ଭବାନୀପାଟଣା ସହର ମଧ୍ୟରେ ଭାଲୁ ଆକ୍ରମଣରେ ୨ ଆହତ, ଜଣେ ଗୁରୁତର
କଳାହାଣ୍ଡି, (କେପିଏନ୍ଏସ୍) : ଭବାନୀପାଟଣା ସହରକୁ ଗୋଟିଏ ଭାଲୁ ପଶି ଆସି ତାଣ୍ଡବ ରଚିଥିବା ବେଳେ ଦୁଇ ଜଣଙ୍କୁ ଆକ୍ରମଣ କରି ସାରିଲାଣି । ଆହତଙ୍କ ମଧ୍ୟରୁ ଜଣେ ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି । ତାଙ୍କ ମୁହଁ ଉପରକୁ ସିଧା ଆକ୍ରମଣ କରିଛି ଭାଲୁ ଏବଂ ରକ୍ତାକ୍ତ କରି ପକାଇଛି । ତେବେ!-->…
Read More...
Read More...