ବୌଦ୍ଧରୁ ବରିଷ୍ଠ ନାଗରିକଙ୍କ ଆଯୋଧ୍ୟା ବାରଣାସୀ ତୀର୍ଥଯାତ୍ରା
ବୌଦ୍ଧ, (କେପିଏନ୍ଏସ୍) : ବୌଦ୍ଧ ଜିଲ୍ଲାର ୫୫ ଜଣ ବରିଷ୍ଠ ନାଗରିକ ଓଡ଼ିଶା ସରକାରଙ୍କ "ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା", ୨୦୨୬-୨୭ ଅଧୀନରେ ବାରାଣସୀ-ଅଯୋଧ୍ୟା ତୀର୍ଥଯାତ୍ରାରେ ବାହାରିଛନ୍ତି । ୬୦ରୁ ୭୫ ବର୍ଷ ବୟସର ଏହି ବରିଷ୍ଠ ନାଗରିକମାନେ ସରକାରଙ୍କ ପର୍ଯ୍ୟଟନ ବିଭାଗର!-->…
Read More...
Read More...