Browsing Tag

deogaon news

ପାଇଖାନା ଦୁର୍ନୀତିରେ ଉବୁଟୁବୁ ବ୍ଲକ୍ ପ୍ରଶାସନ : ଆର୍‌ଟିଆଇ ମାଗିବାର ଗୋଟେ ମାସ ପରେ ମଧ୍ୟ ମିଳୁନି ତଥ୍ୟ

ଦେଓଗାଁ, (ମନୀଷ କୁମାର ସାହୁ) : ବିଭିନ୍ନ ଗାଁରେ କେନ୍ଦ୍ର ସରକାରଙ୍କ ତରଫରୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରି ସୂଚନାଫଳକ ଲଗାଯାଇଛି । ହେଲେ ଗାଁର ପ୍ରକୃତ ଦୃଶ୍ୟ ଭିନ୍ନ । କେତେକ କ୍ଷେତ୍ରରେ ଜଣେ ଜଣେ ହିତାଧିକାରୀ ୩ଟି ଲେଖାଏଁ ପାଇଖାନା ନିର୍ମାଣ କରିଥିବା ନେଇ ଅଭିଯୋଗ ହେଉଛି । ଏହି
Read More...

ପ୍ରହସନ ପାଲଟିଛି ୨୦୧୯ ଖରିଫ ଚାଷୀଙ୍କୁ କ୍ଷତିପୂରଣ ବଣ୍ଟନ : କେବଳ ଋଣୀ ଚାଷୀଙ୍କୁ କ୍ଷତିପୂରଣ, ପ୍ରିମିୟମ ବୁଝାଇଥିବା…

ଦେଓଗାଁ, (ମନୀଷ କୁମାର ସାହୁ) : ୨୦୧୯ରେ ଖରିଫ ଋତୁର କୃଷିବୀମା ସହାୟତା ରାଶି ଦେଓଗାଁ ବ୍ଲକ୍‌ର ୨୬ଟି ପଞ୍ଚାୟତରୁ ୨ଟି ପଞ୍ଚାୟତ କୁତୁର୍ଲା ଓ ହାତୀସରାର ଋଣୀଚାଷୀମାନେ ପାଇଛନ୍ତି । ଅନ୍ୟପକ୍ଷରେ ଅଣଋଣୀ ଚାଷୀମାନେ ବୀମା କରିଥିଲେ ମଧ୍ୟ ସହାୟତାରୁ ବଞ୍ଚିତ ରହିଛନ୍ତି । ଅଭିଯୋଗ ଅନୁସାରେ,
Read More...

ପୁଲିସକୁ ଚକମା ଦେଇ ଲଗାତାର ଚାଲିଛି ଚୋରି, ଡକାୟତି : ପୁଲିସ ପ୍ରତି ତୁଟୁଛି ଆସ୍ଥା, ଗାଁ ଗାଁରେ ବଢ଼ୁଛି ଅସନ୍ତୋଷ

ଦେଓଗାଁ(ମନୀଷ କୁମାର ସାହୁ): ଦେଓଗାଁ ଥାନା ଅଞ୍ଚଳରେ କିଛି ଦିନ ହେଲା ମାତିଛନ୍ତି ଲୁଟେରା ଦଳ । ଚାଲିଛି ଚୋର ପୁଲିସର ଲୁଚକାଳି ଖେଳ। କେତେବେଳେ ପୁଲିସ ଚୋରକୁ ଧରି ଫରୱର୍ଡ କରୁଛି ତ ପୁଣି କେତେବେଳେ ପୁଲିସକୁ କଳା କନା ଦେଖାଇ ଥାନାରୁ ମାତ୍ର ୩୦ ଫୁଟ ଦୂରରେ ଥିବା ଦୋକାନରୁ ଚୋରି କରି
Read More...

କରୋନା କାଳର କରୁଣ ଦୃଶ୍ୟ : ମଜୁରୀ କରି ପେଟ ପୋଷୁଛନ୍ତି ସିଭିଲ୍‌ ଇଂଜିନିୟର୍‌

ଦେଓଗାଁ, (ମନିଷ କୁମାର ସାହୁ) : କରୋନାର କରୁଣ ଦୃଶ୍ୟ ସାରା ସମାଜରେ ଏବେ ଦେଖିବାକୁ ମିଳୁଛି । ଏଭଳି ଏକ ଦୃଶ୍ୟରେ ଜଣେ ଇଂଜିନିୟର୍‌ ମନରେଗା ମଜୁରୀ କାମ କରି ପେଟ ପୋଷୁଥିବା ଭଳି କରୁଣ କାହାଣୀଟିଏ ଆଖି ଝଲ୍‌ସେଇ ଦେଇଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ଜୁର୍ଲାକାନି ଗାଁର
Read More...

ବଲାଙ୍ଗିର ଜିଳ୍ଲାପାଲଙ୍କ ଦେଓଗାଁ ବ୍ଲକ ଗସ୍ତ : କାମ ନ କଲେ ଦରମା ବନ୍ଦ କରି ଲୋକଙ୍କୁ ଦିଆଯିବ ଭତ୍ତା –…

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଦେଓଗାଁ ବ୍ଲକ କାର୍ୟ୍ୟାଳୟକୁ ଗସ୍ତ କରି ବିଭିନ୍ନ ଯୋଜନାକୁ ସମୀକ୍ଷା କରିବା ପରେ ନରେଗା ଯୋଜନାରେ ଖରାପ ପ୍ରଦର୍ଶନ ଓ ଶ୍ରମିକମାନଙ୍କୁ ଠିକ ସମୟରେ ଟଙ୍କା ମିଳୁ ନଥିବାରୁ ଉପସ୍ଥିତ ଥିବା ଏପିଓଙ୍କ ଉପରେ
Read More...

