Browsing Tag

boudh news

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ସିଦ୍ଧପୁର ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ ସିଦ୍ଧପୁର ଛକ ନିକଟରେ ସୋରଜ କୁମାର ମେହେର ନାମକ ଏକ ଯୁବକଙ୍କୁ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଯୁବକ ଜଣକ ରାସ୍ତାରେ ପଡି
Read More...

ଶ୍ରେଷ୍ଠ ଜିଲ୍ଲା କ୍ୟାମ୍ପୋରୀ ଭାବରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହେଲା ବୌଦ୍ଧ ଜିଲ୍ଲା

ବୌଦ୍ଧ, (ବଂଶୀଧର ମାଝୀ) : ଶ୍ରେଷ୍ଠ ଜିଲ୍ଲା କ୍ୟାମ୍ପୋରୀ ଭାବରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହୋଇଛି ବୌଦ୍ଧ ଜିଲ୍ଲା । କରୋନା ସମୟରେ ବୌଦ୍ଧ ଜିଲ୍ଲାର ସ୍କାଉଟ ଗାଇଡ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସହିତ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଥିଲା । ସେହି ସମୟରେ ଜିଲ୍ଲା
Read More...

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍‌ଡ୍ରିଲ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବୌଦ୍ଧରେ ମକ୍‌ଡ୍ରିଲ ଅନୁଷ୍ଠିତ । ବୌଦ୍ଧ ଜିଲ୍ଲାର ଚାରିଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ବହିରା, ଘଣ୍ଟାପଡା, କୁଳୁତାଜର ଏବଂ ଧର୍ମନଗରରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜନସାଧାରଣଙ୍କୁ ସଚେତନ କରିବା
Read More...

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ବୌଦ୍ଧ ଶାଖା ପକ୍ଷରୁ ବାଳକ ବାଳିକାଙ୍କ ପାଇଁ ଦିନିକିଆ…

ବୌଦ୍ଧ, (ମମତା ମହାକୁର) : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ବୌଦ୍ଧ ଶାଖା ପକ୍ଷରୁ ବୌଦ୍ଧ ସହରର ରାଜବାଟିସ୍ଥିତ ଜିଲ୍ଲା କେନ୍ଦ୍ରଠାରେ ଆଜାଦିକା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ବାଳକ ବାଳିକାମାନଙ୍କ ପାଇଁ ଦିନିକିଆ ଆଧ୍ୟାତ୍ମିକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
Read More...

ଓଡିଶା ବନାଞ୍ଚଳ ପ୍ରକଳ୍ପ ସମୀକ୍ଷା ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବିରନରସିଂପୁର ନର୍ସରୀଠାରେ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ସଭାପତିତ୍ଵରେ ଓଡିଶା ବନାଞ୍ଚଳ ପ୍ରକଳ୍ପ ଦ୍ଵିତୀୟ ପର୍ଯ୍ୟାୟ ସମୀକ୍ଷା ୨୦୨୧-୨୨ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବନଖଣ୍ଡରେ ଓଡିଶା ବନ ଉନ୍ନୟନ ପ୍ରକଳ୍ପ ଦ୍ଵାରା କରାଯାଇଥିବା ବିଭିନ୍ନ
Read More...

୧୭ତମ କଣ୍ଟାମାଳ ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ବୌଦ୍ଧ, (ବଂଶୀଧର ମାଝୀ) : ମହାମାରୀ କରୋନା ଯୋଗୁଁ ଗତ ଦୁଇ ବର୍ଷ ପରେ ସୋମବାର ୧୭ତମ କଣ୍ଟାମାଳ ଲୋକ ମହୋତ୍ସବର ଉଦ୍‌ଘାଟନୀ ଅଣସରରେ ପୁଣି ଥରେ ସୁନାମଧନ୍ୟ କଳାକାରମାନଙ୍କ ନୃତ୍ୟ ଗୀତରେ ଦୁଲୁକିଲା ହରିଶଙ୍କର କଳା ମଣ୍ଡପ । ଉତ୍ସବର ଉଦ୍‌ଘାଟନୀ ସଭାରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତି
Read More...

ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ ଅନ୍ୟ ୨ ଗୁରୁତର

ବୌଦ୍ଧ, (ବଂଶୀଡଧର ମାଝୀ) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତୁଳସୀକଟା ଗାଁରେ କୂଅ ଭିତରକୁ ଖସିପଡ଼ିଥିବା ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରେ ଶ୍ଵାସରୁଦ୍ଧ ହୋଇ ଜଣେ ମୃତ ଅନ୍ୟ ୨ ଜଣ ଗୁରୁତର । ଉଭୟଙ୍କୁ ଉଦ୍ଧାର କଲା ମନମୁଣ୍ଡା ଦମକଳ ବାହିନୀ । ସୂଚନାନୁଯାୟୀ, ତୁଳସୀକଟା ଗାଁର ଏକ
Read More...

ରୁଣ୍ତିମହୁଲ ସେବା ସମବାୟ ସମିତିରୁ ସମସ୍ତ ସଦସ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ତିମହୁଲ ସେବା ସମବାୟ ସମିତି ସଦସ୍ୟ ନିର୍ବାଚନର ରବିବାର ନାମାଙ୍କନ ପତ୍ର ପ୍ରତ୍ୟାହାର ଦିନଥିଲା । ୧୩ ଜଣ ସଦସ୍ୟ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ । ଫଳରେ ସମୁଦାୟ ୧୫ଟି ଜୋନର ସମସ୍ତ ସଦସ୍ୟ ନିର୍ଦ୍ଵନ୍ଦରେ
Read More...

ଉମା ସମବାୟ ସମିତିରୁ ସମସ୍ତ ସଦସ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉମା ସେବା ସମବାୟ ସମିତିରୁ ପ୍ରଥମ ପର୍ଯ୍ୟାୟ ସଦସ୍ୟ ନିର୍ବାଚନରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ମଙ୍ଗଳବାର ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜୟୀ ଘୋଷଣା କରିଛନ୍ତି । ସମିତିର ୧୫ଟି ମଣ୍ଡଳୀ ଜୋନ୍‌ରୁ କେବଳ
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ନିର୍ଭରଯୋଗ୍ୟ ସୂଚନା ଆଧାରରେ ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବୌଦ୍ଧ ବନାଧିକାରୀଙ୍କ ସହାୟତାରେ ମଙ୍ଗଳବାର ଅପରାହ୍ନରେ ଘଣ୍ଟାପଡା ଫାଣ୍ତି ଅନ୍ତର୍ଗତ କଣ୍ଟାମାଳ-ବାଲିଗୁଡା ରାସ୍ତାର ଖୁଣ୍ଟିଗୋରା ନିକଟରେ ଚଢାଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲେ
Read More...