Browsing Tag

deogaon news

ବେଆଇନ ପଥର ଚୋରା ଚାଲାଣ ବେଳେ ପଥର ବୋଝେଇ ଗାଡି ଉପରେ ତହସିଲଦାରଙ୍କ ଚଢ଼ାଉ : ୧୫ ହଜାର ଟଙ୍କାର ରାଜସ୍ୱ ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ବେଆଇନ ଭାବରେ ପଥର ବୋଝେଇ ହୋଇ ଯାଉଥିବା ଏକ ଟ୍ରାକ୍ଟର ଗାଡି ଉପରେ ଗୁରୁବାର ଦିନ ଦେଓଗାଁ ତହସିଲଦାର ଚଢ଼ାଉ କରି ଜବତ କରିଥିବା ଜଣାପଡ଼ିଛି । କୁତୁର୍ଲା ଆର୍‌ଆଇ ସାର୍କିଲ ଅନ୍ତର୍ଗତ ଜାତୀୟ ରାଜପଥ୨୬ ବହଲି ଛକ ଉପରେ ଥିବା ପଥର ବୋଝେଇ ଗାଡିର କାଗଜପତ୍ର
Read More...

ସଟ୍ଟା ଚଢ଼ାଉ, ୨ ଗିରଫ

ଦେଓଗାଁ, (ମନିଷ କୁମାର ସାହୁ) : ଟଙ୍କାକରେ ଅଶୀ ଟଙ୍କାର ମୋହରେ ପଡ଼ି ଲୋକେ ସଟ୍ଟା ଖେଳୁଛନ୍ତି । ପିଲା, ବୁଢା, ଟୋକା, ସ୍କୁଲ କଲେଜ ଛାତ୍ର, ମହିଳା ଅନେକେ ଏହି ବେଆଇନ ସଟ୍ଟା ଖେଳର ମୋହରେ ପଡିଥିବା ଦେଖିବୁାକୁ ମିଳୁଛି । ଦିନ ସାରା ବିଭିନ୍ନ ପଡ଼ାରେ ସଟ୍ଟା ପଟି ଲେଖାଯିବା ସହ ଓପନ, କ୍ଲୋଜ,
Read More...

ବିଧି ରକ୍ଷା ପାଇଁ ହେଲା ଜରାସିଂହା ପାଟଖଣ୍ଡା ଯାତ୍ରା : ମଧ୍ୟରାତ୍ର ପରେ ଦେବୀଙ୍କ ଦେଝାରକୁ ବିଦାୟ ସମ୍ବର୍ଦ୍ଧନା ପରେ…

ଦେଓଗାଁ, (ମନୀଷ କୁମାର ସାହୁ): ଶହ ଶହ ବର୍ଷ ଧରି ଲୋକଙ୍କ ଗହଳୀରେ ଆଧ୍ୟତ୍ମିକ ଭାବାବେଗରେ ହୋଇ ଆସୁଥିବା ପାଟଖଣ୍ଡା ଯାତ୍ରା ସୋମବାର ଦିନ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଆରମ୍ଭ ହୋଇଥିଲା । ସୋମବାର ଅପରାହ୍ନରେ ଗୁଡ଼ଭେଲା ବ୍ଳକ ନଅଗାଁ ମୌଜାରେ ଥିବା ଦେଝାରରୁ ପାଟଖଣ୍ଡା ଦେବୀ
Read More...

ଅଫାମରା ସୋନଗଡ ନଦୀ ବ୍ରିଜ ତଳୁ ଜେସିବି ଦ୍ଵାରା ବାଲି ଚୋରା ଚାଲାଣ ବେଳେ ଚଢ଼ାଉ : ୫୦ ହଜାର ଟଙ୍କା ରାଜସ୍ୱ ଆଦାୟ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ବଡବନ୍ଧ ଆରଆଇ ସର୍କଲରେ ଭୁତିଆରବାହାଲ -ଅଫାମରା ରାସ୍ତାରେ ଥିବା ସୋନଗଡ଼ ନଦୀ ବ୍ରିଜ ତଳୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ତହସିଲଦାର ନାରାୟଣ ସାହୁ ଚଢ଼ାଉ କରି ୫୦ ହଜାର ଫାଇନ ଆଦାୟ କରିଛନ୍ତି ।
Read More...

ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବୀ ଜଣାଇଲା ଆମ ଆଦମୀ ପାର୍ଟି

ଦେଓଗାଁ, (ଦେବାଶିଷ ମିଶ୍ର) : ସାରା ଦେଶ କରୋନା ମହାମାରୀରେ ଗ୍ରସ୍ତ । ଲକଡାଉନ ସଟଡାଉନ ଯୋଗୁଁ ଜନସାଧାରଣଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଅନ୍ୟ ରାଜ୍ୟ ତୁଳନାରେ ଉଚ୍ଚା ଦର ସତ୍ୱେ ବିଦ୍ୟୁତ ଦରକୁ ପୁଣି ଥରେ ବୃଦ୍ଧି କରିଛନ୍ତି ବୋଲି କହିବା ସହ
Read More...

