Browsing Tag

delanga news

ଡେଲାଙ୍ଗରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଆଜି ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା । ଡେଲାଙ୍ଗ-କଣାସ ସଡକ, ଖୋର୍ଦ୍ଧା-ଡେଲାଙ୍ଗ-ପଟ୍ଟନାୟକିଆ ସଡକ,…
Read More...

ଶିକ୍ଷକ ଗୌରାଙ୍ଗ ଚରଣ ପରିଡାଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରଶେଖର ଦେବ ଉଚ୍ଚ ବିଦ୍ୟାଳୟ, ହାକପଡା ବରିଷ୍ଠ ସଂସ୍କୃତ ଶିକ୍ଷକ ଗୌରାଙ୍ଗ ଚରଣ ପରିଡାଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ…
Read More...

ପ୍ରଧାନ ଶିକ୍ଷୟତ୍ରୀ ସୁଧାଂଶୁବାଳା ମହାପାତ୍ରଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରେଞ୍ଚ ଗ୍ରାମପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ଜୋକନଡୁଆର ପ୍ରଧାନ ଶିକ୍ଷୟିତ୍ରୀ ସୁଧାଂଶୁ ବାଳା ମହାପାତ୍ରଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ନିଖିଳ…
Read More...

ଡେଲାଙ୍ଗରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାନ ରାଷ୍ଟ୍ରଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ପୁର୍ଣ୍ଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଵାଧୀନ ସେବା ଚାରିଏଟବୁଲ ଟ୍ରଷ୍ଟ ଏବଂ ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ମିଳିତ ଆନୁକୂଲ୍ୟରେ…
Read More...

ରେଞ୍ଚ ପଞ୍ଚାୟତ ବିବାଦର ସମାଧାନ

ଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅଧିନସ୍ଥ ରେଞ୍ଚ ଗ୍ରାମ ପଞ୍ଚାୟତରେ ଜନପ୍ରତିନିଧି ମଧ୍ୟରେ ଭୁଲ ବୁଝାମଣ ଯୋଗୁଁ ପଞ୍ଚାୟତ ଉନ୍ନୟନ କାମ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିଲା । ସେଥିପାଇଁ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଲୋଚନା ବୈଠକ…
Read More...

ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଅବୈଧ ତସ୍କରୀ ନିରାକରଣ ଦିବସରେ ଡେଲାଙ୍ଗ ଅଞ୍ଚଳକୁ ନିଶାମୁକ୍ତ ସମାଜ ଗଠନ ପାଇଁ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ଅବୈଧ ତସ୍କରୀ ନିରାକରଣ ଦିବସ ତଥା ବିଶ୍ଵ ନିଶା ନିବାରଣ ଦିବସ ପାଳନ ଅବସରରେ ବରିଷ୍ଠ ସମାଜସେବୀ ତଥା ଇଣ୍ଟେଲେକଚୂଆଲ କ୍ଲବର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଧାଉଡିଆ ଡେଲାଙ୍ଗ ବ୍ଲକକୁ ନିଶାମୁକ୍ତ ସମାଜ ଗଠନ…
Read More...

ଗୋଷ୍ଠୀ ସଚେତନତା ଓ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦେବାଶିଷ ମିଶ୍ର) : ଜିଲ୍ଲା ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ତରଫରୁ ଶିକ୍ଷକ ପ୍ରଶିକ୍ଷକ ଡ଼. ସ୍ୱାଗତମ୍ ଦାଶଙ୍କ ଦ୍ୱାରା ପିଢ଼ପାଟଣା ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟ, ଡେଲାଙ୍ଗ ଠାରେ ଦିବା ୧୦ ଘଟିକା ସମୟରେ ଗୋଷ୍ଠୀ ସଚେତନତା ଓ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
Read More...

କୁମୁକା ଜଙ୍ଗଲ ସୁରକ୍ଷା କର୍ମଶାଳା

ଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ସାନଆଂକୁଲା ଗ୍ରାମରେ ଆଜି କୁମୁକା ଜଙ୍ଗଲ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନାବାର୍ଡର ପୂର୍ବତନ ଜେନେରାଲ ମ୍ୟାନେଜର ତଥା ସମାଜସେବୀ ଜିତେନ୍ଦ୍ରିୟ ପଟ୍ଟନାୟକ ମୁଖ୍ୟଅତିଥି ରୂପେ…
Read More...

ପୋଖରୀରେ ବୁଡ଼ି ଯୁବକ ମୃତ

ଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ହରୀରାଜପୁରର ପ୍ରସିଦ୍ଧ ପଶ୍ଚିମଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ପାର୍ଶ୍ଵରେ ଥିବା ପୋଖରୀରେ ବୁଡ଼ି ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁସାରେ ପୋଖରୀରୁ ଯୁବକଟିକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା…
Read More...

ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣା ସାରା ଓଡ଼ିଆ ଚଳଚିତ୍ର ଓ ଯାତ୍ରା ପ୍ରେମୀଙ୍କୁ ମର୍ମାହତ କରିଛି । ଅଭିନୟ ଜଗତରେ ଜଣେ ଖଳନାୟକ କରୁଥଲେ ସୁଧା ବାସ୍ତବ ଜୀବନରେ ସେ ଥିଲେ ଠିକ ତାର ଓଲଟା ।…
Read More...