ବରଗଡ଼କୁ ଦେଶର ମେଡିକାଲ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଁ ପ୍ରୟାସ ଆରମ୍ଭ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼କୁ ଦେଶର ମେଡିକାଲ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ପ୍ରୟାସ ଆରମ୍ଭ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିକାଶ ସମୁହ ଗୃପର ଅଧ୍ୟକ୍ଷ ଡି ମୁରଲିକ୍ରିଷ୍ଣା ପ୍ରକାଶ କରିଥିଲେ । ଏହି ଅବସରରେ!-->…
Read More...
Read More...