Browsing Tag

delanga news

ଶିକ୍ଷା ବିଭାଗର ଅଜବ ନୀତି : ବ୍ଲକ ଶିକ୍ଷାଧିକାରୀ ନ ଥିବାରୁ ମିଳୁନି ବେତନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଶିକ୍ଷା ପ୍ରଶାସନର ଅଜବ ନୀତି ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଇ ମାସର ବେତନ ପାଇବାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଲକ ଶିକ୍ଷାଧିକାରୀ ଭାବେ ଏଠାରେ ନିଯୁକ୍ତି ପାଇଥିବା ନିରଞ୍ଜନ
Read More...

ଡେଲାଙ୍ଗ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ପଞ୍ଚାୟତ ସମିତିର ପାନୀୟ ଜଳ ଯୋଗାଣ ଓ ପରିମଳ ନେଇ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ
Read More...

ଚଳନ୍ତା ଟ୍ରେନରୁ ପଡି ଯୁବତୀ ଗୁରୁତର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳନ୍ତା ଟ୍ରେନରୁ ପଡି ଜନୈକା ଯୁବତୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି ।ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ
Read More...

ମାଙ୍କଡ଼ କାମୁଡାରେ ୬ ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନୀପୁର ପଞ୍ଚାୟତ ତିଗିରିଆ ଗ୍ରାମରେ ମାଙ୍କଡ଼ କାମୁଡାରେ ୬ ଜଣ ଆହତ ହୋଇଥିବା ଖବର ମିଳିଛି । ମାଙ୍କଡ଼ କାମୁଡାରେ ସେହି ଗ୍ରାମର ଶୈଳବାଳା ବଡ଼ଜେନା, ଖୁଲଣା ପ୍ରଧାନ, ରେଣୁବାଳା ମଙ୍ଗରାଜ ଗୁରୁତ୍ୱର ଆହତ ହୋଇ ଖୋର୍ଦ୍ଧା
Read More...

ଦୀର୍ଘ ଦିନ ହେବ ଏଟିଏମ୍‌ ବନ୍ଦ ଯୋଗୁ ଚାଷୀମାନେ ଅସୁବିଧା ଭୋଗୁଥିବା ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ସଦାବେଳେ ତପ୍ତର ହୋଇ ରହିଥିବା ବେଳେ ଡେଲାଙ୍ଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚାଷୀମାନଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ପୁରୀ ନିମାପଡା ସମ୍ମଳିତ
Read More...

ବର୍ଜ୍ୟବସ୍ତୁ ପରିଚାଳନା ଗାଡି ଶୁଭ ଉଦ୍‌ଘାଟନ ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସାଂସଦ ଓ ବିଧାୟକ

ଡେଲାଙ୍ଗ, (ଦିଲଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଚାଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫାଇଭ ଟିରେ ରୂପାନ୍ତରିତ ହୋଇଥିବା ଷଡାଙ୍ଗୋଈ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସହିତ ଚାଇଁପୁର ଗ୍ରାମ ପଞ୍ଚାୟତର ସ୍ଵଚ୍ଛ ଭାରତ ମିଶନ ଗ୍ରାମୀଣ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ
Read More...

ଡେଲାଙ୍ଗ ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା କାର୍ଯ୍ୟାଳୟ ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତିଙ୍କ ନେତୃତ୍ଵରେ ଆୟୋଜିତ ଆମ ପୋଲିସ କାର୍ଯ୍ୟକ୍ରମରେ ଡେଲାଙ୍ଗ ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ବରିଷ୍ଟ
Read More...

ମୂନିନ୍ଦା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ-ନିର୍ବାହୀ ଅଧିକାରୀଙ୍କ ବିବାଦ ସମାଧାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉିଆ) : ଡେଲାଙ୍ଗ ବ୍ଲକ ଅଧିନସ୍ଥ ମୂନିନ୍ଦା ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଲାଗି ରହିଥିବା ମତାନ୍ତର ସମାଧାନ ହୋଇଥିବା ନେଇ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି । ଏନେଇ
Read More...

ପୃଥିବୀ ପୃଷ୍ଠର ଆର୍ଦ୍ରତା କମୁଥିବାରୁ କଇଁଛଙ୍କ ସଂଖ୍ୟା ଲୋପ ପାଉଛି : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡାଇନେସୋର ସମୟରୁ କଇଁଛଙ୍କ ସୃଷ୍ଟି ହୋଇଥିବାର ଗବେଷକମାନେ ମତ ଦିଅନ୍ତି । ପୃଥିବୀ ପୃଷ୍ଠରେ ପ୍ରାୟ ତିନିଶହ ପ୍ରଜାତିର କଇଁଛ ଦେଖାଯାନ୍ତି । ପରିବେଶ ସୁରକ୍ଷାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଏହି ଜୀବ ସଂକଟରେ । ଅଧିକାଂଶ
Read More...

ସର୍ବ ଭାରତୀୟ ସ୍ତରରରେ ଡେଲାଙ୍ଗ ସ୍ପୋର୍ଟ ଆକାଡେମୀର କ୍ରୀଡାବିତ ମାନେ ଚମ୍ପିୟାନ ହେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌କୁ ୮ ପଦକ । ୨୪ତମ ସର୍ବ ଭାରତୀୟ ସ୍ତରରେ ୱାଡ଼ାଖାଇ କାରାଟି ଚାମ୍ପିଅନସିପ୍‌ରେ ଡେଲାଙ୍ଗର ମହତାବ ସ୍ପୋର୍ଟସ ଏକାଡେମୀରୁ ୮ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ସର୍ବକନିଷ୍ଟ ବିଭାଗରେ ସାଇ ସତ୍ୟବ୍ରତ ଦାସ ରୌପ୍ୟପଦକ,
Read More...