Browsing Tag

bramhapur news

ଚୈତନ୍ୟ ଦେବୀ ମଣ୍ଡପରେ ଅଭିନୀତ ଚେତନଲୀଳା ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଈଶ୍ୱରୀୟ ଜ୍ଞାନ କାର୍ଯ୍ୟକ୍ରମ ଯାହା ଚୈତନ୍ୟ ଦେବୀ ମଣ୍ଡପରେ ଅଭିନୀତ ଚେତନଲୀଳା ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ
Read More...

ସୁସ୍ଥ, ସୁନ୍ଦର ସବୁଜିମା ପରିବେଶ ଗଠନ ନିମନ୍ତେ ସଚେତନତା ପଦଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଛତ୍ରପୁର ଶାଖା ଆନୁକୁଲ୍ୟରେ ଏବଂ ପ୍ରତିଭା ଆବାସିକ ମହାବିଦ୍ୟାଳୟ ସହଯୋଗରେ ବୃକ୍ଷ ଗଙ୍ଗା ଅଭିଯାନ ଓ ପରିବେଶ ସୁରକ୍ଷା ସଚେତନତା ନିମନ୍ତେ ଏକ ପଦଯାତ୍ରା ରବିବାର ସହର ପରିକ୍ରମା କରିଛି । ଉକ୍ତ ପଦଯାତ୍ରାରେ
Read More...

ସୋମବାର ସକାଳେ ଶାଶୁ ଘରକୁ ବିଜେକଲେ ମା’ ରାମାୟଣାମ୍ମା ଠାକୁରାଣୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ପ୍ରତ୍ୟୁଷରେ ଠାକୁରାଣୀ ଶାଶୁଘର ପାଦ ଥାପିଥିଲେ । ଭକ୍ତମାନଙ୍କ ଦ୍ୱାରା ଦେବୀଙ୍କୁ ପାଛୋଟି ନେଇ ଦେବୀଙ୍କୁ ରତ୍ନ ସିଂହାସନ ଆରୋହଣ କରାଇଥିଲେ । ଅପୂର୍ବ ଆନନ୍ଦର ଲହରୀ ମଧ୍ୟରେ ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମ୍ମାଙ୍କ
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଗଞ୍ଜାମ ଜିଲ୍ଲାରୁ ଶୁଭାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ । ସମନ୍ୱୀତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଞ୍ଜାମ ଜିଲ୍ଲାରୁ ଶୁଭାରମ୍ଭ କରିଛନ୍ତି । ଏନେଇ ବ୍ରହ୍ମପୁର ସ୍ଥିତ
Read More...

ସ୍ତ୍ରୀ, ପିଲାଙ୍କୁ ମାଡ଼ ମାରି ଅତ୍ୟାଚାର କରିବା ସାଂଗକୁ ଜୀବନରୁ ମାରି ଦେବାକୁ ଧମକ ଘଟଣାରେ ସ୍ଵାମୀ ଓ ପରିବାର…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଥାନା ଅନ୍ତର୍ଗତ କରଣ ସାହିର ତନ୍ମୟୀ ପଣ୍ଡା ତଥା ତାଙ୍କ ତିନି ପିଲାଙ୍କୁ ଅତ୍ୟାଚାର କରି ମାଡ଼ ମାରି ଲହୁଲୁହାଣ କରିବା ଏବଂ ଜୀବନରୁ ମାରିବାକୁ ଧମକ ଦେବା ମାମଲାର ଶୁଣାଣି କରି ଶୁକ୍ରବାର ଛତ୍ରପୁର କୋର୍ଟ ଏସ୍‌. ଡ଼ି. ଜେ. ଏମ୍.
Read More...

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ତିନି ଦିବସୀୟ ଜାତୀୟ କର୍ମଶାଳା ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଯୋଗାଯୋଗର ପରିଧି ସଂପ୍ରତି ଜଣଙ୍କ ଠାରୁ ଗଣଙ୍କ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ତେଣୁ ଏପରି ସମୟରେ ଯୋଗାଯୋଗ ବା କମ୍ୟୁନିକେସନ୍‌ର ଅତ୍ୟାଧୁନିକ ତଥା ବିକଶିତ ରୂପ ସଂପର୍କରେ ବିଶେଷ ଆଲୋଚନା କରିବା ପାଇଁ ସରକାରୀ ବିଜ୍ଞାନ
Read More...

ପୋଡ଼ାପଦର ଗ୍ରାମରେ ଗ୍ରାମୀଣ ପାଠାଗାର ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡ଼ାପଦର ଗ୍ରାମପଞ୍ଚାୟତ ଅଧିନସ୍ଥିତର ପୋଡ଼ାପଦର ଗ୍ରାମରେ ବହୁ ଉତ୍ସାହୀ ଯୁବକଙ୍କ ଉଦ୍ୟମରେ ଗତ ଶନିବାର ଏକ ପାଠାଗାର ସ୍ଥାନୀୟ ସରପଞ୍ଚ ସୁଜାତା ଦାସଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଯୁବ ସମାଜ ଆଜିକାଲି ବହି
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ ନିଶା ନିବାରଣ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ବିଶ୍ୱ ନିଶା ନିବାରଣ ଦିବସ ବୁଧବାର ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରି ଛତ୍ରପୁର ସହର
Read More...

ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା ଅଭିନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁର ଷ୍ଟାଡିୟମ୍ ପରିସରରେ ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା ଅଭିନୀତ କାର୍ଯ୍ୟକ୍ରମର ଆନୁଷ୍ଠାନିକ
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଉପରେ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ରସାୟନ
Read More...