ବାଘ ଛାଲ ଜବତ, ୨ ଗିରଫ
ବୌଦ୍ଧ : ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳ କଣ୍ଟାମାଳ ରେଞ୍ଜ ଫଟାମୁଣ୍ଡା ଗାଁରୁ ବାଘ ଛାଲ ଜବତ ହୋଇଛି । ବଲାଙ୍ଗିରରୁ ବନବିଭାଗର ଏକ ଟିମ୍ ଏହି ବାଘ ଛାଲକୁ ଜବତ କରିଛି । ଖବର ଅନୁଯାୟୀ, ତୁଷୁରା ଥାନା ଅଞ୍ଚଳରେ ଚିତାବାଘ ଛାଲ ଚାଲାଣ ହେଉଥିବା ନେଇ କୌଣସି ସୁତ୍ରରୁ ଖବର ପାଇଥିଲା!-->…
Read More...
Read More...