ପୁଣି ଇନ୍ଚାର୍ଜ ଦାୟିତ୍ୱରେ ଗୌଡ଼ଗୋଠ ଆୟୁର୍ବେଦିକ ଡ଼ାକ୍ତରଖାନା : ପ୍ରତିଦିନ ଆସୁନାହାନ୍ତି ଡାକ୍ତର, ଖତ ଖାଉଛି ଔଷଧ
ଦେଓଗାଁ, (ମନୀଷ କୁମାର ସାହୁ) : ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ ସହ ବହୁବାର ଧାରଣା ଦେବା ପରେ ଦୀର୍ଘ ୫ବର୍ଷର ଅପେକ୍ଷା ପରେ ଦେଓଗାଁ ବ୍ଲକ ଅର୍ନ୍ତଗତ ଗୌଡ଼ଗୋଠ ଆୟୁର୍ବେଦିକ ଡ଼ାକ୍ତରଖାନାରେ ଗତବର୍ଷ ସ୍ଥାୟୀ ଡ଼ାକ୍ତର ଭାବେ ମନୋଜ ଭୋଇଙ୍କୁ ନିଯୁକ୍ତି ମିଳିଥିଲା । ଯାହାଫଳରେ ଅଞ୍ଚଳର!-->…
Read More...
Read More...