Browsing Tag

bargarh news

ପାହାଡଶ୍ରୀଗିଡା ଏଲ୍‌ଡି ନୋଡାଲ ୟୁପି ସ୍କୁଲରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ପାହାଡଶ୍ରୀଗିଡା ଏଲ୍‌ଡି ନୋଡାଲ ୟୁପି ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରସନ୍ନ ସରାଫଙ୍କ ସଭାପତିତ୍ଵରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ପାହାଡ଼ଶ୍ରିଗିଡାର ସିଆର୍‌ସିସି ଜୟଦେବ ନାୟକ,
Read More...

ନିଷ୍ଠା ପରିବାର ଓ ମାଲିପାଲି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ମାଲିପାଲି, ଫୁଟବଲ ପଡିଆ, ବରଗଡ କରୋନା ମହାମାରୀର ଦ୍ୱିତୀୟ ଲହରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ । ଆଜି ବରଗଡର ବିଶିଷ୍ଟ ସମାଜସେବୀ ଡାକ୍ତର ଦମ୍ପତ୍ତି ଡାକ୍ତର ରାଜେଶ ତ୍ରିପାଠୀ ଓ ଡାକ୍ତର ସୁସ୍ମିତା
Read More...

ସେଲ୍ୟୁଟ୍‌ ଅତାବିରା ଆନ୍ଦ୍ର କଲଚରାଲ ଏସୋସିଏସନ : ବରଗଡ଼ ସହରରେ ଦେଖିବାକୁ ମିଳିଲା ଭାଇଚାରାର ଦୃଶ୍ୟ

ବରଗଡ, (ନିରୋଜ କୁମାର ପାଣୀ) : ବର୍ତମାନ କରୋନା ମହାମାରୀରେ ସମୂର୍ଣ୍ଣ ବିଶ୍ୱ ସହିତ ବରଗଡ଼ ମଧ୍ୟ କବଳିତ । ଏ ସଙ୍କଟ ସମୟରେ ଶବ ସତ୍କାର ପାଇଁ କାଠର ଅଭାବ ଦେଖା ଯାଉଥିବା ବେଳେ ଆଜି ସାହାଯ୍ୟର ହାତ ବଢାଇଛନ୍ତି ଅତାବିରା ଆନ୍ଦ୍ର କଲଚରାଲ ଏସୋସିଏସନ । ସେମାନେ ନିଜସ୍ୱ ଖର୍ଚରେ ଆଜି ୪ ଗୋଟି
Read More...

ସାଂସଦ ପ୍ରତିନିଧି ଭାବରେ ମନୋନୀତ ହେଲେ ଲିପସିତ ମିଶ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ପୌରପରିଷଦ ପରିଷଦ ପାଇଁ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ ଯୁବ ଆଇନଜୀବୀ ଲିପସିତ୍ ମିଶ୍ରଙ୍କୁ ତାଙ୍କ ପ୍ରତିନିଧି ଭାବରେ ମନୋନୀତ କରିଛନ୍ତି । ଏସଂକ୍ରାନ୍ତରେ ସାଂସଦ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ସୂଚୀତ କରିଛନ୍ତି ।
Read More...

ଜିଲ୍ଲାପାଳଙ୍କ ସହ କୋଭିଡ଼ ସ୍ଥିତି ନେଇ ଆଲୋଚନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଏବଂ ସଂକ୍ରମଣ ଯୋଗୁଁ ମୃତ୍ୟୁ ହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଜି ସାଂସଦ ସୁରେଶ ପୁଝାରୀ, ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ୟ୍ୟ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସହ ଭାରତୀୟ ଜନତା
Read More...

ଅସୁବିଧା ସମୟରେ ଦେବଦୂତ ସାଜି ସାହାଯ୍ୟର ହାତ ବଢାଇଲା ଲାୟନ୍ସ କ୍ଳବ ଥୁଆପଲି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଦୀର୍ଘ ଦିନ ଧରି ଶବ ସତ୍କାର କରିବା ପାଇଁ ହେଉଥିବା କାଠ ସମସ୍ୟା ବିଷୟରେ ସୋସିଆଲ ମିଡ଼ିଆରେ ସଂକଲ୍ପ ପରିବାର ତରଫରୁ ଉପସ୍ଥାପନ କରାଯାଇଥିଲା । ପ୍ରକୃତରେ କାଠ ସମସ୍ୟା ହେଉଥିବା ଖବର ପାଇଁ ଦେବଦୂତ ସାଜିଲା ଲାୟନ୍ସ କ୍ଳବ ଥୁଆପଲି । ଆଜି ସକାଳ
Read More...

ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁ‌ଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ଫୁଟବଲ ପଡିଆ, ନୂଆଁଗଡ, ଖଣ୍ଡହଥା, ବରଗଡ କରୋନା ମହାମାରୀର ‌ଦ୍ୱିତୀୟ ଲହରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ । ଆଜି ମୋବାଇଲ ବ୍ଲଡ କଲେକସନ୍‌ ଭେନ୍‌ରେ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୧ ୟୁନିଟ
Read More...

ସରକାରୀ ଡାକ୍ତରଖାନାରେ ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ : କୋଭିଡ଼-୧୯ ଆର୍‌ଟିପିସିଆର୍‌ ଟେଷ୍ଟ ବଦଳରେ ଆନ୍‌ଟିଜେନ୍‌…

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ସରକାରୀ ସଦର ଡାକ୍ତରଖାନାରେ ମନମୁଖୀ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବାସିନ୍ଦା ସୁଶାନ୍ତ କୁମାର ଦାଶ ଅଭିଯୋଗରେ କହିଛନ୍ତି ଯେ, ବରଗଡ଼ ସରକାରୀ ସଦର ଡାକ୍ତରଖାନାକୁ ତାଙ୍କ ପୁଅଙ୍କୁ ନେଇ କୋଭିଡ଼-୧୯ ଟେଷ୍ଟ ପାଇଁ ସେ ଯାଇଥିବା ବେଳେ
Read More...

ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ଗୁରୁ ଭଗବାନ ସାହୁ ସ୍ମୃତି କମିଟି ସଭାପତି ମୋହନ ସାହୁଙ୍କ ସଭାପତିତ୍ୱରେ ‌ସ୍ୱର୍ଗତ ଗୌରଚନ୍ଦ୍ର ବାରିକଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କନବାର ଗ୍ରାମରେ ଗଢି ଉଠିଥିବା ଭଗବାନ
Read More...

ରବି ଋତୁର ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ରବି ଋତୁର ଧାନ ସଂଗ୍ରହ ଆସନ୍ତା ମେ ୫ ତାରିଖରୁ ଆରମ୍ଭ ହେବ । ଜିଲ୍ଲାର ବରଗଡ଼, ଅତାବିରା, ପଦ୍ମପୁର ଆରଏମସି ଅନ୍ତର୍ଗତ ମଣ୍ଡି ଗୁଡିକରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ସହ ଧାନ ଓଜନ ମେସିନ, ମିଶ୍ଚର ମେସିନ ଆଦିର ବ୍ୟବସ୍ଥା
Read More...