ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାରେ ଷ୍ଟିମ ପାଇପ ଫାଟି ୧୯ ଗୁରୁତର
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ କାରଖାନାରେ ମଙ୍ଗଳବାର ମଧ୍ୟାହ୍ନରେ ବଡ଼ଧରଣର ଦୁର୍ଘଟଣା ଘଟିଛି । କାରଖାନାର ପାୱାର ପ୍ଲାଣ୍ଟ ଷ୍ଟିମ ପାଇପ ଫାଟି ଯିବାରୁ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ଇଞ୍ଜିନିୟର, ସୁପରଭାଇଜର, ଶ୍ରମିକ!-->…
Read More...
Read More...