ସାହିତ୍ୟ ପ୍ରାଣ କବି ଖଗେଶ୍ଵର ସେଠଙ୍କ ୧୧୬ତମ ଜୟନ୍ତୀ ପାଳିତ
ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ସରସରା ଗ୍ରାମରେ ସାହିତ୍ୟ ପ୍ରାଣ କବି ଖଗେଶ୍ଵର ସେଠଙ୍କ ୧୧୬ ତମ ଜୟନ୍ତୀ କରୋନା କଟକଣା ପାଳନ ପୂର୍ବକ ପାଳିତ ହୋଇଯାଇଛି । ଏଥିରେ ଖଗେଶ୍ୱର ସାହିତ୍ୟ ସଂସଦର ସମସ୍ତ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ସଭାରେ ପୂର୍ବତନ ସଦସ୍ୟ ସର୍ଗତ!-->…
Read More...
Read More...