Browsing Tag

bargarh news

ସମ୍ପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ବିଧାନସଭା ଅନ୍ତର୍ଗତ ବିରମାଲ ଗ୍ରାମ ଠାରେ ଅଗ୍ରଣୀ ଅନୁଷ୍ଠାନ ସମ୍ପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସଭାପତି ଅଶୋକ ସାହୁଙ୍କ ଉପସ୍ଥିତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଏହି
Read More...

ବରଗଡ଼ କୋନାଲରେ ଯୁବକ ନିଖୋଜ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ ଟାଉନ ଅଧିନସ୍ଥ ତଳିପଡ଼ାର ଓମ୍ ପ୍ରକାଶ ଭୋଇ ନାମକ ୨୨ ବର୍ଷର ଜଣେ ଯୁବକ ବରଗଡ ମୁଖ୍ୟ କେନାଲର ବର୍‌ଡୋଲ୍‌ ନିକଟରେ ଭାସି ଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଯୁବକଙ୍କ ଉଦ୍ଧାର ପାଇଁ ସମୟ ପ୍ରାୟ ୯ଟା ୪୦ରୁ ୭ ଟା ପାଖାପାଖି
Read More...

ନିଷ୍ଠା ପରିବାର ବଢାଇଲା ସାହାଯ୍ୟର ହାତ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀରେ ଗାଇସିଲେଟ୍‌ର ଜଣେ କରୋନା ରୋଗରେ ଆଜି ମୃତ୍ୟୁବରଣ କରିଥିବା ବେଳେ ତାଙ୍କର କେହି ଆତ୍ମୀୟ ସ୍ବଜନ ନଥିବା ପ୍ରଶାସନଠୁ ଖବର ପାଇ ନିଷ୍ଠା ପରିବାର ବଢାଇଥିଲା ସାହାଯ୍ୟର ହାତ । କାଳ ବିଲମ୍ବ ନକରି ନିଷ୍ଠା ଟିମ୍ ପହଂଚି ଶବଦାହ କରିଥିଲା । ଏହି
Read More...

ନିଷ୍ଠା ପରିବାର ତରଫରୁ ଅସହାୟ ବୃଦ୍ଧଙ୍କ ଥଇଥାନ

ବରଗଡ, (କେପିଏନ୍‌ଏସ୍‌) : ଆଜି ନିଷ୍ଠା ପରିବାର ତରଫରୁ ଜଣେ ୮୫ ବର୍ଷ ବୟସ୍କ ଅସହାୟ ବୃଦ୍ଧଙ୍କ ଥଇଥାନ କରାଯାଇଥିବା ଜଣାପଡ଼ିଛି । ବରଗଡର ଲଚିଦା ନିବାସୀ ମହାଦେବ ଭୋଇଙ୍କ କେହି ଆତ୍ମୀୟ ସ୍ବଜନ ନଥିବା ବେଳେ କିଏ ଦେଲେ ଖାଉଥିଲେ, ନହେଲେ ଉପବାସରେ ରହୁଥିଲେ । ସେଥିପାଇଁ ତାଙ୍କର
Read More...

ବୃଦ୍ଧା ମାଆଙ୍କୁ ଗାଡ଼ିରେ ବସାଇ ଆଣି ଛକ ଉପରେ ଛାଡ଼ିଗଲା ପୁଅ : ପୁଅ ଅପେକ୍ଷରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାହିଁ…

ବରଗଡ଼, (ନିରୋଜ କୁମାର ପାଣୀ) : ମାଆର ମମତା ଆଗରେ ସବୁକିଛି ତୁଚ୍ଛ ।ମାଆ ହି ଗୋଟେ ମଣିଷ, ଯିଏ କହିବା ଆଗରୁ ହୃଦୟର ସବୁକଥା ଜାଣି ପକାଏ ।କିଛି ଥାଉ କି ନ ଥାଉ ମାଆ କେବେହେଲେ ନିଜ ଜନ୍ମ କଲା ସନ୍ତାନକୁ ଅବହେଳା କରି ନଥାଏ । କିନ୍ତୁ କାହିଁକି ମାଆ ହେଉଛି ଆଜି ଅବହେଳାର ଶିକାର ? କାହିଁକି
Read More...

