Browsing Tag

deogaon news

ରକ୍ତଦାନ କରି କିଡନୀ ରୋଗୀଙ୍କ ଜୀବନ ବଞ୍ଚାଇଲେ ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀ

ଦେଓଗାଁ, (ମନୀଷ କୁମାର ସାହୁ) : ଭବାନୀପାଟଣା ମେଡିକାଲରେ ଜଣେ ରୋଗୀଙ୍କୁ ରକ୍ତ ଦରକାର ପଡ଼ିଥିବା ଖବର ପାଇ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସାଲେପାଲି ଗାଁର ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀ ଯାଇ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି । ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ…
Read More...

ବିଜେପିର ୧୨ନଂ ଜୋନ ପକ୍ଷରୁ ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ ଅର୍ନ୍ତଗତ ସିଂହାମୁଣ୍ଡା ପଞ୍ଚାୟତର ଖଲିଆପାଲିରେ ଦେଓଗାଁ ବ୍ଲକ ବିଜେପି ୧୨ନଂ ଜୋନ୍‌ ମଣ୍ଡଳ ସଭାପତି ବାସୁଦେବ ସିଂ ନିନାଙ୍କ ନେତୃତ୍ଵରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶ୍ରୀ ଗୁରୁ ଦକ୍ଷିଣା ଉତ୍ସବ ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଅପରାହ୍ନରେ ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ଦେଓଗାଁ ଶାଖା ପକ୍ଷରୁ ଶ୍ରୀଗୁରୁ ଦକ୍ଷିଣା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଖଣ୍ଡ କାର୍ଯ୍ୟବାହୀ ଶ୍ରୀକାନ୍ତ ଥନାପତି ସମ୍ମାନୀତ…
Read More...

ବୁଢ଼ୀଆଈ ଯାତ୍ରା ଉଦଯାପିତ : ସମ୍ପୂର୍ଣ୍ଣ ରୀତିନୀତିରେ ହେଲା ଯାତ୍ରା

ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ, ଶନିବାର ହେବାକୁ ଥିବା ଯାତ୍ରା ଶୁକ୍ରବାର ରାତିରେ ସମ୍ପୂର୍ଣ ହେଲା ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ଚର୍ଚ୍ଚିତ ଜରାସିଂହା ବୁଢ଼ିଆଈ ଯାତ୍ରା କରୋନା କଟକଣା ଯୋଗୁଁ ସମ୍ପୂର୍ଣ୍ଣ ରୀତିନୀତିରେ ହୋଇଥିଲେ ମଧ୍ୟ ଶନିବାର ଦିନ ସମୟରେ ହେବାକୁ ଥିବା…
Read More...

ଦେଓଗାଁ ବ୍ଳକରେ କିରୋସିନିକୁ ନେଇ ଚିନ୍ତାରେ ଚାଷୀ : ପହ୍ଲାକୁ ବଞ୍ଚାଇବା ପାଇଁ କାମକୁ ଆସୁ ନାହିଁ କିରୋସିନି ପମ୍ପ

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ବର୍ଷା ଅଭାବ ଯୋଗୁଁ ଗଜା ମରୁଡ଼ିର ଆଶଙ୍କା ଅଛି । ଜୁନ ମାସରେ ପକାଯାଇଥିବା ପହ୍ଲାକୁ ବଞ୍ଚାଇବା ପାଇଁ ଚାଷୀ ଆପ୍ରାଣ ଚେଷ୍ଟା କରୁଥିବା ବେଳେ କିରୋସିନି ପମ୍ପ ସେଟ ରଖିଥିବା ଚାଷୀଙ୍କୁ କିରୋସିନି ମିଳୁ ନଥିବାରୁ ଚାଷୀ ଚିନ୍ତାରେ । ସାଧାରଣତଃ…
Read More...

