୨ କେଜି ଗଞ୍ଜେଇ ଓ ଦେଶୀ ମଦ ଜବତ ସହ ୩ ଗିରଫ
ଢେଙ୍କାନାଳ, (କେପିଏନ୍ଏସ୍) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ ଆଜି ପାଟ୍ରୋଲିଙ୍ଗ ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଚଢ଼ାଉରେ ୨ କେଜି ଗଞ୍ଜେଇ ଓ ୫୭ ଲିଟର ଚୋରା ଦେଶୀ ମଦ ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ମୁତାବକ ନୀଳମାଧବପୁର!-->…
Read More...
Read More...