Browsing Tag

deogaon news

କୁକୁରଖାଇରେ ପଞ୍ଚତାଳ ଦୁଲଦୁଲି ସଂଘର ବୈଠକ : ମହାମାରୀ ଯୋଗୁଁ ହୋଇଥିବା କଟକଣାରେ ବେପାର ବନ୍ଦ ଯୋଗୁଁ ସରକାରୀ ସହାୟତା…

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ ଦୁଲଦୁଲି ବାଜା ସଂଘର ସଭାପତି ମୋହନ କୁମାର ଓ ସମ୍ପାଦକ ନିମାଇଁ ନାଗଙ୍କ ନେତୃତ୍ୱରେ କୁକୁରଖାଇ ଗାଁର ଆମ୍ବତୋଟାରେ ଦେଓଗାଁ ବ୍ଲକର ସମସ୍ତ ଦୁଲଦୁଲି ବାଜା କମିଟିର ମ୍ୟାନେଜରମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି
Read More...

ବିପଦଶଙ୍କୁଳ ଭାବେ ମୁକୁଳା ହୋଇ ପଡ଼ିରହିଛି ମହଳାଇ ଛକରେ ଟ୍ରାନ୍ସଫର୍ମର : ଚାରିପଟେ ସ୍ଥାୟୀ ବାଡ଼ ଦେବାକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଛକରେ ଥିବା ଟ୍ରାନ୍ସଫର୍ମର ବିପଦଶଙ୍କୁଳ ଭାବେ ମୁକୁଳା ହୋଇ ପଡ଼ିରହିଛି । ଏହି ଛକ ଦେଇ ତୁଷୁରାରୁ ବଲାଙ୍ଗିର ରାସ୍ତା ପଡୁଥିବାରୁ ଏହି ରାସ୍ତା ଅଞ୍ଚଳର ଜନ ସମାଗମ ଲାଗି ରହେ । ଏହି ମୁକୁଳା ପଡିଥିବା ଟ୍ରାନ୍ସଫର୍ମରରେ ଜନସାଧାରଣଙ୍କ
Read More...

ଗଳିକନ୍ଦିରେ ବେଶ ସରଗମ ସଟ୍ଟା ବଜାର : ଟଙ୍କାଏରେ ନବେ ଟଙ୍କା ଆଶା ଦେଖାଇ ଗଦି ମାଲେମାଲ, ଯୁବପିଢି କଙ୍ଗାଲ୍

ଦେଓଗାଁ, (ମନୀଷ କୁମାର ସାହୁ) : ଟଙ୍କାକରେ ନବେ ଟଙ୍କାର ମୋହ ଦେଖାଇ ଲୋକଙ୍କୁ ପାଗଳ କରିଛି ବେଆଇନ ସଟ୍ଟା ଖେଳ । ପିଲା, ବୁଢା, ଟୋକା, ସ୍କୁଲ, କଲେଜ ଛାତ୍ର ସହ ମହିଳା ପର୍ୟ୍ୟନ୍ତ ଏହି ସଟ୍ଟାର ମୋହରେ ପଡିଛନ୍ତି । ଦିନ ତମାମ ବିଭିନ୍ନ ପଡ଼ାରେ କିଛି ଟୋକାଙ୍କୁ ନେଇ ସଟ୍ଟାପଟି ଲେଖାଯିବା
Read More...

ଫାଟକ ପାଖରୁ ଜନୈକ ଡ୍ରାଇଭରଙ୍କ ରକ୍ତ ଭିଜା ଶବ ଉଦ୍ଧାର : ପରିବାର ପକ୍ଷରୁ ହତ୍ୟା ସନ୍ଦେହ

ଦେଓଗାଁ (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନ ଫାଟକ ରାସ୍ତାରେ ଥିବା ଏକ କଲଭଟ ନିକଟରୁ ବୁଧୁବାର ଦିନ ଏକ ଗାଡ଼ି ଡ୍ରାଇଭରଙ୍କ ରକ୍ତ ଭିଜା ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ଖବର ପାଇ ଦେଓଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ଏକ
Read More...

ଅଙ୍ଗନୱାଡ଼ି କେନ୍ଦ୍ର ସମସ୍ୟାର ସମାଧାନ କରିବା ପାଇଁ ମିଶନ ଶକ୍ତି ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କଲେ…

ଦେଓଗାଁ (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌଡଗୋଠ ଗାଁରେ ୪ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ସେହି ୪ଟି କେନ୍ଦ୍ର ମଧ୍ୟରୁ(କ) କେନ୍ଦ୍ରଟି ପୁରୁଣା ହୋଇଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ଅନ୍‌ସେଫ୍‌ ଘୋଷଣା କରି କୋଠାକୁ ଭାଙ୍ଗି ସେଠାରେ ନୂଆଁ କୋଠା ନିର୍ମାଣ କରିବାକୁ ଟଙ୍କା
Read More...

