Browsing Tag

belpada news

ପାଟଣାଗଡ଼ ପ୍ରେସ କ୍ଲବ ଦ୍ଵାରା ବାର୍ଷିକ ଉତ୍ସବ ପାଳନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ପ୍ରେସ କ୍ଲବର ବାର୍ଷିକ ସାଧାରଣ ପରିଷଦ ସଭା ପାଟଣାଗଡ ସ୍ଥିତ ରାମପୁର ରାଧାମାଧବ ସ୍ୱାମୀ ଫାର୍ମ ହାଉସ ଠାରେ ସଭାପତି ଅଜିତ ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତି ଭାବରେ ଅଜିତ କୁମାର ପୁରୋହିତ
Read More...

ଅବ୍ୟବସ୍ଥା ଘେରରେ ପର୍ଲିମାଲ କାନାରା ବ୍ୟାଙ୍କ, କର୍ମଚାରୀଙ୍କ ମୁହଁ ବନ୍ଦ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଏବେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ନିଜ ଉପାର୍ଜିତ ଟଙ୍କା ବ୍ୟାଙ୍କରେ ଜମା ଦେଇଥାନ୍ତି । ତା ସହ ଅନେକ ସମୟରେ ନିଜ ସୁନାକୁ ମଧ୍ୟ ବନ୍ଧକ ରଖି ବ୍ୟାଙ୍କରୁ ଟଙ୍କା ଆଣିଥାନ୍ତି । ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନିକଟରେ ଥିବା
Read More...

ସ୍ତ୍ରୀକୁ ପେଟ୍ରୋଲ ଢାଳି ମାରିଦେଲା ମଦୁଆ ସ୍ୱାମୀ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେଲା ମଦୁଆ ସ୍ୱାମୀ । ଶେଷରେ ସ୍ୱାମୀର ନୃଶଂସ ଅତ୍ୟାଚାରରେ ପ୍ରାଣ ହରାଇଲେ ନିରୀହ ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା
Read More...

ଅନ୍ଧାରରେ କନ୍ଧେନଝୁଲା ଗ୍ରାମବାସୀ : ଷ୍ଟ୍ରିଟ ଲାଇଟ ମରାମତି ପାଇଁ ଦାବି

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଗାଁ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଷ୍ଟ୍ରିଟ ଲାଇଟ ଗୁଡିକ ଲଗାଇଛନ୍ତି । କିନ୍ତୁ ଲାଇଟ ଲଗାଇବାର କିଛି ଦିନ ପରେ ଲାଇଟ ଗୁଡିକ ଖରାପ ହୋଇଯାଉଛି । କାରଣ ସବୁ ଲାଇଟ ଗୁଡିକ ନିମ୍ନମାନର ବୋଲି
Read More...

ବାଘମୁଣ୍ଡ ଗାଁରେ ଧୁମଧାମରେ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ଓ ଗୁରୁ ପ୍ରତିଭା ମହୋତ୍ସବ ପାଳିତ

ବେଲ୍‌ପଡ଼ା, (ଭୋଜରାଜ ଦଣ୍ଡସେନା) : ଶିଶୁ ମାନଙ୍କ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ଭିନ୍ନ ଏକ ପ୍ରୟାସ ଜାରି ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିଶୁ ମାନଙ୍କୁ ଓ ଅନେକ କଳାକାରମାନଙ୍କୁ ନେଇ ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ଗାଁ ଠାରେ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି । ଉକ୍ତ
Read More...

ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ପାଟଣାଗଡରୁ ପଦ୍ମପୁର ରାସ୍ତା ନିକଟସ୍ଥ ଧଅଁରାଦାଦର୍ ଛକରୁ ୮ କିଲୋ ଗଞ୍ଜେଇ ସହ ଜଣେ ଯୁବଙ୍କକୁ ଗିରଫ କଲା ପାଟଣାଗଡ ପୋଲିସ । ସୂଚନା ମୁତାବକ, ପାଟଣାଗଡ଼ ଠାରୁ ପଦ୍ମପୁର ରାସ୍ତାର ଧଅରାଦାଦର୍ ଛକରେ ଜଣେ ଯୁବକ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରୁଥିବାର ଖବର
Read More...

ପିଇବା ପାଣିର ସମସ୍ୟା ଦୂର ହେବ କେବେ ?

ବେଲପଡା, (ଭୋଜରାଜ ଦଣ୍ଡସେନା) : ପାଣି ହେଉଛି ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ । ପାଣି ବିନା ବଞ୍ଚିବା ଅସମ୍ଭବ । ସେହି ପାଣି ପାଇଁ ଗ୍ରାମର ମହିଳାମାନଙ୍କୁ ଏକ କିଲୋମିଟରରୁ ଅଧିକ ବାଟ ଯିବାକୁ ପଡୁଛି । ଆମେ କହୁଛୁ ବେଲପଡା ବ୍ଲକ ବାଗଦୋର ଗ୍ରାମର (ଟାଙ୍ଗରପଡା) କଥା । ଏହି ପଡାରେ
Read More...

ତ୍ରିଦିବସୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବେଲପଡା : ବେଲପଡ଼ା ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଣ୍ଡଳରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି
Read More...

ତ୍ରି ଦିବସୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବେଲପଡା : ବେଲପଡ଼ା ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଣ୍ଡଳରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ
Read More...

ବେଲପଡାକୁ ଏନ୍‌ଏସି ମାନ୍ୟତା ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବେ ବନ୍ଧ ପାଳନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଦୀର୍ଘ ବର୍ଷରୁ ଦାବି କରିଆସୁଥିଲେ ସୁଦ୍ଧା ବେଲପଡାକୁ ଏନ୍‌ଏସି ମାନ୍ୟତା ଦେବାରେ ରାଜ୍ୟ ସରକାର ପଛଘୁଞ୍ଚା ମାରୁଛି । ବିଜେଡି ସରକାର ଥିବାବେଳେ ବେଲପଡାକୁ ଏନ୍‌ଏସି ମାନ୍ୟତା ଦେବାରେ ସମସ୍ତ ପ୍ରକାର କାଗଜପତ୍ର ଆଗେଇ ନେଇଥିଲେ । କିନ୍ତୁ ବର୍ତ୍ତମାନର
Read More...