Browsing Tag

bramhapur news

ଡକାୟତ ଯୋଜନା ବେଳେ ଧରାପଡିଲେ ୫ ଲୁଟେରା, ୪୦ ଗ୍ରାମ ସୁନା ଅଳଙ୍କାର ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡକାୟତ ଯୋଜନା କରୁଥିବା ବେଳେ ବ୍ରହ୍ମପୁର ସଦର ପୋଲିସ ହାତରେ ୫ ଲୁଟେରା ଧରାପଡିଛନ୍ତି । ସେମାନଙ୍କଠାରୁ ମାରଣାସ୍ତ୍ର ସହ ୪୦ ଗ୍ରାମ ସୁନା ଅଳଙ୍କାର ଓ ୫୦ ଗ୍ରାମ୍ ରୂପା ଅଳଙ୍କାର ପୋଲିସ ଜବତ କରିଛି । ୫ ଜଣ ଲୁଟେରା ଡକାୟତି କରିବା ପାଇ ଯୋଜନା
Read More...

ଘନଘନ ବିଜୁଳି କାଟ ବନ୍ଦ, ଗରିବ ଓ ଚାଷୀଙ୍କୁ ମାଗଣା ବିଜୁଳି ଦାବୀ କଲା ଜିଲ୍ଲା କଂଗ୍ରେସ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ପାୱାର କଟ୍‌ ବନ୍ଦ କରିବା, ଲୋ-ଭୋଲଟେଜ୍‌ ସମସ୍ୟାର ତୁରନ୍ତ ସମାଧାନ, ଓଡ଼ିଆରେ ବିଜୁଳି ବିଲ୍‌ ପ୍ରଦାନ କରିବା, ଗରିବ ଓ ଚାଷୀଙ୍କୁ ମାଗଣା ବିଜୁଳି, ବିଜୁଳି ସରବରାହ ଜନିତ କ୍ଷତି କମାଇବା ଓ ବିଜୁଳି ଭିତ୍ତି ବିକାଶରେ ଖର୍ଚ୍ଚ ହୋଇଥିବା ୨୦ ହଜାର କୋଟି
Read More...

ଓଡିଶା ଫରେଷ୍ଟ ଉଡ୍, ଏଗ୍ରିକଲ୍ଚର ଏଣ୍ଡ ବିଲ୍ଡିଂ କନ୍‌ଷ୍ଟ୍ରକ୍‌କ୍ସନ ୱାର୍କରସ ୟୁନିୟନ ଗଞ୍ଜାମ ଜିଲ୍ଲା କମିଟିର…

• ଶ୍ରମିକ ମାରଣ ନୀତିକୁ କଡାସମାଲୋଚନା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନ ପରିସରରେ ଏ.ଆଇ.ଟି.ୟୁ.ସି. ସହ ଅନୁବନ୍ଧିତ ଓଡ଼ିଶା ଫରେଷ୍ଟ ଉଡ୍, ଏଗ୍ରିକଲ୍ଚର ଏଣ୍ଡ ବିଲ୍ଡିଂ କନ୍‌ଷ୍ଟ୍ରକ୍‌କ୍ସନ ୱାର୍କରସ ୟୁନିୟନ ଗଞ୍ଜାମ ଜିଲ୍ଲା କମିଟିର ଚତୁର୍ଥ
Read More...

ଯୋଗ ଶାଶ୍ୱତ ଚିନ୍ତନ, ଶୃଙ୍ଖଳିତ ଆଚରଣ ଓ ଇନ୍ଦ୍ରିୟ ଶକ୍ତି ବୃଦ୍ଧି କରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଯୋଗ ସଂସ୍ଥାନ ଛତ୍ରପୁର ଶାଖା ଆନୁକୂଲ୍ୟରେ ଛତ୍ରପୁର ମିନି-ଷ୍ଟାଡିୟମ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମଙ୍ଗଳବାର ପ୍ରତ୍ୟୁଷରେ ଦିନିକିଆ ଶିବିରର ଆୟୋଜନ ସାମାରୋହରେ ଆଇ.ଆର୍‌.ଇ. ଅବସରପ୍ରାପ୍ତ ଡେପୁଟି ଜେନେରାଲ
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଅଭିଭାବକ, ପୂର୍ବତନ ଛାତ୍ରଛାତ୍ରୀ,
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖିଲକଣ୍ଟିଆ ରାସ୍ତା ବିନାୟକନଗର ଜନୈକ ବ୍ୟକ୍ତିଙ୍କ ବାରିରେ ଥିବା ଆମ୍ବ ଗଛରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ୩
Read More...

ନୂତନ ଗଞ୍ଜାମ ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଫୋକ୍ସରେ ଆସିଥିବା ତଥା ସାରା ରାଜ୍ୟରେ ଖୁବ ଚର୍ଚ୍ଚାରେ ଆସିଥିବା ଖୋଦ୍‌ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଇତିମଧ୍ୟରେ ବଦଳି ହୋଇଯାଇଛି । ନୂତନ ନିଯୁକ୍ତ ଗଞ୍ଜାମ ଜିଲ୍ଲାପାଳ ୨୦୧୬ ବ୍ୟାଚର ଯୁବ ଆଇ.ଏ.ଏସ୍‌.
Read More...

ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ ପଞ୍ଚମ ଦିନରେ

ବ୍ରହ୍ମଗିରି, (କେପିଏନ୍‌ଏସ୍‌) : ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ପ୍ରବଳ ଭିଡ ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିବଦଳରେ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରି ଜଗନ୍ନାଥ ଦର୍ଶନର ସମଫଳ ପାଇବାର
Read More...

ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ମୁଖ୍ୟ ଡାକଘର ସମ୍ମୁଖରେ ଜିଲ୍ଲା…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଜେପି ସରକାରଙ୍କ ଇଙ୍ଗିତରେ ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ ଖବରକାଗଜ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ସାଂସଦ ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ପଚରାଉଚୁରା କରିବା ଘଟଣାକୁ କେନ୍ଦ୍ର କରି କଂଗ୍ରେସ କର୍ମୀମାନେ ସାରା ଭାରତ
Read More...

ବର୍ତ୍ତମାନର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ : ନୂଆ ଯୋଗଦେବେ ଓଡ଼ିଆ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା

ଦୀର୍ଘବର୍ଷର ବ୍ୟବଧାନ ପରେ ଗଞ୍ଜାମକୁ ପୁଣି ଓଡ଼ିଆ ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘବର୍ଷର ବ୍ୟବଧାନ ପରେ ଗଞ୍ଜାମକୁ ପୁଣି ଜଣେ ଓଡ଼ିଆ ଜିଲ୍ଲାପାଳଙ୍କ ନିଯୁକ୍ତି ପ୍ରସଙ୍ଗ ଶୁଣି ଗଞ୍ଜାମ ଜିଲ୍ଲାରେ ତଥା ଛତ୍ରପୁର ସହରରେ ଖୁସିର ଲହରୀ ଖେଳିଯାଇଛି । ଗଞ୍ଜାମ
Read More...