ତାମିଲନାଡୁ ଦାଦନ ଯିବା ବେଳେ ବସ୍ ଦୁର୍ଘଟଣାରେ ଶ୍ରମିକର ହାତ ଛିଣ୍ଡିବା ଘଟଣା : ହାତ ହରାଇଥିବା ଶ୍ରମିକକୁ ବିଜେଡ଼ି…

ଦେଓଗାଁ, (ମନୀଷ କୁମାର ସାହୁ) : ତାମିଲନାଡୁକୁ ଦାଦନ ଖଟି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ହାତ ହରାଇଥିବା ଶ୍ରମିକଙ୍କ ପରିବାରକୁ ଦେଓଗାଁ ବ୍ଲକ ବିଜେଡ଼ି ପକ୍ଷରୁ ରାସନ ସାମଗ୍ରୀ ଦେଇ ସହାୟତା କରିଥିବା ଜଣାପଡିଛି । ଏହି କାର୍ୟ୍ୟକ୍ରମରେ ଦେଓଗାଁ ବ୍ଳକ ବିଜେଡି ସଭାପତି ସୁଶୀଲ ଚାନ୍ଦ,
Read More...

ବଢୁଛି ଚୋରି, ରାହାଜାନୀ, ଡକାୟତି : ଗୋଟିଏ ରାତିରେ ୩ ଦୋକାନରୁ ଚୋରି ଘଟଣାର ୨୪ ଘଣ୍ଟା ପରେ କୁଡ଼ାସିଂହାରୁ ପୁଣି ଚୋରି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଚାଲିଛି ଚୋର ପୁଲିସର ଲୁଚକାଳି ଖେଳ । କେତେବେଳେ ପୁଲିସ ଚୋରକୁ ଧରି କୋର୍ଟ ଚାଲାଣ କରୁଛି ତ ପୁଣି କେତେବେଳେ ପୁଲିସକୁ ଚକ୍‌ମା ଦେଖାଇ ଥାନାରୁ ମାତ୍ର ୫୦ ଫୁଟ ଦୂରରେ ଥିବା ଦୋକାନରୁ ଚୋରି କରି ଲୁଚି ରହୁଛି । ଦେଓଗାଁରୁ ଗୋଟିଏ
Read More...

ସିଆଲଯୋର ସ୍କୁଲ ପାଚେରୀ ନିର୍ମାଣରେ ଅନିୟମିତତା ଅଭିଯୋଗ : ସାମାନ୍ୟ ବର୍ଷାରେ ଧୋଇ ହେଉଛି ପ୍ଲାଷ୍ଟର, ଠିକାଦାର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଜଙ୍ଗଲ ଘେରା ଭିତରେ ଥିବା ବ୍ରାହ୍ମଣୀଯୋର ପଞ୍ଚାୟତର ସିଆଲଯୋର ପ୍ରାଥମିକ ବିଦ୍ୟାଳୟରେ ନିର୍ମାଣ ହୋଇଥିବା ପାଚେରୀ କାମରେ ଅନିୟମିତତା ହୋଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ଏହି କାମଟି ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ
Read More...

ସହାୟତାର ହାତ ବଢାଇଲା ସ୍ମାଇଲ୍‌ ଫର୍‌ ଅଲ୍‌ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅର୍ନ୍ତଗତ ମୁରସିଙ୍ଗ ପଚାଂୟତର ବହଲି ଗାଁର ଗୁଞ୍ଜ ମାଝୀ ପରିବାର କହିଲେ ସେ ଓ ତାଙ୍କ ସ୍ତ୍ରୀ । ସେ କିଛି କାମ କଲେ ମୁଠାଏ ଖାଇବାକୁ ମିଳେ । କିନ୍ତୁ ବର୍ତ୍ତମାନ ବୁଢା ବୟସରେ ତାଙ୍କ ପାଇଁ କାମ କରିବା ବହୁ କଷ୍ଟସାଧ୍ୟ । ଭଲଭାବେ ମୁଠେ ଖାଇବା
Read More...

ଗ୍ରାମାଞ୍ଚଳରେ ମାତିଲେଣି ଚୋର ଡକାୟତ ଦଳ : ଗୋଟିଏ ରାତିରେ ୩ ଦୋକାନରୁ ତାଲା ଭାଙ୍ଗି ସାମଗ୍ରୀ ଓ ଟଙ୍କା ଚୋରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ରାତିରେ ଦେଓଗାଁ ଥାନାଞ୍ଚଳର ବିଭିନ୍ନ ସ୍ଥାନର ୩ଟି ଦୋକାନରୁ ଚୋରୀ ହୋଇଥିବା ଜଣାପଡ଼ିଛି । ଦେଓଗାଁ ଥାନାରୁ ମାତ୍ର ୫୦ଫୁଟ ଦୂରତାରେ ଥିବା ବସଷ୍ଟାଣ୍ଡର ଏକ ପାନ ଦୋକାନରୁ ତାଲା କାଟି ଦୋକାନ ଭିତରେ ଥିବା ପାନ ମସଲା, ଥଣ୍ଡା ପାନୀୟ ଜଳ ସାମଗ୍ରୀ ଓ
Read More...