Browsing Tag

delanga news

ଡେଲାଙ୍ଗରେ ଚିତାଲାଗି ଅମାବାସ୍ୟା କୃଷିଭିତ୍ତିକ ଗଣପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଚିତାଲାଗି ଅମାବାସ୍ୟାରେ ଗତକାଲି ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ପ୍ରତି ଘରେଘରେ ସ୍ତ୍ରୀ ଲୋକ ଅର୍ଥାତ ବୋହୁମାନେ ଚିତଉ ପିଠା କରିବା ସହ ପୂଜାର୍ଚ୍ଚନା କରି ଆନନ୍ଦ ଉଲ୍ଲାସରେ ଏହି ଚିତାଲାଗି ଅମାବାସ୍ୟା ପର୍ବ ପାଳନ କରିଛନ୍ତି । ଶ୍ରାବଣ
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ୧ ମୃତ, ୪ ଗୁରୁତର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-କଣାସ ସଡ଼କର କଲ୍ୟାଣପୁର କଲେଜ ଛକଠାରେ ଦୁଇଟି ବାଇକ୍‌ ମୁହାମୁହିଁ ଧକ୍କା ହେବା ଯୋଗୁଁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ
Read More...

ପ୍ରକୃତି ଓ ପରିବେଶ ସୁରକ୍ଷା ସଂକଳ୍ପ ପତ୍ର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜୁଲାଇ ୨୮ ତାରିଖ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଡେଲାଙ୍ଗ ଉପନିବନ୍ଧକ କାର୍ଯ୍ୟାଳୟ ମୋହରୀରଖାନା ପରିସରରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଉଦଘାଟକ
Read More...

ହେନ୍ତାଳବଣର ସୁରକ୍ଷା ଜରୁରୀ : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜୁଲାଇ ଛବିଶ ହେନ୍ତାଳବଣ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ବନମହୋତ୍ସବ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଜନସେବାକେନ୍ଦ୍ର ଡେଲାଙ୍ଗ ଷ୍ଟେସନ ବଜାରଠାରେ ପରିବେଶ ସଚେତନତା କର୍ମଶାଳା ଅନୁଷ୍ଠିତ
Read More...

ସିଡିଓ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଦ୍ୱାରା ୫ଟି ରୂପାନ୍ତରଣ ବିଦ୍ୟାଳୟଗୁଡିକର ସ୍ଥିତି ଅନୁଧ୍ୟାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜ୍ୟୋତି ଶଙ୍କର ମହାପାତ୍ର ସିଡିଓ କମ ଇଓ ଜିଲ୍ଲା ପରିଷଦ ପୁରୀ ଡେଲାଙ୍ଗ ବ୍ଲକ ପରିଦର୍ଶନରେ ଆସି ତୃତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ୫ଟି ରୂପାନ୍ତରଣ ବିଦ୍ୟାଳୟଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଉପଲକ୍ଷେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟସ୍ଥିତ
Read More...

ଅଗ୍ନିକାଣ୍ଡରେ ଜଲିଗଲା ଦୁଇ ବଖରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଖେଲାଉରୀ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ତରାବୋଇ ଗ୍ରାମର ସୁଦର୍ଶନ ମଲ୍ଲିକ ଓ ଭାସ୍କର ମଲ୍ଲିକଙ୍କ ଘରେ ନିଆଁ ଲାଗି ଦୁଇ ବଖରା ଘର ଜଳିଯାଇଛି । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କ
Read More...

ଡେଲାଙ୍ଗରେ ଜେଏମ୍ଏଫସି କୋର୍ଟ ସ୍ଥାପନ ନେଇ ଦ୍ଵିତୀୟ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ ଜେଏମ୍ଏଫସି କୋର୍ଟ ସ୍ଥାପନ ନେଇ ରବିବାର ଆରିଶଲ ସ୍ଥିତ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସ୍ଥାନୀୟ ବିଧାୟକ
Read More...

ଅଭିନନ୍ଦନ ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶା ମାଟିର ପ୍ରଥମ ଏବଂ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ମହାମହିମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଆଜି ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଦ୍ରୌପଦୀ
Read More...

ପ୍ରେମିକାକୁ ବିଷ ପିଆଇ ହତ୍ୟା : ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ବଁକିଲୋ ଗ୍ରାମର ଜଣେ ଯୁବତୀ(୨୨)କୁ ପୁରୁଣା ଡେଲାଙ୍ଗ ଗ୍ରାମର ଜଣେ ଯୁବକ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗରେ ଯୁବତୀର ବାପା ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ପୀଡ଼ିତା ଯୁବତୀ ଜଣକ ଭୁବନେଶ୍ଵରର ଏକ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଡେଲାଙ୍ଗ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଡେଲାଙ୍ଗ ପରିସରରେ ଶିଶୁ ବିଦ୍ୟା ମନ୍ଦିରର ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କର ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...