ଅପରିଷ୍କାର ଗାଁ, ମୁଖ୍ୟ ଛକରେ ପଡ଼ିଛି ଗଦା ଗଦା ଅଳିଆ : କୁମ୍ଭକର୍ଣ୍ଣ ନିଦ୍ରାରେ ପଞ୍ଚାୟତ ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥକୁ ଲାଗି ରହିଥିବା ଦେଓଗାଁ ପଞ୍ଚାୟତର କଛାରପାଲିର କ୍ଳବ୍ ଛକ ଓ ଗାଁ ମୁଣ୍ଡ କଛାରପାଲି ସ୍କୁଲ୍ ଛକରେ ଗାଁକୁ ଅପରିଷ୍କାରରୁ ହିିଁ ସ୍ୱାଗତ କରାଯାଇଥାଏ । ଘରକୁ କୁଣିଆଁ ଆସିଲେ ଗୋଡ଼ ଧୋଇବାକୁ ପାଣି ଦିଆ ଯାଇଥାଏ । ହେଲେ ଯେକୌଣସି ବ୍ୟକ୍ତି ଏହି
Read More...

ଜେଇ ତାରରେ ବେଧଡକ ଚାଲିଛି ବରାହ ଶିକାର : ବିୟର ବୋତଲ ପାଲଟିଛି ଅସ୍ତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓ ସଇଁନ୍ତଲା ବନଖଣ୍ଡରେ ବେଧଡକ ଭାବେ ଚାଲିଛି ବରାହ ଶିକାର । କିନ୍ତୁ ଶିକାରୀକୁ କାବୁ କରିବା ବଦଳରେ ଶିକାରୀଠାରୁ ଉପହାର ନେଇ ଚୁପ ବନ ବିଭାଗ କିଛି ଅସାଧୁ କର୍ମଚାରୀ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଯାହାଫଳରେ ଦେଓଗାଁ ଅଞ୍ଚଳରେ ବନ୍ୟଜନ୍ତୁ
Read More...

ଲୋକ ଉନ୍ନତି ସଂଗଠନ ପକ୍ଷରୁ କୁପୋଷଣ ଦୂର କରିବାକୁ ରାଜ୍ୟପାଳଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ସାରା ଓଡ଼ିଶାରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ତରଫରୁ ବିଭିନ୍ନ ସଂଗଠନର ନେତୃତ୍ୱରେ କୁପୋଷଣକୁ ଦୂର କରିବାକୁ ବ୍ଲକ ଲେଭେଲ୍ କମ୍ପାଇଜନ୍ ଅନ୍ ନେସନାଲ ଫୁଡ୍ ସିକ୍ୟୁରିଟି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ
Read More...

ପ୍ରମାଣପତ୍ର ମିଳିବାରେ ବିଳମ୍ବ, ନାମ ଲେଖାରେ ଅସୁବିଧା : ଜିଲ୍ଲା ଆପ୍‌ ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ବିଭିନ୍ନ ଗାଁର ଅନେକ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଲୋକଙ୍କ ଜାତି, ବସବାସ ଓ ଆୟ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେଉଥିବାରୁ ଲୋକଙ୍କ ବହୁ ଉନ୍ନତିମୂଳକ କାମରେ ବାଧା ସୃଷ୍‌ଷ୍ଟି ହେବା ସହ ଛାତ୍ରଛାତ୍ରୀମାନଙ୍କ ସ୍କୁଲ, କଲେଜରେ
Read More...

ଅବସରର ୪ ବର୍ଷ ପରେ ବି ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିନି ଅବସରକାଳୀନ ଟଙ୍କା

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୦୧୬ ମସିହାରେରେ ଶିକ୍ଷା ଦାନରୁ ଅବସର ନେଇଥିବା ଶିକ୍ଷକମାନଙ୍କୁ ଦେଓଗାଁ ବ୍ଲକରେ ମିଳୁନି ଅବସରକାଳୀନ ଟଙ୍କା ବୋଲି ଅବସରପ୍ରାପ୍ତ ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ଶିକ୍ଷା ଦାନରେ ଜଡ଼ିତ ଥିବା ଶିକ୍ଷକ ଭତ୍ତା ଟଙ୍କାକୁ ଆନାଇ
Read More...