ଦେଓଗାଁ ତହସିଲର ୭ସାର୍କିଲରେ ଅଛନ୍ତି ୨ଜଣ ଆର୍‌ଆଇ : ପ୍ରମାଣ ପତ୍ର ପାଇଁ ହଇରାଣ ହେଉଛନ୍ତି ଅବିଭାବକ ଓ ଛାତ୍ରଛାତ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅଧିନର ଅଛି ୭ଆରଆଇ ସାର୍କିଲ । ପ୍ରତି ଆରଆଇ ସାର୍କିଲରେ ଜଣେ ଆରଆଇ ଓ ଜଣେ ଅତିରିକ୍ତ ଆରଆଇ ରହିବା କଥା କିନ୍ତୁ ଦେଓଗାଁ ତହସିଲରେ ଅଛନ୍ତି ମାତ୍ର ଜଣେ ଆରଆଇ ଓ ଜଣେ ସୁପରଭାଇଜର/ଆରଆଇ । ସୁପରଭାଇଜର/ଆରଆଇ ଅଧିର ନାୟକଙ୍କ ଅଧିନରେ ୩ଟି…
Read More...

ବହୁ ଚର୍ଚ୍ଚିତ ଜରାସିଂହା ବୁଢ଼ୀଆଈ ଯାତ୍ରା : ଗୁରସ ରୁକା ପର୍ବ ଶେଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକର ବହୁ ପ୍ରସିଦ୍ଧ ବୁଢ଼ୀଆଇ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଆଶାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଗୁରସ ରୁକା ପର୍ବ ଗତକାଲି କରୋନା କଟକଣା ଅନୁପାଳନ ଅନୁ‌ଷ୍ଠିତ ହୋଇଯାଇଛି । ଆଜି ସେରନି ବଟା ପର୍ବ ପାଳିତ ହେବାକୁ…
Read More...

କଟକଣା ଯୋଗୁଁ ବିଧି ରକ୍ଷା ସହ ଘରକୁ ବହୁଡ଼ିଲେ ତିନି ଦିଅଁ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା କଟକଣା ଯୋଗୁଁ ମଙ୍ଗଳବାର ଦିନ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଦେଓଗାଁ ବ୍ଲକ ବିଭିନ୍ନ ଗାଁରେ ରଥଯାତ୍ରା ଭଳି ରଥଟଣା ବନ୍ଦ ରହିଥିଲା । କେବଳ ମନ୍ଦିର ଭିତରେ ପୂଜାର୍ଚ୍ଚନା କରି ପାଳନ କରାଯାଇଥିବା ଦେଖିବାକୁ ମିଲିଛି । ଦେଓଗାଁ ବ୍ଲକ କଛାରପାଲି ସହ…
Read More...

ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ହେଲେ ଦେଓଗାଁ ବିଜେପିର ଯୁବ ନେତା ଭୋଳା ସାହୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବିଜେପିର ଯୁବ ନେତା ଭୋଲାନାଥ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ବିଜେପି ଜନ ମୋର୍ଚ୍ଚାର ଉପସଭାପତି ଭାବେ ମନୋନୟନ କରାଯାଇଛି । ଶ୍ରୀ ସାହୁଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଦେଓଗାଁ ବ୍ଲକରେ ଯୁବ ସଂଗଠନ ଅଧିକ ମଜବୁତ୍ ହେବା ନେଇ ଅଞ୍ଚଳରେ ଆଲୋଚନା…
Read More...

ଦେଓଗାଁ-ସୋନପୁର ରାସ୍ତାର ଉନ୍ନତିକରଣ ପାଇଁ ଚିଠି ଲେଖିଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର ଦେଓଗାଁ ବ୍ଳକର ଶେଷ ସୀମାରେ ଥିବା ଗୌଡ଼ଗୋଠ ପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡି ଗାଁଠାରୁ ସୋନପୁର ଜିଳ୍ଲା ସୀମା ଭାୟା ବଡବାହାଲ ବରାହାକନା, ମାଲପଡ଼ା, କୁନ୍ଦେଇମାଲ, ବନ୍ଧପାଲି, ଥାଲବନ୍ଧ, ଭୀମଡୁଙ୍ଗୁରୀ,…
Read More...