Browsing Tag

deogaon news

ଜରାସିଂହା ଯୁକ୍ତ ୨ ମହାବିଦ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ଜରାସିଂହା ଯୁକ୍ତ ୨ ମହାବିଦ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି । ଖେଳ ଶିକ୍ଷକ ପ୍ରଶାନ୍ତ ଥାନାପତିଙ୍କ ଅନୁରୋଧ କ୍ରମେ ଅଧକ୍ଷ ବସନ୍ତ କୁମାର ମନହୀରା ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଇଥିଲେ । ଏଥିରେ ସମସ୍ତ ଶିକ୍ଷକ ଓ ଅଣ…
Read More...

ସିଆଲବାହାଲିର ଯୁବଗୋଷ୍ଠୀଙ୍କ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୂର୍ଲା ପଞ୍ଚାୟତ ସିଆଲବାହାଲି ଗାଁର ଜଗନ୍ନାଥ କ୍ଳବର ଯୁବକମାନେ ମିଶି ନିଜ ଗାଁ ରାସ୍ତା, ପୋଖରୀ ସହ ମନ୍ଦିର ଓ ନଳକୂପ ନିକଟରେ ଥିବା ଅଳିଆ ଆବର୍ଜନାକୁ ସଫା କରିଛନ୍ତି । କ୍ଲବର ସଭାପତି ବଡ଼ ମେହେର, ଉପସଭାପତି ପଦ୍ମଲୋଚନ ବାଗଙ୍କ…
Read More...

ସିଲେଟକାନୀର ୧୧ ବର୍ଷୀୟ ବାଳକ ବବଲୁ ବଗର୍ତ୍ତି ନିଖୋଜ ଘଟଣାକୁ ପୂରିଲା ବର୍ଷେ : ନିଖୋଜର ୧୫ ଦିନ ପରେ ନଦୀପଠାରୁ…

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ଷେ ତଳେ ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁର ଉଗ୍ରେସନ ବଗର୍ତ୍ତୀଙ୍କ ପୁଅ ବବଲୁ ଘରେ ସକାଳ ୯ଟାରେ ଖାଇ ସାରିବା ପରେ ଗାଁ ନଦୀ କୂଳରେ ଥିବା ଏକ ଇଟାଭାଟିରୁ ନିଖୋଜ ହୋଇଥିଲା । ଏହା ପରେ ଦେଓଗାଁ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ପରିବାର ଓ ଗାଁଲୋକ…
Read More...

ନାଇକେନସିରା ୫ତମ ଠାକୁର ବଡଦେଓ ଫୁଟବଳ ପ୍ରତିଯୋଗିତାର ଉଦଘାଟନି ମୁକାବିଲାରେ ଘୂଚିପାଲିକୁ ହରାଇଲା ଲଣ୍ଡାପଥର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ନାଇକେନସିରା ଗାଁରେ ଗୁରୁବାର ୫ତମ ଠାକୁର ବଡଦେଓ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଲଣ୍ଡାପଥର ୪-୨ ଗୋଲରେ ଘୁଚିପାଳିକୁ ହରାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୁବନେତା ବିଶ୍ୱଜିତ୍ ପାତ୍ର ଯୋଗ ଦେଇଥିଲେ। ଖେଳକୁ ଦେବାଶିଷ…
Read More...

ଉପରଝର ଆଞ୍ଚଳିକ କେନ୍ଦ୍ରରେ ରଣେଶ୍ୱରୀ ରାମଚଣ୍ଡି ମନ୍ଦିର ନିର୍ମାଣ ପାଇଁ ଭୂମୀପୂଜନ ଓ ଶୁଭାରମ୍ଭ : ନିକଟସ୍ଥ ୧୩ଟି…

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସୋମବାର ୧୨ଟା ସମୟରେ ଦେଓଗାଁ ବ୍ଳକ ଅନ୍ତର୍ଗତ ଉପରଝର ଗାଁ ତଥା ହର୍ଡାଟାଲ୍‌ କୁଳୁତା ସମାଜ କେନ୍ଦ୍ର ଅଧିନରେ ଥିବା ଉପରଝର ଆଞ୍ଚଳିକ କେନ୍ଦ୍ରରେ ରଣେଶ୍ୱରୀ ରାମଚଣ୍ଡି ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଉପରଝର ସମେତ…
Read More...