ସାବାସ୍‌ ପୁଲିସ୍‌ ବାବୁ

ବରଗଡ଼, (କେପିଏନ୍‌ଏସ୍‌) : ସମାଜରେ କିଛି ସ୍ୱାର୍ଥଲୋଭି ପୁଲିସ୍‌ ଅଧିକାରୀ ତଥା କର୍ମଚାରୀମାନଙ୍କ ପାଇଁ ଗୁଡ଼ାଏ କଟାକ୍ଷ ଶୁଣିବାକୁ ମିଳେ । କିନ୍ତୁ ଏମିତି ବି କିଛି ପୁଲିସ୍‌ ଅଧିକାରୀ ଅଛନ୍ତି, ସେମାନଙ୍କ ପ୍ରତି ସ୍ୱତଃ ମୁହଁରୁ ଫୁଟିଉଠେ ‘ସାବାସ୍‌ ପୁଲିସ୍‌ ବାବୁ’ । ସେଭଳି ଜଣେ ଥାନା
Read More...

ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ତରଫରୁ ପ୍ରବୀଣ ମହାପାତ୍ରଙ୍କୁ ଶୁଭେଚ୍ଛା

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ତରଫରୁ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷାରେ ୬୫୨ ନମ୍ବର ରଖି ସମଗ୍ର ବରଗଡ଼ ସହରକୁ ଖୁସି ଉଲ୍ଲାସରେ ଭରି ଦେଇଥିବା ପ୍ରବୀଣ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏଥିରେ ଜିଲ୍ଲା
Read More...

ସଂକ‌ଳ୍ପ ପରିବାରର ରକ୍ତସଂଗ୍ରହ ଅଭିଯାନ : କୋଶଳର ଜନ୍ମ ଦିନରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସଂକ‌ଳ୍ପ ପରିବାରର ରକ୍ତସଂଗ୍ରହ ଅଭିଯାନର ଆଜି ସପ୍ତମ ରକ୍ତଦାନ ଶିବିର ଭଟଲି ବ୍ଲକ ଭୂଲିଆଡ଼ିହିର ଭିଂଜିତୁରା ଠାରେ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିର ହାସ୍ୟକବି ଦେବେନ୍ଦ୍ର ସାହୁଙ୍କ ପୁଅ କୋଶଳ ସାହୁଙ୍କ ଷଷ୍ଠ ଜନ୍ମଦିନ ଅବସରରେ ଆୟୋଜନ
Read More...

ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କୁଷ୍ଠାଶ୍ରମରେ ବାର୍ଷିକ ଉତ୍ସବ ଏବଂ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଅବହେଳିତ, ନିଷ୍ପେଷିତ ଏବଂ ଶୋଷିତ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟକୁ ନେଇ ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ବିଗତ ୧୪ବର୍ଷ ଧରି ଅଭିନବ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରି ଆସୁଛି । ନିଜ ପରମ୍ପରା ଅନୁଯାୟୀ ବିଭିନ୍ନ କୁଷ୍ଠାଶ୍ରମ
Read More...

ମହାରାଜ ଶ୍ରୀ ଶ୍ରୀ ଅଗ୍ରସେନଙ୍କ ଜୟନ୍ତୀ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ସମାଜବାଦର ପ୍ରବର୍ତ୍ତକ, ମହାପୁରୁଷ ଏବଂ ରାମରାଜ୍ୟର ସମର୍ଥକ ମହାରାଜ ଶ୍ରୀ ଶ୍ରୀ ଅଗ୍ରସେନଙ୍କ ଜୟନ୍ତୀ ଆଜି ବରଗଡ଼ରେ ନିଆରା ଢଙ୍ଗରେ ପାଳନ କରାଯାଇଛି । ପ୍ରତ୍ୟେକ ବର୍ଷ ବହୁତ ଧୁମଧାମରେ ପାଳନ କରାଯାଉଥିବା ଅଗ୍ରସେନ ଜୟନ୍ତୀ ଏବର୍ଷ କୋଭିଡ୍ କଟକଣା ଯୋଗୁଁ
Read More...