ଜନଶୂନ୍ୟରେ ଦେଝାରରୁ ବାହାରିଲେ ଦେବୀ ପାଟଖଣ୍ଡା : ବଉରାପିଟା, ଲିଙ୍ଗବରଣ, ନିଶିପୂଜା ଆଜି ରାତିରେ ହେବ ଶେଷ : ଆସନ୍ତା…

ଯାତ୍ରା ସ୍ଥଳୀରେ ୨ସେକ୍ସନ ପ୍ଲାଟୁନ୍ ଫୋର୍ସ ମୁତୟନ ଦେଓଗାଁ, (ମନୀଷ କୁମାର ସାହୁ) : ଶହ ଶହ ବର୍ଷ ଧରି ଲୋକଙ୍କ ଗହଳିରେ ଆଧ୍ୟତ୍ମିକ ଭାବାବେଗରେ ହୋଇ ଆସୁଥିବା ପାଟଖଣ୍ଡା ଯାତ୍ରା ସୋମବାର ଦିନ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଆରମ୍ଭ ହୋଇଯାଇଛି । ଏହି ଯାତ୍ରାରେ କୋଭିଡ଼
Read More...

ବ୍ଲକ୍ କଳା ସଂସ୍କୃତି ସଂଘ ପକ୍ଷରୁ ଗ୍ରାମାଞ୍ଚଳରେ ସଞ୍ଚାର, ନଚନିଆଁ ଓ ସଙ୍ଗୀତ ମାଧ୍ୟମରେ କରୋନା ସଚେତନତା

ଦେଓଗାଁ, (ମନୀଷ କୁମାର ସାହୁ) : ମ‌ହାମାରୀ କରୋନା କବଳରେ ସାରା ବିଶ୍ବ କବଳିତ । କରୋନା ଟିୀକା ନ ଆସିବା ପର୍ୟ୍ୟନ୍ତ ସଚେତନତା ହିଁ ଜନସାଧାରଣଙ୍କ ପାଇଁ ରକ୍ଷା କବଚ । ଏଭଳି ମନୋଭାବ ନେଇ ସୋମବାର ଦିନ ଦେଓଗାଁ ବ୍ଲକ କଳା ସାଂସ୍କୃତିକ ସଂଘ ତରଫରୁ ସଂଘର ଉପସଭାପତି ସୁଦାମ ବିଶିଙ୍କ
Read More...

କରୋନା କଟକଣା ଯୋଗୁଁ ଫିକା ଫିକା ଦୁର୍ଗା ପୂଜା ମାହୋଲ : ଦେବୀ ଓ ଭକ୍ତଙ୍କ ମଧ୍ୟରେ କରୋନା ପାଲଟିଲା ପାଚେରୀ

ଦେଓଗାଁ, (ମନୀଷ କୁମାର ସାହୁ) : ସନ୍ଧ୍ୟା ହେଲେ ଦେଖିବାକୁ ମିଳୁନି ଝଲସି ଯାଉଥିବା ଆଲୋକମାଳର ଦୃଶ୍ୟ । ଦେଖିବାକୁ ମିଳୁନି ଲୋକଙ୍କ ଭିଡ଼ । ପୂଜା କମିଟି ମଧ୍ୟରେ ମେଢ଼ କିମ୍ବା ଆଲୋକ ସାଜସଜକୁ ନେଇ ହେଉନି ପ୍ରତିଯୋଗିତା । ସନ୍ଧ୍ୟା ଆଳତିରେ ଡିଜେ ମାଇକର ଶୁଣିବାକୁ ମିଳୁନି ପୁରୋହିତଙ୍କ
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ପହଞ୍ଚିଲା ପାଟ ସିନ୍ଦୁର, ଆଜି ଦେଝାରରୁ ବାହାରିବେ ଦେବୀ, କୋଭିଡ କଟକଣାରେ ହେବ ଯାତ୍ରା…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାରେ ହେଉଥିବା ବହୁ ପ୍ରତୀକ୍ଷିତ ପାଟଖଣ୍ଡା ଯାତ୍ରା ପାଇଁ ପାଟସିନ୍ଦୁର ରବିବାର ଅପରାହ୍ନରେ ମନ୍ଦିର ଭିତରକୁ ପହଞ୍ଚିଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଯାତ୍ରାର ରୀତିନୀତି ଅନୁଷ୍ଠିତ ହେଉଥିବାରୁ ଅନୁମତି ପାଇଥିବା ସେବକମାନେ
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ପାଟଣାଗଡ଼ରୁ ଆସିଲା ପାଟ ସିନ୍ଦୁର

କୋଭିଡ ନିୟମ ଯୋଗୁଁ ୫ ଦିନ ବଦଳରେ ୨ଦିନରେ ପୂଜା ସମ୍ପନ୍ନ ହେବଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପାଟଖଣ୍ଡା ଯାତ୍ରା ପାଇଁ ପାଟସିନ୍ଦୁର ଶନିବାର ବିଳମ୍ବିତ ରାତିରେ ପହଞ୍ଚିଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଯାତ୍ରାର ରୀତିନୀତି ଅନୁଷ୍ଠିତ ହେଉଛି। ପରମ୍ପରା
Read More...