ପୁଣି ଜବତ ହେଲା ଧଳା ଜହର : ୨ ଜଣ ଗିରଫ
ଭୁବନେଶ୍ୱର : ବ୍ରାଉନସୁଗାର ବିକ୍ରି ସମୟରେ ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ୧୫୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ତେବେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ୨ ଜଣ ହେଲେ ଜଗବନ୍ଧୁ ବୈଠାରୁ ଓ ସଞ୍ଜୟ ସାହୁ । ସେମାନେ ବ୍ୟବହାର କରୁଥିବା ଏକ ୟମାହା ସ୍କୁଟର!-->…
Read More...
Read More...