ବିଜେପି ପକ୍ଷରୁ କଂଗ୍ରେସ ବିରୋଧରେ ପ୍ରତିବାଦ
ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦେଶର ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହି ଭର୍ସନା ମୂଳକ ମନ୍ତବ୍ୟ ଦେଇଥିବା ବେଳେ ଆଜି ବିଜେପି ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ନେତାଙ୍କ କୁଶ ପୁତ୍ତଳିକା ଦାହ କରିଛି ଏହି ପରିପ୍ରେକ୍ଷୀରେ କଣ୍ଟାମାଳ!-->…
Read More...
Read More...