‌ଦ୍ୱାଦଶ ବାର୍ଷିକ ରୟାଲ ଷ୍ଟାର୍ ଫୁଟବଲ ପ୍ରତିଯୋଗିତା ଉଦଯାପିତ : ପେନାଲ୍ଟିରେ ସିଲେଟକାନିକୁ ହରାଇ ଲଣ୍ଡାପଥର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ହାଇସ୍କୁଲ ପଡିଆରେ ସିଲେଟକାନୀର ଦ୍ଵାଦଶ ବାର୍ଷିକ ରୋୟାଲ ଷ୍ଟାର୍ ଫୁଟବଲ ଏସୋସଏସନ୍ ଟୁର୍ଣ୍ଣାମେଣ୍ଟ ବୁଧବାର ଦିନ ହୋଇଥିବା ଉଦଯାପନୀ ଦିନର ପ୍ରଥମ ସେମିଫାଇନାଲ ମ୍ୟାଚରେ ମହିପୁରକୁ ଲଣ୍ଡାପଥର ଓ ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ…
Read More...

ରକ୍ତରଞ୍ଜିତ ହେଲା ଶୁଲିଆ ଖଳା : ବସିଲାନି ଦୋକାନ ବଜାର, କଟକଣାରେ ହେଲା ଯାତ୍ରା

ଦେଓଗାଁ, (ମନିଷ କୁମାର ସାହୁ) : ବହୁ ଚର୍ଚ୍ଚିତ ଶୁଲିଆ ଯାତ୍ରା ପୀଠ ଏଥର ବି ରକ୍ତରଞ୍ଜିତ ହୋଇଛି । ମଙ୍ଗଳବାର ବହୁ ସଂଖ୍ୟାରେ ବଳି ଦିଆଯାଇଛି । କୋଭିଡ ନିୟମ ମଧ୍ୟରେ ଯାତ୍ରା ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା । ସୋମବାର ରାତିରେ ପାରମ୍ପରିକ ନିଶିପୂଜା ପରେ ମଙ୍ଗଳବାର ଭୋର୍‌ରୁ ଖଇରଗୁଡ଼ା…
Read More...

ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେଲା କରୋନା ଟୀକାକରଣ : ପ୍ରଥମ ଦିନ ସିଏଚସିରେ ୭ ଡାକ୍ତରଙ୍କ ସହ ୮୮ଜଣ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ଦିନ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ଦେବା ପ୍ରଥମ ପର୍ୟ୍ୟାୟ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୭ଜଣ ଡ଼ାକ୍ତରଙ୍କ ସହ ମୋଟ ୮୮ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟୀକା ଦିଆ ଯାଇଥିବା ଦେଓଗାଁ…
Read More...

ଶୁଲିଆ ଯାତ୍ରା ଆଜି : ବଳି ପାଇଁ ଖଳା ପ୍ରସ୍ତୁତ : ଖୋଲିବନି ଦୋକାନ ବଜାର

. ରାତିରେ ଶେଷ ହେଲା ନିଶିପୂଜା. ଉପଜିଲ୍ଲାପାଳଙ୍କ ଶେଷ ସମୀକ୍ଷା. ଶୃଂଖଳା ପାଇଁ ଜଗି ରହିବେ ୩ ମାଜିଷ୍ଟ୍ରେଟ୍‌, ଜଣେ ଡ଼ିଏସ୍‌ପି. କୋଭିଡ଼ କଟକଣାରେ ହେବ ଯାତ୍ରା ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବହୁ ପ୍ରତୀକ୍ଷିତ ଶୁଲିଆ ଯାତ୍ରା ପାଇଁ ସୋମବାର ରାତିରେ ନିଶିପୂଜା…
Read More...

ସିଲେଟକାନି ରୟାଲ ଷ୍ଟାର୍ ଫୁଟବଲ ପ୍ରତିଯୋଗିତା ଉଦଘାଟିତ : ପ୍ରଥମ ଦିନ ଖେଳରେ ଲଣ୍ଡାପଥର ଓ ମହିପୁର ବିଜୟୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିଲେଟକାନୀରେ ସୋମବାର ଦିନ ରୋୟାଲ ଷ୍ଟାର୍ ଫୁଟବଲ ଏସୋସଏସନ୍ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ଭୁତିଆରବାହାଲକୁ ଲଣ୍ଡାପଥର ଓ ଦ୍ବିତୀୟ ମ୍ୟାଚରେ ସମରାକୁ ମହିପୁର ହରାଇଥିଲା । ସଭାପରିଚାଳନା…
Read More...