Browsing Tag

deogaon news

କୋଭିଡ କଟକଣା ମଧ୍ୟରେ ପରମ୍ପରା ଅନୁସାରେ ଆସନ୍ତା ୧୯ରେ ହେବ ପ୍ରସିଦ୍ଧ ଶୁଲିଆ ଯାତ୍ରା : ପଡ଼ିବ ବଳି

ଦେଓଗାଁ, (ମନୀଷ କୁମାର ସାହୁ) : ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ଦେଓଗାଁ ବ୍ଲକର ପ୍ରସିଦ୍ଧ ଶୁଲିଆ ଯାତ୍ରା । ସେଥିପାଇଁ ଚାଲିଛି ପସ୍ତୁତି । ଚଳିତ ବର୍ଷ କୋଭିଡ କଟକଣା ଭିତରେ ପରମ୍ପରା ଅନୁଯାୟୀ ପଡିବ ବଳି ବୋଲି ଦେହେରିଆମାନେ ମତ ପ୍ରକାଶ କରିଛନ୍ତି । ମଙ୍ଗଳବାର ଶୁଲିଆ ଖଳାରେ
Read More...

କୃଷି ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ କଦଳୀ ଚାଷକୁ ବୀମା ଭୁକ୍ତ କରିବା ପାଇଁ ଦାବୀ କଲେ ଚାଷୀ

ପ୍ରସ୍ତାବିତ କେବିକେ ଅଞ୍ଚଳର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବୀଦେଓଗାଁ, (ମନୀଷ କୁମାର ସାହୁ): କଦଳୀ ଚାଷ ଦେଖି ମୋର ଆଖି ପବିତ୍ର ହୋଇଗଲା, ଉପକୂଳ ଅଞ୍ଚଳରେ ବାତ୍ୟା ପାଇଁ ଏହି ଚାଷ ହେଉ ପାରୁ ନାହିଁ ପଶ୍ଚିମାଞ୍ଚଳରେ ଭଲ ହେଉଛି । କଦଳୀଠୁ ସୁଖା କଦଳୀ ପତ୍ରର ଚାହିଦା ଢେର ଅଧିକ
Read More...

ସିଲେଟକାନୀ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ: ତଲବାହାଲକୁ ହରାଇ ବାଞ୍ଜିବାହାଲି ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିଲେଟକାନୀରେ ଏକ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲରେ ନୁନିଆଢପାକୁ ତଲବାହାଲ୍ ଦଳ ହରାଇଥିବା ବେଳେ ଦ୍ବିତୀୟ ସେମିଫାଇନାଲରେ ମୁରସିଂହକୁ ବାଞ୍ଜିବାହାଲି ହରାଇଥିଲା । ଫାଇନାଲରେ ତଲବାହାଲକୁ
Read More...

କରୁଆଁଝର ୨୬ତମ ଆଜାଦ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : କୁଠୁର୍ଲାକୁ ହରାଇ କରୁଆଁଝର ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କରୁଆଁଝରର ଆଜାଦ କ୍ରିକେଟ ପ୍ରତଯୋଗିତାରେ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ଫାଇନାଲରେ କରୁଆଁଝର ଓ କୁଠୁର୍ଲା ମଧ୍ୟରେ ହୋଇଥିଲା । ସେହି ମ୍ୟାଚରେ କରୁଆଁଝର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୬ ଓଭରରେ ୪୩ରନ୍ କରିଥିବା ବେଳେ
Read More...

ଜରାସିଂହା ଆର୍‌ଆଇ ଅଫିସ୍‌ରେ ୨୦ଦିନ ହେଲା ପଡ଼ିଛି ତାଲା : କର୍ମକର୍ତ୍ତାଙ୍କ ଦେଖା ମିଳୁନି, ନିରାଶ ହୋଇ ଫେରୁଛନ୍ତି…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅର୍ନ୍ତଗତ ଜରାସିଂହା ଆର୍‌ଆଇ ଅଫିସରେ ୨୦ଦିନରୁ ଅଧିକ ହେଲା ତାଲା ପଡ଼ିଛି । ବିଭିନ୍ନ କାମରେ ଆସୁଥିବା ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ଗତ ବୁଧବାର ଦିନରୁ ଆଜି ପର୍ୟ୍ୟନ୍ତ ଲାଗାତାର ଭାବେ ୪ ଦିନ ହେଲା ଜରାସିଂହା
Read More...

