Browsing Tag

deogaon news

କୋମାରେ ବ୍ଲକ୍ ‘ମୋ ସରକାର କକ୍ଷ’ ଖୋଲୁନି ତାଲା : ଫେରୁଛନ୍ତି ଗ୍ରାମାଞ୍ଚଳରୁ ଆସୁଥିବା ଅଭିଯୋଗକାରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ପ୍ରତି ବ୍ଲକରେ ମୋ ସରକାର କକ୍ଷ ଆରମ୍ଭ କରିଛନ୍ତି । କିନ୍ତୁ ଦେଓଗାଁ ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ମୋ ସରକାର କକ୍ଷ ଗତ ଲକଡାଉନ ସମୟରୁ ବନ୍ଦ ହୋଇ ପଡିରହିଛି । କେବେ ଖୋଲିବ ତାଲା ଓ ଲୋକେ ଅଭିଯୋଗ
Read More...

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସମର୍ପଣ ଅଭିଯାନ ବୈଠକ

ଦେଓଗାଁ,(ମନୀଷ କୁମାର ସାହୁ): ବୁଧବାର ଦିନ ଦେଓଗାଁ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ଧର୍ମ ଜାଗରଣ ସମିତି (ଜିଲ୍ଲା ସଂଯୋଜକ) ମୋହନ ଲାଲ ସାମଲଙ୍କ ଆବାହକତ୍ୱରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦେଓଗାଁ ବ୍ଲକର
Read More...

ଶୈଲେନ୍ଦ୍ର ସାହୁ ଦେଓଗାଁ ବ୍ଲକ ଯୁବ ବିଜେଡି ସଭାପତି ଭାବେ ମନୋନୀତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଶୈଲେନ୍ଦ୍ର ସାହୁ (ନାଡୁ)ଙ୍କୁ ରାଜ୍ୟ ଯୁବ ବିଜେଡ଼ି ସଭାପତି ଡ. ବୈମକେସ ରାଏ ମନୋନିତ କରିଥିବା ଜଣାପଡ଼ିଛି । ଶ୍ରୀଯୁକ୍ତ ସାହୁ ପୂର୍ବରୁ ମଧ୍ୟ ଦେଓଗାଁ ବ୍ଲକ ବିଜେଡ଼ି ଯୁବ ସଭାପତି ଦାୟିତ୍ବରେ ଥିଲେ ।
Read More...

ପଞ୍ଚାୟତ ସମିତି ବୈଠକରେ ଏଫ.ଡି.ଆର କାମକୁ ନେଇ ଝଡ଼: ବିଡ଼ିଓଙ୍କ ପ୍ରତିଶୃତି ପରେ ହେଲା ସ୍ବଭାବିକ

ଜେଏମଏଫସି କୋର୍ଟ ଓ ସବ ରେଜେଷ୍ଟ୍ରି ଅଫିସ ସ୍ଥାପନ ଦାବି ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ସାଢ଼େ ୧୧ଟା ସମୟରେ ଦେଓଗାଁ ପଞ୍ଚାୟତ ସମିତି ସଭାକକ୍ଷରେ ସମିତି ବୈଠକ ବ୍ଳକ ଅଧ୍ୟକ୍ଷା ରୀନା ମେହେରଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଉପାଧ୍ୟକ୍ଷ
Read More...

ସୌଭାଗ୍ୟ ଯୋଜନାରେ ବିଶାଲପାଲିକୁ ହେଲା ବିଦ୍ୟୁତ ସଂଯୋଗ : ଗୋଟେ ମାସ ପରେ ମିଦ୍ଧାପାଲିକୁ ମଧ୍ୟ ହେବ ବିଦ୍ୟୁତ୍…

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଳକ ଲଣ୍ଡାପଥର ପଞ୍ଚାୟତ ଝିକେରମାଲ ଗାଁର ବିଶାଲପାଲି ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିବା ଜଣାପଡ଼ିଛି । ଏହି ଉଦଘାଟନି କାର୍ୟ୍ୟକ୍ରମରେ ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତ୍ତମ
Read More...

