Browsing Tag

boudh news

ଦପଲା ସମିତି ସଭାପତି ହେଲେ ଶୈଳେନ୍ଦ୍ର

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଦପଲା ସେବା ସମବାୟ ସମିତି ସଭାପତି ଭାବରେ ଶୈଳେନ୍ଦ୍ର କୁମାର ବାରିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେ ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ଶ୍ରୀକାନ୍ତ ପ୍ରଧାନ ବିଜୟୀ ଘୋଷଣା କରିଛନ୍ତି…
Read More...

କଣ୍ଟାମାଳରେ ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନାକୁ ନେଇ ପ୍ରତିବାଦ

ବୌଦ୍ଧ, (ବଂଶୀଧର ମାଝୀ) : ଶିକ୍ଷାର ବିକାଶ ସହିତ ସଂସ୍କାରରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ରହି କାର୍ଯ୍ୟ କରୁଥିବା ବେଳେ ହଠାତ୍‌ ରାଜ୍ୟ ଶିକ୍ଷା ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍ୱାଧୀନତାକୁ କଣ୍ଠରୋଧ କରିବାକୁ ଯାଇ ବିଦ୍ୟାଳୟ ଗୁଡିକରେ…
Read More...

୧ ଇଞ୍ଚର ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ବେଶ୍ ଚର୍ଚ୍ଚାରେ ଅଛନ୍ତି କମିରାର ବିଜୟ

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ମୁଣ୍ଡାପଡ଼ା‌ ପଞ୍ଚାୟତ କମିରା ଗ୍ରାମର ଚିତ୍ରଶିଳ୍ପୀ ବିଜୟ ସାହୁ ମାଟିରେ ଏକ ଇଞ୍ଚର ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହା ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟୁଛି । ଶିଳ୍ପୀ ଶ୍ରୀ ସାହୁଙ୍କ ପାଇଁ ଗ୍ରାମବାସୀ ମଧ୍ୟ…
Read More...

ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ଗିରଫ କଲା ପୋଲିସ

ବୌଦ୍ଧ, (ବଂଶୀଧର ମାଝୀ) : ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ବୁର୍ଲା ଥାନା କଟାପାଲି ଗ୍ରାମର ରାଠୀ ରାସ୍ତାରେ ଚାଲିଥିଲା ଡକାୟତି ଯୋଜନା । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ବୁର୍ଲା ଥାନା ପେଟ୍ରୋଲିଂ ଟିମ୍‌ ଉକ୍ତ ଅଞ୍ଚଳରେ ଚଢଉ…
Read More...

ବୌଦ୍ଧ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ଋୂପାନ୍ତରିତ ହେବ ୩୧ଟି ହାଇସ୍କୁଲ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାରେ ୫ ଟି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୦ଗୋଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୪ ଗୋଟି ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ଆଉ ୩୧ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ ଯୋଜନାରେ…
Read More...

ସିମିଳିପଦର ସମବାୟ ସଭାପତି ନିର୍ଦ୍ବନ୍ଦରେ ନିର୍ବାଚିତ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ସିମିଳିପଦର ସେବା ସମବାୟ ସମିତିର ସଭାପତି ଭାବେ ବିଜେଡି ଯୁବନେତା ସୁମନ୍ତ ମିଶ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ସୁମନ୍ତ ମିଶ୍ର ଓ ଅରୁଣ ମହାକୁଡ଼ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଶ୍ରୀ ମହାକୁଡ଼ ଆଜି ନାମାଙ୍କନ ପତ୍ର…
Read More...

ବୌଦ୍ଧରେ କଳାକାରଙ୍କ ପାଇଁ ଦୁଇ ଦିନିଆ ଚୟନ ପ୍ରକ୍ରିୟା ଆରମ୍ଭ

ବୌଦ୍ଧ, (ମମତା ମହାକୁର) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଂଜିକୃତ କଳାକାରଙ୍କ ଦୁଇ ଦିନିଆ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନ ହଲ୍‌ଠାରେ ଆରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ହରଭଙ୍ଗା ଏବଂ କଣ୍ଟାମଳ ବ୍ଲକର ବଛା ବଛା ସାଂସ୍କୃତିକ ଦଳ ଯେଉଁମାନେ କି ଅନଲାଇନ…
Read More...

ବୌଦ୍ଧଠାରେ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ-୨୦୨୨ ପାଳିତ

ବୌଦ୍ଧ, (ମମତା ମହାକୁର) : ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଯଥା- ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଦୁଇଟି ବର୍ଗରେ (କନିଷ୍ଠ /ବରିଷ୍ଠ) ସ୍ଥାନୀୟ ଟାଉନ ହଲ୍‌ଠାରେ ଅନୁଷ୍ଠିତ…
Read More...

ଦୁଇ ପୃଥକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର

ବୌଦ୍ଧ, (ମମତା ମହାକୁର) : ଦୁଇ ପୃଥକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ଅପରାହ୍ନ ସମୟରେ ବାଇକ ଓ ମାରୁତି ଓମିନି ମଧ୍ୟରେ (ଓଡି ୦୩ଡି ୮୫୮୬) ମୁହାଁମୁହିଁ ଧକ୍କା ହୋଇ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ…
Read More...

ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ପ୍ରଫୁଲ୍ଲ କୁମାର ନାଏକ, ଭିଏସଏଏସ ତ୍ରିଲୋଚନ ମେହେର ଓ ଭିଟି ମୀନକେତନ ବାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ…
Read More...