Browsing Tag

baripada news

ଶିମିଳିପାଳରେ ତୁଷାରପାତ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଛି । ଜୈବମଣ୍ଡଳ ଶିମିଳିପାଳରେ ପାରଦ ଖସୁଛି । ଜିଲ୍ଲାରେ ସର୍ବନିମ୍ନ ୮ଡିଗ୍ରୀ ତାପମାତ୍ରା ଥିବା ବେଳେ ଶିମିଳିପାଳରେ ୫ ଡିଗ୍ରୀ ସେଲସିୟସ ରହିଛି । ଅଭୟାରଣ୍ୟର ଉପର ବାରହାକାମୁଡା, ଦେବସ୍ଥଳୀ, ଜେନାବିଲ, ତାରାଣୀବିଲା ଓ
Read More...

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ

ଅନୁଗୁଳ /ବାରିପଦା : ଆଜି ଠାରୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି । ଏହି ଗଣନା କାର୍ଯ୍ୟରେ ମୋଟ୍‌ ୧୨ଟି ଟିମ୍‌ ନିୟୋଜିତ ହୋଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ମଧ୍ୟ କୁମ୍ଭୀର ଗଣନା
Read More...

ବାଇକ୍‌କୁ ଧକ୍କା ଦେଲା ବସ୍ : ୧ ଗୁରୁତର, ଉତ୍ତ୍ୟକ୍ତ ଲୋାକ ବସ୍ ଜାଳିଦେଲେ

ବାରିପଦା : ବାରିପଦା ସହର ଯୁବୁଲି ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥରେ ରଂଜୀତା ନାମକ ବସ୍‌ ଏକ ବାଇକ୍‌କୁ ଧକ୍କା ଦେଇଥିବା ଜଣାପଡିଛି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛି । ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି ।
Read More...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇ

ବାରିପଦା : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇଙ୍କୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ଧରିଥିବା ଜଣାପଡିଛି । ସୂଚନା ଅନୁସାରେ, ଜଣେ କଣ୍ଟ୍ରାକ୍ଟରଙ୍କ ବକେୟା ବିଲ୍ ପାସ୍ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଆଶିଷ ଲାଞ୍ଚ
Read More...

ଭାଲୁ ଆକ୍ରମଣରେ ଅସ୍ଥାୟୀ ବନ କର୍ମଚାରୀ ଆହତ

ବାରିପଦା : ଶିମିଳିପାଳରେ ଭାଲୁ ଆକ୍ରମଣରେ ଜଣେ ଅସ୍ଥାୟୀ ବନ କର୍ମଚାରୀ ଆହାତ ହୋଇଥିବା ଜଣାପଡିଛି । ଆହତ ବନ ସୁରକ୍ଷା ସହାୟକ ଜଣକ ହେଲେ ବୁଧରାଇ ହେମ୍ବ୍ରମ୍ । ସୂଚନା ଅନୁସାରେ, ପିଠାବଟା ଗେଟ୍ ଲୁଲୁଙ୍ଗ ନିକଟସ୍ଥ ଶିଆଳିଘାଟି -ନମତି ନିକଟରେ ତିନୋଟି ଭାଲୁ ବନ କର୍ମଚାରୀଙ୍କୁ ଆକ୍ରମଣ
Read More...

ମହାବଳ ବାଘ ଛାଲ ଜବତ, ୧ ଗିରଫ

ବାରିପଦା : ଶିମିଳିପାଳ ଉଦଳା ରେଞ୍ଜ ବିସିପୁର ଅଞ୍ଚଳରୁ ମହାବଳ ବାଘ ଛାଲ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିଳମ୍ଵିତ ରାତି ପ୍ରାୟ ସାଢେ ୨ଟାରେ ୫ ଲକ୍ଷ ଟଙ୍କାର ବାଘ ଛାଲ ଡିଲ୍ ବେଳେ ଚଢାଉ ହୋଇଛି । ଭୁବନେଶ୍ୱରରୁ ଏକ ୭ ଜଣିଆ ଟିମ୍ ଆସି ବାରିପଦା-ଉଦଳା ରାସ୍ତାର ବିସିପୁର
Read More...

ବାରିପଦାରେ ଦ୍ୱିତୀୟ ଶିଶୁ କଳା ମହୋତ୍ସବ ଆୟୋଜିତ

ବାରିପଦା : ମୟୂରଭଞ୍ଜ ସାଂସ୍କୃତିକ ବିକାଶ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ୱିତୀୟ ଶିଶୁ କଳା ମହୋତ୍ସବ ବାରିପଦା ଶହୀଦ ସ୍ମୃତିଭବନ ପରିସରରେ ଆୟୋଜିତ ହୋଇଯାଇଛି । ପଦ୍ମଭୂଷଣ ଯତୀନ ଦାସଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ମହୋତ୍ସବରେ ଜିଲ୍ଲାର କୋଣ ଅନୁକୋଣରୁ ୭୦୦ରୁ
Read More...

ଭିଜିଲାନ୍ସ ଜାଲରେ ଯଶିପୁର ତହସିଲର କନିଷ୍ଠ ରାଜସ୍ୱ ସହାୟକ

ବାରିପଦା : ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲର କନିଷ୍ଠ ରାଜସ୍ୱ ସହାୟକ ଭାର୍ଗବ ମହାକୁଡ । ସୂଚନା ଅନୁସାରେ, ଜମି ପଟ୍ଟା କରାଇଦେବାକୁ କହି ଅଭିଯୋଗକାରୀଙ୍କ ଠାରୁ ୪୦ ହଜାର ଟଙ୍କା ନେବା ବେଳେ କାବୁ କରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଟଙ୍କାତକ ଜବତ କରିଛି ଭିଜିଲାନ୍ସ ।
Read More...

ଆଜିଠୁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା : ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ (ଅଭୟାରଣ୍ୟ) ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପର୍ଯ୍ୟଟକଙ୍କ ଭ୍ରମଣ ଏବଂ ରାତ୍ରଯାପନ ପାଇଁ ମଙ୍ଗଳବାର ଖୋଲିଲା ପ୍ରବେଶ ଫାଟ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଟି. ଅଶୋକ
Read More...

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର

ବାରିପଦା : ବାରିପଦାରୁ ବାଲେଶ୍ଵର ରାସ୍ତାରେ ୧୮ ନମ୍ଵର ଜାତୀୟ ରାଜପଥ ମଞ୍ଚାବନ୍ଧାଠାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ବାରିପଦାରୁ ବାଲେଶ୍ଵର ରାସ୍ତାରେ ଏକ ଆଜବେଷ୍ଟସ୍ ବୋଝେଇ ଟ୍ରକ
Read More...