ସାମ୍ବାଦିକ ଓ ଖବରକାଗଜ ବିତରକ ସଂଘ ପକ୍ଷରୁ ପତୋରା ଡ୍ୟାମରେ ବାର୍ଷିକ ବୈଠକ

ଦେଓଗାଁ,(ମନୀଷ କୁମାର ସାହୁ): ଦେଓଗାଁ ବ୍ଲକର ସାମ୍ବାଦିକ ଓ ଖବରକାଗଜ ବିତରକ ସଂଘର ବାର୍ଷିକ ବୈଠକ ନୁଆଁପଡା ଜିଲ୍ଲା ପତୋରା ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ବରିଷ୍ଠ ସାମ୍ବାଦିକ କିଶୋର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସାମ୍ବାଦିକ ରାମଚନ୍ଦ୍ର ଶତପଥି
Read More...

ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ’ ସ୍କୁଲ ଅଭିଯାନ : ସ୍କୁଲର ମୌଳିକ ସମସ୍ୟାର ସମାଧାନ ପାଇଁ ଆଗେଇ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଜୋତ୍ସାଞ୍ଜଳୀ ସାହୁଙ୍କ ଆବାହକତ୍ବରେ ଶନିବାର ୧୧ଟା ସମୟରେ ମୋ' ସ୍କୁଲ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ଶ୍ରୀମତୀ ସାହୁ ସରକାରଙ୍କ ଉଦ୍ଦେଶ୍ୟ ବିଷୟରେ ଅବଗତ କରିବା ସହ
Read More...

ଗୌରଗୋଠ ଧାନ କିଣା କେନ୍ଦ୍ରକୁ ନରସିଂହଙ୍କ ଅଚାନକ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବିଧାୟକଙ୍କ ଦେଓଗାଁ ଗସ୍ତ ସମୟରେ ଗୌରଗୋଠ ଠାରେ ଉପସ୍ଥିତ ଥିବା ଚାଷୀମାନଙ୍କଠୁ ଧାନକିଣାକୁ ନେଇ ସମସ୍ୟା ଶୁଣିବା ପରେ ସେ ତୁରନ୍ତ ପାଖରେ ଥିବା ଧାନ କିଣା କେନ୍ଦ୍ର ପରିଦର୍ଶନରେ ବାହାରିଥିଲେ । ସେଠାରେ ଦାୟିତ୍ୱରେ ଥିବା ଅଧିକାରୀ ବିଧାୟକ ଶ୍ରୀ
Read More...

ବହଲି ଗାଁର ‘ବିରାଟ ପର୍ବ’ରେ ଦୀର୍ଘ ଚାରି ଦଶନ୍ଧି ଧରି ମୁଖ୍ୟ ପୁରୋଧା ସାଜିଥିବା ତଥା ବିରାଟ ରାଜା…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବହଲି ଗାଁର ବିରଞ୍ଚି ପଧାନ(୭୫)ଙ୍କ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସାଳୟର ଗତ ବୁଧବାର ଦିନ ସକାଳ ୯ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ପାଳିତ ପୁଅ ଅନିରୁଦ୍ଧ, ସାନ ଭାଇ ବଶିଷ୍ଠ ପଧାନ ଉପସ୍ଥିତ ଥିଲେ । ସେ
Read More...

୩ ଦିନରେ ବ୍ଲକର ୩ ପଞ୍ଚାୟତ ଅର୍ନ୍ତଗତ ୧୬ଟି ଗାଁର ୩୧୭ ଜଣ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ଶୀତବସ୍ତ୍ର କମ୍ବଳ…

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୨ ରୁ ୨୪ ମଧ୍ୟରେ ୩ ଦିନ ଧରି ଦେଓଗାଁ ବ୍ଳକ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଯଥାକ୍ରମେ ଉଡାର, ମକୁନ୍ଦପୁର ଓ ଗାଈବାହାଲ ପଞ୍ଚାୟତର ୩୧୭ ଜଣ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ କମ୍ବଳ ବଣ୍ଟନ କରିଛନ୍ତି । ୨୨ ତାରିଖ ଦିନ ଉଡ଼ାର ପଞ୍ଚାୟତର
Read More...