିତି ଓ ଓଡିଶା ଆଦର୍ଶ ବିଦ୍ୟାଳୟ
Read More...

ମ.ରାମପୁର ଗାଞ୍ଜିପଦର ବନ ସୁରକ୍ଷା ସମିତିରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି : କଳାହାଣ୍ଡି ଜ଼ିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.. ରାମପୁର ବନାଞ୍ଚଳର ଗାଞ୍ଜିପଦର ବନ ସୁରକ୍ଷା ସମିତିର ଏ.ଏନ.ଆର. ପ୍ଲାଣ୍ଟଟେସନ ଠାରେ ମ.ରାମପୁର ରେଞ୍ଜ ଓ ଭି.ଏସ.ଏସର ମିଳିତ ଆନୁକୂଲ୍ୟରେ ୭୩ତମ ବନ ମହୋତ୍ସବ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...