ଦୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଲଣ୍ତାଗାଁରେ ବିଜୟ ଉତ୍ସବ
ବୌଦ୍ଧ, (ବଂଶୀଧର ମାଝୀ) : ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ବୌଦ୍ଧ ଜିଲ୍ଲାର ସୀମାନ୍ତ ତଥା ପଡୋସୀ ଜିଲ୍ଲା କନ୍ଧମାଳର ଲଣ୍ତାଗାଁ ପଞ୍ଚାୟତ ଉତ୍ସବ ମୁଖର ହୋଇପଡ଼ିଛି । ନିର୍ବାଚନର ଫଳାଫଳର ଅବ୍ୟବହିତ ପୂର୍ବରୁ ଏଠାରେ ଉତ୍ସବର ମାହୋଲ!-->…
Read More...
Read More...