Browsing Tag

bhubaneswar news

ଶ୍ରୀ ମନ୍ଦିର ସମେତ ପ୍ରମୁଖ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟଗୁଡ଼ିକୁ ମେ’ ୧୫ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ସରକାରଙ୍କ…

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ କେନ୍ଦ୍ରୀୟ ସଂରକ୍ଷଣରେ ଥିବା ତଥା ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଅଧୀନରେ ଆସୁଥିବା ସମସ୍ତ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟ…
Read More...

୧୭ ଏପ୍ରିଲରୁ ରାଜ୍ୟର ସମ‌ସ୍ତ ସହରା‌ଞ୍ଚଳରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୭ ଏପ୍ରିଲ (ଶନିବାର) ଠାରୁ ରାଜ୍ୟର ୧୦ଟି ସୀମାନ୍ତ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ଏବଂ ଅନ୍ୟ ୨୦ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପର୍ୟ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ସ୍ୱାସ୍ଥ୍ୟ ସେବା, ଅନ୍ୟାନ୍ୟ…
Read More...

ରାଜ୍ୟରେ କୋଭିଡ୍‌ କଟକଣାକୁ ଜୋରଦାର କଡାକଡି କରିଛନ୍ତି ରାଜ୍ୟ ସରକାର : କୋଭିଡ୍‌ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ୨୧…

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ କୋଭିଡ୍‌ କଟକଣାକୁ ଜୋରଦାର କଡାକଡି କରିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଠାରୁ ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ କରାଯାଇଛି । ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ୨୦ ଜିଲ୍ଲାର ସମସ୍ତ ସହର​‌ରେ ଲାଗୁ କରାଯାଇଛି ନାଇଟ୍‌…
Read More...

ଆସନ୍ତା ୧୯ ତାରିଖ ସୋମବାର ଠାରୁ ସବୁ ସ୍କୁଲ ଓ ହଷ୍ଟେଲ ବନ୍ଦ ରହିବ : କୋରନା ସଂକ୍ରମଣ ଅହେତୁକ ବୃଦ୍ଧିକୁ ଦୃଷ୍ଟିରେ…

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ୧୯ ତାରିଖ ସୋମବାର ଠାରୁ ସବୁ ସ୍କୁଲ ଓ ହଷ୍ଟେଲ ବନ୍ଦ ରହିବ ଚଳିତ ବର୍ଷ ନବମ ଓ ଏକାଦଶରେ ପଢ଼ୁଥିବା ସମସ୍ତେ ପାସ୍ । ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି…
Read More...

କରେନାର ଭୟଙ୍କର ‌ସ୍ଥିତି ଯୋଗୁଁ ସ୍ଥଗିତ ହେଲା ଡିପ୍ଲୋମା ଏବଂ ପିଡିଆଇଏସ୍‌ ପରୀକ୍ଷା

ଭୁବନେଶ୍ୱର : ମହାମାରୀ କରେନା ପୁଣି ତାର କାୟା ବିିସ୍ତାର କରିବାରେ ଲାଗିଲାଣି । ତେବେ ତାକୁ ଦୃଷ୍ଟିରେ ରଖି ଏସସିଟିଇ ଏଣ୍ଡ୍‌ ଭିଟି ଡିପ୍ଲୋମା ଏବଂ ପିଡିଆଇଏସ୍‌ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ୧୬ ଏପ୍ରିଲରୁ ଆରମ୍ଭ ହେବାର ଥିଲା । ଓଡ଼ିଶାର…
Read More...

ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଡିବନି ବସ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଆସନ୍ତା ସୋମବାରଠାରୁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବସ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ମଧ୍ୟରେ ଯେଉଁ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି ସେଥିରେ ବସର ସିଟ୍‌ ସଂଖ୍ୟକ ଲୋକମାନେ ବସି ଯାତ୍ରା କରିପାରିବେ । କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା…
Read More...

ଭୁବନେଶ୍ୱର ବିମାନବନ୍ଦରରେ ଗ୍ୟାଙ୍ଗଷ୍ଟର ହାଇଦରକୁ ନେଇ ପହଞ୍ଚିଲା ପୋଲିସ

ଭୁବନେଶ୍ୱର : ଆଜି ସକାଳ ପ୍ରାୟ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ହାଇଦରକୁ ନେଇ ପହଞ୍ଚିଲା ପୋଲିସ । ସେଠାରେ ହାଇଦରର କରୋନା ଟେଷ୍ଟ କରାଯାଇଥିଲା । ତା'ପରେ ପୋଲିସ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗିରଫ ହାଇଦରକୁ ବିମାନବନ୍ଦରରୁ କଟକ ନେଇଛି । କଟକରେ ହାଇଦରକୁ କୋର୍ଟ ଚାଲାଣ କରାଯିବ ।…
Read More...

ଶୋକବାର୍ତ୍ତା : ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗରେ ରାଜ୍ୟ କଂଗ୍ରେସର ଅପୂରଣୀୟ କ୍ଷତି ଘଟିଛି : ନିରଞ୍ଜନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ପିପିଲି ଉପ-ନିର୍ବାଚନରେ କଂଗ୍ରେସ ଦଳୀୟ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ କରୋନା ଜନିତ ମହାମାରୀରେ ଅକାଳ ବିୟୋଗ ଯୋଗୁଁ ମୁଁ ଗଭୀର ମର୍ମାହତ ଓ ଦୁଃଖିତ ବୋଲି ଏକ ପ୍ରେସବାର୍ତ୍ତାରେ ପିସିସି ସଭାପତି…
Read More...

ରାଜ୍ୟରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୯ : ଶୀର୍ଷରେ ସୁନ୍ଦରଗଡ଼

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୩୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୫୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା…
Read More...

ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ପିପିଲି ଉପନିର୍ବାଚନ ପୂର୍ବରୁ ଏକ ଦୁଃଖଦ ଖବର ଆସିଛି । ଆଉ ଦୁଇ ଦିନ ପରେ ହୋଇଥାନ୍ତା ପିପିଲି ଉପ-ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ । ହେଲେ ଏହି ନିର୍ବାଚନରେ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଆଜି ଅପରାହ୍ନରେ (ବୁଧବାର) ପରଲୋକ…
Read More...