Browsing Tag

bhubaneswar news

ଆଜି ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୩୭ ରହିଛି । ଆଜି ୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ…
Read More...

କରୋନା ଟୀକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟୀକା ନେଲେ । ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟ ଟୀକାକରଣ ଚାଲିଥିବାବେଲେ ଆଜି ଏଭି ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଡିସ୍‌ପେନ୍‌ସାରିରେ ଟୀକା ନେଇଛନ୍ତି ।
Read More...

ଆଜି ଓପିଏସସିର ଅଧ୍ୟକ୍ଷ ଭାବରେ ଦାୟି‌ତ୍ୱ ଗ୍ରହଣ କରିବେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର : ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ପୋଲିସ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବେଳେ ଆଜି ଓଡିଶା ଜନସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବରେ ଦାୟି‌ତ୍ୱ ଗ୍ରହଣ କରିବେ । ୧୯୮୮ ବ୍ୟାଚର ଏହି ଆଇପିଏସ୍ ଅଫିସର ଜୟପୁରରୁ ୧୯୯୦…
Read More...

ଆଜି ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଜନ୍ମଦିନ : ୭୯ ବର୍ଷରେ ପାଦ ଦେଲେ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଆଜି ଜନ୍ମଦିନ । ଏବେ ସେ ୭୯ ବର୍ଷରେ ପାଦ ଦେଲେ । ପ୍ରଫେସର ଗଣେଶୀ ଲାଲ୍ ଭାରତୀୟ ରାଜନୀତିରେ ଜଣେ ବେଶ ପରିଚିତ ରାଜନେତା ହୋଇଥିବା ବେଳେ ଅନେକ ଖ୍ୟାତି ଅର୍ଜନ କରି ପାରିଛ‌ନ୍ତି ସେ । ଓଡିଶାର…
Read More...

ଆସନ୍ତାକାଲି ବିବାହ କରିବେ ଓଲିଉଡ କ୍ୱିନ୍ ଅର୍ଚ୍ଚିତା ଏବଂ ସୁପରଷ୍ଟାର ସବ୍ୟସାଚୀ

ଭୁବନେ‌ଶ୍ୱର : ଆସନ୍ତାକାଲି ଓଲିଉଡ କ୍ୱିନ୍ ଅର୍ଚ୍ଚିତାଙ୍କୁ ବିବାହ କରିବେ ସୁପରଷ୍ଟାର ସବ୍ୟସାଚୀ ମିଶ୍ର । ପୂର୍ବରୁ ତାଙ୍କର ନିର୍ବନ୍ଧ ହୋଇଛି । ତେବେ ବିବାହ ନେଇ ଦୁହେଁ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏପରିକି ସୋସିଆଲ ମିଡିଆରେ ପୋଷ୍ଟ କରି ସବ୍ୟସାଚୀ ଲେଖିଛନ୍ତି, ପ୍ରଭୁ…
Read More...

ଆସନ୍ତା ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା ମାର୍ଚ୍ଚ ୧ ତାରିଖରେ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ବେଲଗାମ ଦରଦାମ ବୃଦ୍ଧି ଓ ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତିରେ…
Read More...

‘ୟୁନିଭର୍ସିଟି ଅଫ୍ ଦି ଇୟର୍’ ସମ୍ମାନ ପାଇଲା ଆଇଆ‌ଇଟି ଭୁବନେ‌ଶ୍ୱର

ଭୁବନେ‌ଶ୍ୱର : ସଫଳତା ହାସଲ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ମାନିତ କରିବା ପାଇଁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିସି) ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଆଇଆଇଟି ଭୁବନେ‌ଶ୍ୱରକୁ ୟୁନିଭର୍ସିଟି ଅଫ୍‌ ଦି ଇୟର୍ ସମ୍ମାନ ପ୍ରଦାନ କରାଯାଇଛି । ତେବେ…
Read More...

ଆଜି ରାଜ୍ୟରେ ୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୦୩ ରହିଛି । ଆଜି ୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ…
Read More...

ସର୍ବିଆ ଭାଷାରେ ଅନୂଦିତ ହେଲା ଓଡ଼ିଆ କବିଙ୍କ କବିତା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଦୀର୍ଘ ତିନି ଦଶନ୍ଧିରୁ ଉଭୟ ହିନ୍ଦୀ ଓ ଓଡ଼ିଆ କବିତାରେ ସକ୍ରିୟ ରହିବା ସହ ଏକାଧିକ ପୁସ୍ତକର ଲେଖକ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ କବି ଭବାନୀଶଙ୍କର ନିଆଲଙ୍କ କବିତା ସର୍ବିଆ ଭାଷାରେ ଅନୂଦିତ ହୋଇଯାଇଛି । ଗତ କିଛିଦିନ ତଳେ ଇଟାଲୀ ଭାଷାରେ ତାଙ୍କ…
Read More...

ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କଲେ ଓଡ଼ିଶା ସରକାର : ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି

ଭୁବନେଶ୍ୱର : ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କଲେ ଓଡ଼ିଶା ସରକାର । ଯାତ୍ରା ଓ ଅପେରା ପାଇଁ ସର୍ବାଧିକ ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରାଯାଇପାରିବ । ଏଥିପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେବାକୁ ପଡ଼ିବ । କରୋନାର ସମସ୍ତ ଗାଇଡଲାଇନ ମାନି ଯାତ୍ରା ପରିବେଷଣ…
Read More...