Browsing Tag

kalahandi news

‘ଶିକ୍ଷାନୀତିକୁ ନେଇ ରାଜନୀତି ନହେଉ’

● ମସ୍କାଗୁଡ଼ା କ୍ଲଷ୍ଟର୍ ସ୍ତରୀୟ ଭର୍ଚୁଆଲ୍ ଗୁରୁଦିବସ ସମାରୋହକଳାହାଣ୍ଡିର,(କେପିଏନ୍‌ଏସ୍‌): ଶିକ୍ଷାନୀତିରେ ସଂସ୍କାର ଅପରିହାର୍ୟ୍ୟ । ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ । ଏଥିରେ ରାଜନୀତି ନକରି ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷାନୀତିରେ
Read More...

ଅଟାଙ୍ଗଗୁଡ଼ା କ୍ଲଷ୍ଟର ଦ୍ୱାରା ଡିଜିଟାଲ୍ ଗୁରୁଦିବସ ପାଳିତ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଶିକ୍ଷା ହିଁ ବିକାଶର ମୂଳାଧାର। ଏହା ବିନା ମଣିଷର ସର୍ବାଙ୍ଗୀନ ବିକାଶ ସମ୍ଭବ ନୁହଁ। ତେବେ ଛାତ୍ରଛାତ୍ରୀ ମଧ୍ୟରେ ମାଟିପ୍ରୀତି ଜାଗ୍ରତ ସହ ଦେଶନିର୍ମାଣ ପାଇଁ ସେମାନଙ୍କ ବ୍ୟକ୍ତିତ୍ୱ ଗଠନ ଦିଗରେ ଶିକ୍ଷକଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଅତୁଳନୀୟ ବୋଲି
Read More...

ବେଦାନ୍ତ କର୍ମଚାରୀ ନିଖୋଜ ଘଟଣା : ଡ୍ୟାମରୁ ଉଦ୍ଧାର ହେଲା ମୃତ ଦେହ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଟାଙ୍ଗନକନା ଡ୍ୟାମରେ ଗତ ଗୁରୁବାର ଦିନ ନିଖୋଜ ହୋଇଥିବା ବେଦାନ୍ତ କମ୍ପାନୀର କର୍ମଚାରୀ ପ୍ରତ୍ୟୁଷ ପ୍ରଧାନ(୩୨)ଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ,
Read More...

ନର୍ଲା ବିଧାୟକଙ୍କ ଦ୍ୱାରା ରେତ ଜଳସେଚନ ପ୍ରକଳ୍ପରୁ ପ୍ରଥମ ଜଳ ନିଷ୍କାସନ କାର୍ଯ୍ୟକ୍ରମ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ରେତ ଜଳସେଚନ ପ୍ରକଳ୍ପର ଉଭୟ ବାମ ଓ ଡାହାଣ କେନାଲରୁ ଏ ବର୍ଷର ପ୍ରଥମ ଜଳ ନିଷ୍କାସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ମାଧ୍ୟମରେ ଏହି ଜଳ ଛାଡ଼ା ଯାଇଥିଲା ।
Read More...

ରାପିଡ୍ ଆଣ୍ଟିଜେନ ଟେଷ୍ଟ ସମୟରେ କର୍ଲାମୁଣ୍ଡା ବ୍ଲକ ତହସିଲ ଅଫିସ୍‌ର କନିଷ୍ଠ କିରାଣୀ କରୋନା ପଜିଟିଭ

କଲାହାଣ୍ଡି, (କେପିଏନ୍‌ଏସ୍‌) : କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ସୋମବାର ରାପିଡ୍ ଆଣ୍ଟିଜେନ ଟେଷ୍ଟ ସମୟରେ ତହସିଲ ଅଫିସ କନିଷ୍ଠ କିରାଣୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।ସୂଚନା ମୁତାବକ ସେ ତାଙ୍କ ଘର କଲମପୁର ବ୍ଲକକୁ ନୂଆଁଖାଇ ପାଇଁ ଯାଇଥିବା ବେଳେ କୌଣସି କାରଣରୁ
Read More...

ସ୍ୱେଚ୍ଛାସେବୀ ସଂଗଠନର ସାମ୍ବାଦିକ ସମ୍ବିଳନୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : ସୁପରିଚିତ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରମୋଦ ସାହୁଙ୍କ ଅଧ୍ୟକ୍ଷତାରେ ଝିଲିମିଲି ପଲ୍ , ସୁନୀତା ବାଗ, ରାଜେଶ୍ୱରୀ ସାହୁ, ପୂଜା ବାଗ, ରୋଜାଲିନ ପଣ୍ଡା ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ
Read More...

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଟାଉନ୍‌ରେ ସଟର ଭାଙ୍ଗି ଦୋକାନରୁ ଚୋରି

କଳାହାଣ୍ଡି, (କେପିଏନ୍‌ଏସ୍‌) : ସଟର ଭାଙ୍ଗି ଦୋକାନରୁ ନଗଦ ୪୦ ହଜାର ଟଙ୍କା ସହ ତିନୋଟି କପ୍ୟୁଟର ଓ କିଛି ଜରୁରୀ ସାମଗ୍ରୀ ଚୋରି ହୋଇଥିବା କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ମୁକେଶ ସାହୁ।ମୁକେଶଙ୍କ ଏକ ଜନସେବା କେନ୍ଦ୍ର ରହିଛି। ସବୁ ଦିନ ଭଳି ସେ ଆଜି ସକାଳେ ମଧ୍ୟ
Read More...

ମରଣଯନ୍ତା ପାଲଟିଛି ନବ ନିର୍ମିତ ରାସ୍ତା

କଳାହାଣ୍ଡି, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସଡକ ତଥା ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଁକୁ ସହର ସହ ଯୋଡିବା ପାଇଁ ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁଁ ଅନେକ
Read More...

କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଗପ-ଗୀତ-କବିତାର ଫ୍ୟୁଜନ୍ ‘ନୂଆମିଲନ୍‌’

ଭବାନୀପାଟଣା,(କେପିଏନ୍‌ଏସ୍‌) : ମହାପାର୍ବଣ ନୂଆଖାଇ ଅବସରରେ ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଆୟୋଜିତ ହୋଇଯାଇଛି ଗପ-ଗୀତ-କବିତାର ଫ୍ୟୁଜନ୍ ‘ନୂଆମିଲନ୍‌’ କାର୍ୟ୍ୟକ୍ରମ । ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ ଡିଜିଟାଲ୍ ମିଡିଆ ‘ଓଡ଼ିଆ ବାର୍ତ୍ତା’
Read More...

ଲୋକଗୀତରେ ନୂଆଁଖାଇକୁ ସ୍ୱାଗତ କଲା ଦେବଗିରି

ଭବାନୀପାଟଣା: ମହାନ ଗଣପର୍ବ ନୂଆଁଖାଇକୁ ସ୍ୱାଗତ କରିବା ପାଇଁ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ କଳାହାଣ୍ଡି ଥିଏଟର୍ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ଲୋକଗୀତ ଲାଇଭ୍‌’ ସମାରୋହ । ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ପକ୍ଷରୁ ସିଧାପ୍ରସାରଣ କରାଯାଇଥିବା ଏହି
Read More...