Browsing Tag

delanga news

ପରିବେଶ ପ୍ରେମୀ ପଦାରବିନ୍ଦ ମହାପାତ୍ରଙ୍କ ସ୍ମୃତିରେ ଚାରା ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଦ୍ମଭୂଷଣ ସ୍ୱର୍ଗତ ଡ଼ଃ ରାଧାନାଥ ରଥଙ୍କ ଜାମାତା ତଥା ସମାଜର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ସ୍ୱାମୀ ବିଶିଷ୍ଟ ପରିବେଶବିତ୍ତ ପଦାରବିନ୍ଦ ମହାପାତ୍ରଙ୍କ ଆଜି ୩୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସବୁଜ ଡେଲାଙ୍ଗ
Read More...

ଘୋରଡିଆ ସେବା ସମବାୟ ସମିତିର ପ୍ରଥମ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ସେବା ସମବାୟ ସମିତିର ପ୍ରଥମ ବୈଠକ ସୋମବାର ବାରବାଟି ସ୍ଥିତ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ସମିତି ସଭାପତି ଚିତ୍ରସେନ ନିଶଂକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବୋର୍ଡ
Read More...

ଡେଲାଙ୍ଗ ବ୍ଲକ ମାଟ୍ରିକ ଟପ୍ପର ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷାରେ ଡେଲାଙ୍ଗ ବ୍ଲକରେ ଟପ୍ପର ହୋଇଥିବା ଘନିପୂର ଗ୍ରାମ ତଥା ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ଛାତ୍ର ଆଦିତ୍ୟ କୁମାର ନାୟକ ଓ ପରିବାରଙ୍କୁ ଘନିପୂର ପଞ୍ଚାୟତ ପାଠାଗାରଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମାଜସେବୀ
Read More...

ବଣିବକ୍ରେଶ୍ଵର ଦେବ ପୀଠରେ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବଣିବକ୍ରେଶ୍ଵର ଉନ୍ନୟନ କମିଟି ପକ୍ଷରୁ ବାବା ବଣିବକ୍ରେଶ୍ଵର ଦେବ ପୀଠ ସ୍ଥଳି, କୂଆପଦାଠାରେ ଆଜି ପବିତ୍ର କର୍କଟ ସଂକ୍ରାନ୍ତି ରବିବାର ଅପରାହ୍ନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନାଞ୍ଚଳ ଅଧିକାରୀ ସାନ୍ତାନୁ କୁମାର
Read More...

ବର୍ଷା ଜଳରେ ଗୋପଘାଟ ଅସ୍ଥାୟୀ ପୋଲ ଭାସିଗଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପଶ୍ଚିମ ପାଖରେ ପ୍ରବାହିତ ଦୟାନଦୀର ଗୋପଘାଟରୁ ଯୋରକଣୀକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଓ ରାସ୍ତା ଗତକାଲି ବର୍ଷା ଜଳରେ ଭାସିଯାଇଛି । ଏଣେ ଡଙ୍ଗା ନାହିଁ, ଯୋଗାଯୋଗ
Read More...

ଡେଲାଙ୍ଗ ମେଡିକାଲ ବର୍ଷା ଜଳରେ ଉବୁଟୁବୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଡେଲାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ବର୍ଷା ଜଳରେ ଉବୁଟୁବୁ ଯାହା ଫଳରେ ରୋଗୀଙ୍କ ସେବାରେ ବ୍ୟାହତ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ତିନିଦିନ ଧରି ପ୍ରବଳ ବର୍ଷା ଫଳରେ ଡେଲାଙ୍ଗ ବଜାରର
Read More...

କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରେ ବୌଦ୍ଧିକ ବକ୍ତୃତା ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଦ୍ୟାର୍ଥୀଙ୍କୁ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରଦାନରେ ବିଦ୍ୟାଳୟ ପ୍ରକୃତ ମଞ୍ଚ । ଶାରୀରିକ, ସାମାଜିକ, ସାଂସ୍କୃତିକ, ନୈତିକ ଓ ବୌଦ୍ଧିକ ବିକାଶର ଅର୍ଥ ପୂର୍ଣ୍ଣାଙ୍ଗ ବିକାଶ । ଏହି ପରିପ୍ରେକ୍ଷୀରେ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରେ
Read More...

ତୃତୀୟ ପର୍ଯ୍ୟାୟରେ ଡେଲାଙ୍ଗରେ ୯ଟି ବିଦ୍ୟାଳୟ ୫ଟି ରୂପାନ୍ତରିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅଧୀନସ୍ଥ ୯ଟି ଉଚ୍ଚ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ୫ଟି ବିଦ୍ୟାଳୟ ରୂପାନ୍ତରିତରେ ନିଆଯାଇଥିବା ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି । ହାକପଡାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବୋଲକଣାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,
Read More...

ଶ୍ରୀ ଶ୍ରୀ ରଘୁନାଥ ରାମ ନାଟ୍ୟ କଳା ପରିଷଦର ଗୁରୁ ପୂଜନ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘନିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶ୍ରୀ ଶ୍ରୀ ରଘୁନାଥ ରାମ ନାଟ୍ୟ କଳା ପରିଷଦ ଘନିପୁର, ଘୋରଡିଆ, ଡେଲାଙ୍ଗ, ପୁରୀ ଆନୁକୂଲ୍ୟରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବ୍ୟାସ ପୂର୍ଣ୍ଣିମା ଉପଲକ୍ଷେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗୁରୁ ପୂର୍ଣ୍ଣିମା
Read More...

ମନ୍ଦିରରେ ବିଜେ କଲେ ପତିତପାବନ ଦେବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମରେ ପ୍ରଭୁ ପତିତପାବନ ଦେବ ସୁନାବେଶରେ ଦର୍ଶନ ଦେଇଥିଲେ । ବାହୁଡା ବିଜୟ ପରେ ଗତକାଲି ପତିତପାବନ ମନ୍ଦିର ନିକଟରେ ରଥାରୁଢ ହୋଇ ସ୍ୱର୍ଣ୍ଣ ଆଭୂଷଣ ବିମଣ୍ଡିତ ହୋଇଥିଲେ । ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ
Read More...