Browsing Tag

delanga news

ପୋଖରୀରେ ବୁଡ଼ି ଯୁବକ ମୃତ

ଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ହରୀରାଜପୁରର ପ୍ରସିଦ୍ଧ ପଶ୍ଚିମଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ପାର୍ଶ୍ଵରେ ଥିବା ପୋଖରୀରେ ବୁଡ଼ି ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁସାରେ ପୋଖରୀରୁ ଯୁବକଟିକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା
Read More...

ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣା ସାରା ଓଡ଼ିଆ ଚଳଚିତ୍ର ଓ ଯାତ୍ରା ପ୍ରେମୀଙ୍କୁ ମର୍ମାହତ କରିଛି । ଅଭିନୟ ଜଗତରେ ଜଣେ ଖଳନାୟକ କରୁଥଲେ ସୁଧା ବାସ୍ତବ ଜୀବନରେ ସେ ଥିଲେ ଠିକ ତାର ଓଲଟା ।
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୧୯୯୩ରୁ ୨୦୨୨ ଦୀର୍ଘ ୩୦ ବର୍ଷର ଶିକ୍ଷକତା କରି ସହସ୍ରାଧିକ ଛାତ୍ରଙ୍କ ଭବିଷ୍ୟତ ଗଢିଥିବା ଜଣେ ନୁହେଁ, ଏହି ବର୍ଗର ଶିକ୍ଷକମାନେ ବିନା ଭବିଷ୍ୟ ସୁରକ୍ଷାରେ ଅବସର ଗ୍ରହଣ କରିଛନ୍ତି । ଡେଲାଙ୍ଗ ପଂଚାୟତ ସମିତି ଅଧୀନସ୍ଥ ପଂଚାୟତ ଉଚ୍ଚ ବିଦ୍ୟାଳୟ,
Read More...

୮ମ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଘନିପୂର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଡବେଗୁନିଆପଡା ପରିସରରେ ମଙ୍ଗଳବାର ସକାଳ ୭ଟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ଟେଲେକଚୂଆଲ କ୍ଲବ, ଘୋରଡିଆ ପକ୍ଷରୁ ୮ମ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ
Read More...

ମକ୍‌ଡ୍ରିଲ ପାଇଁ ଡେଲାଙ୍ଗରେ ବ୍ଲକସ୍ତରୀୟ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠରେ ବ୍ଲକ ଅଧକ୍ଷ୍ୟା ବାସନ୍ତି ସାହୁଙ୍କ ଅଧ୍ୟକ୍ଷ୍ୟତାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ବ୍ଲକସ୍ତରୀୟ ଟେବୁଲ ଟପ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ଖେଲୋ ଇଣ୍ଡିଆ ଓଡ଼ିଶା ଖୋ ଖୋ ରୌପ୍ୟ ବିଜେତା ଦଳରେ ପୁରୀ ଜିଲ୍ଲା ଡେଲାଙ୍ଗର ତିନି ଛାତ୍ରଛାତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ମାସ ତା ୦୯/୦୬/୨୦୨୨ରିଖ ଠାରୁ ୧୩/୦୬/୨୦୨୨ରିଖ ପର୍ଯ୍ୟନ୍ତ ହରିୟାଣାର ପଞ୍ଚକୁଲାଠାରେ ଖେଲୋ ଇଣ୍ଡିଆ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶା ଖୋ ଖୋ ବାଳକ ଓ ବାଳିକା ଉଭୟ ଐତି୍ହାସିକ ରୌପ୍ୟ ପଦକ ବିଜେତା ହାସଲ କରିଛନ୍ତି
Read More...

ଘୋରଡିଆ ଗ୍ରାମରେ ଶ୍ରୀ ପତିତପାବନ ଜୀଉଙ୍କ ସ୍ନାନ ଏବଂ ଗଜାନନ ବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପ୍ରତିଷ୍ଠିତ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ମଙ୍ଗଳ ଆରତୀ ସହ ସମସ୍ତ
Read More...

୨୮ତମ ରାଜ୍ୟସ୍ତରୀୟ ଉସୁ ଚାମ୍ପିଅନସିପ୍‌ରେ ପୁରୀ ଜିଲ୍ଲାକୁ ମିଳିଲା ବଡ଼ ସଫଳତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭୁବନେଶ୍ୱର, ପୂମା ସ୍ପୋର୍ଟସ କମ୍ପଲେକ୍ସଠାରେ ଗତ ୧୦, ୧୧, ୧୨ ତାରିଖ ତିନି ଦିନ ପର୍ଯ୍ୟନ୍ତ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହୋଇଥିଲା । ଏହି ଚାମ୍ପିଅନ୍‌ସିପ୍‌ରେ ପୁରୀର ଫାଇଟରମାନେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନୀ କରି ଜିଲ୍ଲା ପାଇଁ ଦୁଇଟି
Read More...

ଡେଲାଙ୍ଗରେ ଜେଏମଏଫସି କୋର୍ଟ ପ୍ରତିଷ୍ଠା ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଜେଏମଏଫସି କୋର୍ଟ (ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ) ପ୍ରତିଷ୍ଠା ଦାବୀ ନେଇ ରବିବାର ହରିରାଜପୁର କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ବାସନ୍ତି ସାହୁଙ୍କ
Read More...

୩ଟି ବେଆଇନ ପଥର ବୋଝେଇ ଗାଡି ଜବତ : ୮୫,୦୦୦ଟଙ୍କା ଜୋରିମନା ଆଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ମାଙ୍କଡ଼ା ପଥର ଓ ମେଟାଲ ଚିପ୍ସ ବୋଝେଇ ଦୁଇଟି ୪୦୭ ଗାଡି ଓ ଗୋଟେ ଟ୍ରକ ଗାଡିକୁ ସୋମବାର ବ୍ରହ୍ମେଶ୍ଵର ମାଳୀ ସାହି ଓ ବେରବୋଇ ବଜାର ଛକ ନିକଟରୁ ଡେଲାଙ୍ଗ ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀ ସଦଳବଳେ ଚଢ଼ାଉ କରି
Read More...