ଭିଜିଲାନ୍ସ ଜାଲରେ ଯଶିପୁର ତହସିଲର କନିଷ୍ଠ ରାଜସ୍ୱ ସହାୟକ
ବାରିପଦା : ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲର କନିଷ୍ଠ ରାଜସ୍ୱ ସହାୟକ ଭାର୍ଗବ ମହାକୁଡ । ସୂଚନା ଅନୁସାରେ, ଜମି ପଟ୍ଟା କରାଇଦେବାକୁ କହି ଅଭିଯୋଗକାରୀଙ୍କ ଠାରୁ ୪୦ ହଜାର ଟଙ୍କା ନେବା ବେଳେ କାବୁ କରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଟଙ୍କାତକ ଜବତ କରିଛି ଭିଜିଲାନ୍ସ ।!-->…
Read More...
Read More...