Browsing Tag

bhubaneswar news

ରାଜ୍ୟରେ ଆଜି ୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୭୯ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ…
Read More...

ରାଜ୍ୟରେ ଆଜି ୧୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୧୪ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ…
Read More...

ଆଜି ପୋଲିଓ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ୩୧ ଜାନୁୟାରୀ ଅର୍ଥାତ ପୋଲିଓ ଦିବସ ଉପଲକ୍ଷେ ସନ୍ତାନର ସୁରକ୍ଷା ପାଇଁ ଆଗରୁ ଯେତେଥର ପୋଲିଓ ବୁନ୍ଦା ଖାଇଥିଲେ ମଧ୍ୟ ଏଥର ନିଶ୍ଚୟ ଖୁଆନ୍ତୁ । ଅଧିକ ଜାଣିବାପାଇଁ ସ୍ବାସ୍ଥ୍ୟକର୍ମୀ, ଆଶା କିମ୍ବା ଅଙ୍ଗନୱାଡ଼ି କର୍ମୀଙ୍କୁ ଯୋଗାଯୋଗ କରନ୍ତୁ । ରାଜ୍ୟ…
Read More...

ପୁଲିସର ରାତିଅଧିଆ ଚଢ଼ଉ : ୫ ଅଟକ

ଭୁବନେଶ୍ୱର : ବସ୍ତି ଅଞ୍ଚଳକୁ ଅପରାଧୀମୁକ୍ତ କରିବା ଲାଗି କମିସନରେଟ ପୁଲିସ ଆରମ୍ଭ କରିଛି ବସ୍ତି ଅଭିଯାନ । ବସ୍ତିବାସିନ୍ଦା ଏବଂ ସ୍ଥାନୀୟ ପୁଲିସ ମଧ୍ୟରେ ସୁସମ୍ପର୍କ ଗଢିବା ପାଇଁ ଏକ ନୂଆ ଅଭିଯାନ ଆରମ୍ଭ ହୋଇଥିଲେ ହେଁ ଅପରାଧିଙ୍କ କାର୍ଯ୍ୟକଳାପ ପୁଲିସର ନିଦ ହଜାଇ ଦେଇଛି । ଅପରାଧୀଙ୍କୁ…
Read More...

ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ ବନ୍ଦ ରହିବ କୋଭିଡ ଟିକାକରଣ

ଭୁବନେଶ୍ୱର : ଆଜିଠୁ ୩ ଦିନ ପାଇଁ ଅର୍ଥାତ ଫେବ୍ରୁଆରି ୨ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟରେ କୋଭିଡ ଟିକାକରଣ । ରାଜ୍ୟରେ ପଲସ ପୋଲିଓ କାର୍ୟ୍ୟକ୍ରମ ପାଇଁ ବନ୍ଦ ରହିବ କୋଭିଡ ଟିକାକରଣ । ତେବେ ପୁଣି ଥରେ ଟିକାଦାନ ଆରମ୍ଭ ହେବ ଆସନ୍ତା ୩ ତାରିଖଠାରୁ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…
Read More...

ଫେବ୍ରୁଆରୀ ଗାଇଡଲାଇନ୍ : ୧ ତାରିଖରୁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର, ବାହାଘର ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି

ଭୁବନେଶ୍ୱର : ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧ ତାରିଖରୁ ରାଜ୍ୟରେ ଖୋଲିବ ଅଙ୍ଗନୱାଡି କେନ୍ଦ୍ର । କୋଭିଡ୍ କଟକଣା ଭିତରେ ଖୋଲିବ ଅଙ୍ଗନୱାଡି ଓ ପାଠପଢ଼ା ଯିବ । ସେହିପରି ବାହାଘର ଓ ଶେଷକୃତ୍ୟରେ ଲୋକଙ୍କ ଯୋଗଦାନ ସଂଖ୍ୟାରେ ବୃଦ୍ଧି କରିଛନ୍ତି…
Read More...

ବଢ଼ିଲା ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ

ଭୁବନେଶ୍ୱର : ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସର୍ଜନଙ୍କ ଷ୍ଟାଇପେଣ୍ଡ୍ ମାସିକ ୨୦ ହଜାରରୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଆଗାମୀ ୩ ବର୍ଷ ପାଇଁ ରାଜ୍ୟ ସରକାର ଏହି ନିୟମ ଲାଗୁ କରିଥିବା ଜଣାପଡ଼ିଛି । ଏନେଇ ଡିଏମଇଟିକୁ…
Read More...

ଆସ୍ଥା ଫାଉଣ୍ଡେସନ୍ ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଭିନ୍ନ ସମୟରେ ସମାଜରେ ସମାଜସେବାରେ ନିଜକୁ ନିୟୋଜିତ କରିଥିବା କିଛି ଅଗ୍ରଣୀ ସମାଜ ସେବା ସଂସ୍ଥା ଏବଂ ବ୍ୟକ୍ତିଙ୍କୁ ଏକ ପ୍ରୋତ୍ସାନ ଏବଂ ମନୋବଳ ବଢ଼େଇ ଏକ ନୂଆ ରୂପରେ ଆସ୍ଥା ଫାଉଣ୍ଡେସନ୍ ନିଜର ବାର୍ଷିକ ଉତ୍ସବରେ "ଆସ୍ଥା ସେବା ସମ୍ମାନ ୨୦୨୧" ପ୍ରଦାନ…
Read More...

ସ୍କୋଡାର ସୁପର୍ବ ମଡେଲ ଲ‌ଞ୍ଚ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ସ୍କୋଡା ଏବେ ବିଭିନ୍ନ କମ୍ପାନୀର ପ୍ରିମିୟମ ମଡେଲକୁ ଟକ୍କର ଦେଲା ପରି ସ୍କୋଡା ସୁପର୍ବ ରୋଡକୁ ଓହ୍ଲାଇଛି । ଏହି ସେଜମେଣ୍ଟ ଦୁଇଟି ମଡେଲରେ ଅଛି ପ୍ରଥମ ହେଲା ସ୍ପୋର୍ଟଳାଇନ ୩୧,୯୯,୦୦୦ ଟଙ୍କା ଏବଂ ଲାଉରିନ କ୍ଲେମେଣ୍ଟ ୩୪,୯୯,୦୦୦ ଟଙ୍କାରୁ ଆରମ୍ଭରେ…
Read More...

‘ସମୀକ୍ଷା’ ସମ୍ବାଦପତ୍ରର ୧୫ତମ ସ୍ଵନକ୍ଷତ୍ର ଦିବସ ପାଳିତ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ସମୀକ୍ଷା ସାପ୍ତାହିକ ସମ୍ବାଦପତ୍ରର ୧୫ତମ ବାର୍ଷିକୋତ୍ସବ ଓ ସମ୍ମାନ ପ୍ରଦାନ ସମାରୋହ ଉତ୍କଳ କରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ପଦ୍ମବିଭୂଷଣ ଡ: ରଘୁନାଥ ମହାପାତ୍ର ଯୋଗ ଦେଇ ଅନ୍ୟାୟ…
Read More...