ଡେଲାଙ୍ଗ ବ୍ଲକ ମାଟ୍ରିକ ଟପ୍ପର ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷାରେ ଡେଲାଙ୍ଗ ବ୍ଲକରେ ଟପ୍ପର ହୋଇଥିବା ଘନିପୂର ଗ୍ରାମ ତଥା ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ଛାତ୍ର ଆଦିତ୍ୟ କୁମାର ନାୟକ ଓ ପରିବାରଙ୍କୁ ଘନିପୂର ପଞ୍ଚାୟତ ପାଠାଗାରଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମାଜସେବୀ!-->…
Read More...
Read More...