ପ୍ରତୀକ୍ଷାର ହେଲା ଅନ୍ତ : କୁଡ଼ାସିଂହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତରଙ୍କୁ ନିଯୁକ୍ତି :…

ଦେଓଗାଁ, (ମନୀଷ କୁମାର ସାହୁ) : କୁଡ଼ାସିଂହା ଅଞ୍ଚଳର ଲୋକଙ୍କ ବହୁ ଦିନର ପ୍ରତୀକ୍ଷାର ହେଲା ଅନ୍ତ । ଦୀର୍ଘ ଦିନ ହେଲା ଖାଲି ପଡିଥିବା ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ ଡା. ସୌମ୍ୟପ୍ରତିକ ଦୋରା ନିଯୁକ୍ତି ପାଇଛନ୍ତି ।
Read More...

କରୁଆଁଝର ୨୬ତମ ଆଜାଦ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ : ବାଞ୍ଜିବାହାଳିକୁ ହରାଇ ପ୍ରଥମ ସେମି ଫାଇନାଲରେ ପହଞ୍ଚିଲା…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କରୁଆଁଝରରେ ଶୁକ୍ରବାର ଦିନ ୨୬ତମ ଆଜାଦ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଗ୍ରୁପ୍ 'ଏ' ର ପ୍ରଥମ ମ୍ୟାଚରେ ସିଲେଟକାନିକୁ ବଡବନ୍ଧ ହରାଇଥିଲା । ଦ୍ବିତୀୟ ମ୍ୟାଚରେ କରୁଆଁଝରକୁ ବାଞ୍ଜିବାହାଲି ହରାଇଥିଲା । କ୍ୱାର୍ଟର ଫାଇନାଲରେ
Read More...

କୁଡ଼ାସିଂହା ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଓ ପୂର୍ବ ସଭ୍ୟଙ୍କ ପରଲୋକରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସରକାରୀ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ଦିନ ଖୋଲିବା ପରେ କାରୋନା କଟକଣା ସହିତ ଶିକ୍ଷାରମ୍ଭ କରାଯାଇଥିଲା । ଏହାପରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ
Read More...

ବରାହ ଆକ୍ରମଣ‌ରେ ଛେଳି ଚରାଉଥିବା ବୃଦ୍ଧାଙ୍କ ଗୋଡ଼ରେ ପଡ଼ିଲା ୧୭ଟି ଷ୍ଟିଚ: କାମ କରିବାକୁ ଅକ୍ଷମ, ସହାୟତା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୧ଟା ସମୟରେ ଦେଓଗାଁ କଛାରପାଲି (କନ୍ଧପାଲି)ର ରମ୍ଭା ଭୂଏ ଦେଓଗାଁ ପ୍ରୋଜେକ୍ସ ନିକଟରେ ଥିବା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଠିକ ସମୟରେ ଜଙ୍ଗଲରେ ଥିବା ଏକ ବରାହ ବସାରେ ତାର ଦୁଇଟି ଶାବକକୁ ରଖିଥିବା ବେଳେ ତାର ନିକଟକୁ ଅଜାଣତରେ ଯିବାରୁ
Read More...

୫ମ ବାର୍ଷିକ ଲବଣୀସେନ ନାଏକ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ପୂଳସଖଣ୍ଡକୁ ୮ୱିକେଟରେ ହରାଇ ଆୟୋଜକ ବଡବନ୍ଧ ଦଳ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧରେ ଗତ ୫ଦିନ ହେଲା ହେଉଥିବା ପଞ୍ଚମ ବାର୍ଷିକ ଲବଣୀସେନ ନାଏକ କ୍ରିକେଟ ପ୍ରତିଯୋଗିତାର ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ବିଜେଡ଼ି ସଭାପତି ସୁଶିଲ ଚାନ୍ଦ ଯୋଗ ଦେଇଥିବା ବେଳେ
Read More...