Browsing Tag

boudh news

ମହାବିଷୁବ ସଂକ୍ରାନ୍ତିରେ ଝଲସି ଉଠିଛି ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମ ପଲ୍ଲୀର ଦଣ୍ଡ ଓ ଝାମୁ ଯାତ୍ରା

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମ ପଲ୍ଲୀରେ ଝଲସି ଉଠିଛି ଝାମୁ ଯାତ୍ରା ଓ ଦଣ୍ଡ ନୃତ୍ୟ । ଏହି ଦଣ୍ଡ ଯାତ୍ରା ପ୍ରାୟ ୨୧ ଦିନ ଧରି ପ୍ରତ୍ୟେକ ଗାଁ ଗାଁରେ ଦେଖିବାକୁ ମିଳିଥାଏ । ଏହି ଦଣ୍ଡରେ ସମସ୍ତ ପ୍ରକାର ନୃତ୍ୟ ତଥା ହର ସହିତ ପାର୍ବତୀ, ବୀଣାକାର ସଙ୍ଗେ
Read More...

ଜାଲ୍‌ ପ୍ରମାଣପତ୍ରରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି ମାମଲା : ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୫୦୦୦ ହଜାର…

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଜଣେ ଅଭିଯୁକ୍ତ ଜାଲ୍‌ ପ୍ରମାଣପତ୍ର ଦେଇ ଅଙ୍ଗନୱାଡି କର୍ମୀ ନିଯୁକ୍ତି ହୋଇଥିବା ନେଇ ବିଚାରାଧୀନ ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତଙ୍କୁ ସୋମବାର ହରଭଙ୍ଗା ଜେଏମଏଫସି କୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୫୦୦୦ ହଜାର
Read More...

ବୌଦ୍ଧରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲାରୁ ଶ୍ରୀକ୍ଷେତ୍ର ଅଭିମୁଖେ ପ୍ରଥମ ରଥକାଠ ପ୍ରେରଣ କରାଯାଇଛି । ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ମାତାକୁପା ଜଙ୍ଗଲରୁ ସଂଗୃହିତ କାଠ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ପୁରୀକୁ ଏହି କାଠ ପ୍ରେରଣ
Read More...

ସରିଲା ରାବଣ ବଧ ଓ ଶ୍ରୀରାମଙ୍କ ଅଭିଷେକ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ସମସ୍ତ ବ୍ଲକ ତଥା ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମଳ ବ୍ଲକର ସମସ୍ତ ଅନୁଷ୍ଠାନରେ ପ୍ରଭୁ ଶ୍ରୀରାମ ଭଗବାନଙ୍କ ବିଜୟ ଏବଂ ରାବଣ ବଧ ହୋଇଯାଇଛି । ହରଭଙ୍ଗା ବ୍ଲକ ଦେବଗଡ଼ ଗ୍ରାମର ୨୦୦ ବର୍ଷର ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ ଶ୍ରୀରାମ ଲୀଳା ତଥା
Read More...

ଠିକାଦାରଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ରାସ୍ତାକୁ ନେଇ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ଠିକାଦାରଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ରାସ୍ତାକୁ ନେଇ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଧୀନସ୍ଥ ବୀରନରସିଂହପୁର ଗ୍ରାମ ପଞ୍ଚାୟତର କରଡ଼ି ଜଗନ୍ନାଥ
Read More...

ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ

ବୌଦ୍ଧ/ବଘିଆପଡା : ବଘିଆପଡା ଫରେଷ୍ଟ ସେକ୍ସନର ଖଲିଆପାଲି ଛକ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ବନ ବିଭାଗ ଗାଡି ଉପରକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଫଳରେ ଦୁଇ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ବନ
Read More...

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗିର ୫୭ତମ ଜାତୀୟ ରାଜପଥ ରଇଠାଣା ଛକଠାରେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିଟି ଧକ୍କା ଦେଇ ଫେରାର ମାରିଥିବା ସୂଚନା ମିଳିଛି । ତେବେ ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏନେଇ ପୋଲିସକୁ
Read More...

କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ ସହ ୩ ଗିରଫ

ବୌଦ୍ଧ : ବୌଦ୍ଧ ବନ ବିଭାଗ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି ଏକ କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ କରିଥିବା ଜଣାପଡିଛି । ଏହା ସହ ତିନି ଜଣକୁ ଗିରଫ କରିଛି ବନ ବିଭାଗ । ସୂଚନାନୁଯାୟୀ, କଣ୍ଟାମାଳ ରେଞ୍ଜ୍ ଖୁଣ୍ଟିଗୋରାଠାରେ କାଠ ଚାଲାଣ ହେଉଥିବା ନେଇ ବୌଦ୍ଧ ବନଖଣ୍ଡ ଅଧିକାରୀ
Read More...

କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୈଠକ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ବ୍ଲକ କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ସଭାପତି ସୁମନ୍ତ ଦାସଙ୍କ ସଭାପତିତ୍ୱରେ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଣ୍ଡାପଡାର ପୂର୍ବ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ସନ୍ତୋଷ ଦାସ, ଅବସରପ୍ରାପ୍ତ
Read More...

ବୌଦ୍ଧ ଜିଲ୍ଲା ସମସ୍ତ ବ୍ଲକର ବିଭିନ୍ନ ପୁରପଲ୍ଲୀରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳିତ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ, କଣ୍ଟାମାଲ ବ୍ଲକର ସମସ୍ତ ପୁରପଲ୍ଲୀରେ ଆନନ୍ଦର ପର୍ବ ହୋଲି ଉତ୍ସବକୁ ଗତକାଲି ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଗ୍ରାମ ଓ ସହରବାସୀ । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ଫିକା ପଡିଥିଲା ରଙ୍ଗର ପର୍ବ ହୋଲି । ତେଣୁ
Read More...