କୋରୋନା ଟେଷ୍ଟିଂ କ୍ୟାମ୍ପ ଭୁବନେଶ୍ୱର ବିମାନ ବନ୍ଦରରେ ଆରମ୍ଭ ହେବ
ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ସନ୍ଧ୍ୟା କିମ୍ବା କାଲି ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ ବୋଲି ଗତକାଲି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ କରାଯିବ । ଯଦି ସେଥିରେ କିଛି ଲକ୍ଷଣ ଆସେ ତେବେ ଟେଷ୍ଟିଂ ବାଧ୍ୟତାମୂଳକ ।!-->…
Read More...
Read More...