Browsing Tag

delanga news

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ଲେମ୍ବୂଆପଡା ଗ୍ରାମର ଏକ କୁକୁଡ଼ା ଫାର୍ମରୁ ଏକ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ କାକୁଡିଆ ଗ୍ରାମର ପ୍ରଶାନ୍ତ ବେହେରା(୩୨) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ସବୁଦିନ ପରି ପ୍ରଶାନ୍ତ ରବିବାର ରାତିରେ
Read More...

ପ୍ଲାଣ୍ଟେସନ କ୍ଲବ ପୁରୀ ଜିଲ୍ଲା ପିପିଲି ଶାଖା ତରଫରୁ ଡେଲାଙ୍ଗରେ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ଲାଣ୍ଟେସନ କ୍ଲବ ପୁରୀ ଜିଲ୍ଲା ପିପିଲି ଶାଖା ତରଫରୁ କ୍ଲବର ଆବାହକ ଜନ୍ମେଜୟ ଜେନାଙ୍କ ନେତୃତ୍ୱରେ 'ଗଛ ଲଗାଅ ଜୀବନ ବଞ୍ଚାଅ, ବୃକ୍ଷ ହିଁ ଜୀବନ'ର ବାର୍ତ୍ତା ନେଇ ଡେଲାଙ୍ଗ ବ୍ଲକ ଅରିଶଲ ପଂଚାୟତ ଖଣ୍ଡିମଙ୍ଗଳ ପୁର ପଂଚାୟତ ହାଇସ୍କୁଲ ପ୍ରାଙ୍ଗଣରେ
Read More...

ଡେଲାଙ୍ଗରେ ବିଜେଡି ପକ୍ଷରୁ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ଶନିବାର ଡେଲାଙ୍ଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ମହାନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମୁଖ୍ୟ ଅତିଥି ଭାବେ
Read More...

ଡେଲାଙ୍ଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ବନ ମହୋତ୍ସବ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ
Read More...

ଆଦିତ୍ୟ କୁମାର ନାୟକ ଡେଲାଙ୍ଗ ବ୍ଲକ ଟପ୍ପର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘନିପୂର ଗ୍ରାମର ଦୁର୍ଗା ଚରଣ ନାୟକଙ୍କ ପୁତ୍ର ଆଦିତ୍ୟ କୁମାର ନାୟକ ଚଳିତ ମାଟ୍ରିକ ପରୀକ୍ଷାରେ ଡେଲାଙ୍ଗ ବ୍ଲକ ଟପ୍ପର ହୋଇଛନ୍ତି । ସେ ୫୬୫ ନମ୍ବର ରଖିଛନ୍ତି । ସେ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା, ଘୋରଡିଆର ଛାତ୍ର ଥିଲେ ।
Read More...

ପଣ୍ଡିତ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଣ୍ଡିତ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଏବଂ ବନ ମହୋତ୍ସବ ପାଳନ ଅବସରରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଜେବି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘନିପୂର, ଘୋରଡିଆ ପରିସରରେ ଇଣ୍ଟେଲେକ୍‌ଚୁଆଲ୍‌ କ୍ଲବ ଘୋରଡିଆ ଓ ନେହେରୁ ଯୁବ
Read More...

ଡେଲାଙ୍ଗ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠରେ ସୋମବାର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ
Read More...

ଡେଲାଙ୍ଗ-କୋଠାବାଡ଼ ସେବା ସମବାୟ ସମିତିର ସଭାପତି ଭାବେ ପ୍ରସନ୍ନ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ-କୋଠାବାଡ଼ ସେବା ସମବାୟ ସମିତିର ସଭାପତି ଭାବେ ଆଜି ପ୍ରସନ୍ନ କୁମାର ସାହୁ ନିର୍ଦ୍ଵନ୍ଦରେ ବିଜୟୀ ହୋଇଛନ୍ତି । ଏହି ପଦବୀ ନିମନ୍ତେ ସେ ଏକମାତ୍ର ମନୋନୟନ ପତ୍ର ଦାଖଲ କରିଥିଲେ । ଅନ୍ୟ କେହି
Read More...

ଭାରତୀୟ ପ୍ରଶିକ୍ଷଣ ଶିବିରରେ ଭରତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଗାମୀ ଏସିଆନ କ୍ରୀଡା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭାରତୀୟ ଖୋ ଖୋ ମହାସଂଘ ଚଳିତ ମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଶ୍ରୀ ଛାତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପୁନେ, ମହାରାଷ୍ଟ୍ରଠାରେ ଆୟୋଜିତ ହେବାକୁ ଯାଉଛି । ଏହି ଶିବିରରେ
Read More...

ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ “ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର” ପକ୍ଷରୁ ନିନ୍ଦା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବଡ଼ ଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋଶମୂଳକ ଭାବେ ରାତି ଅଧିଆ ଗିରଫ କରିବା ନେଇ "ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର" ଡେଲାଙ୍ଗ ପକ୍ଷରୁ ନିନ୍ଦା କରାଯାଇଛି । ସତ୍ୟ ଖବର ପ୍ରକାଶ କରିବାରୁ ସରକାରଙ୍କ ଇଓଡ଼ବ୍ଲୁ ଜରିଆରେ
Read More...