ନୂତନ ଘରୋଇ ବସଷ୍ଟାଣ୍ଡରୁ ଆସନ୍ତା ବାହୁଡ଼ାରୁ ବସ ଗଡିବ
ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ବାଦ ବିବାଦର ଅନ୍ତ ଘଟିଛି । ଘରୋଇ ବସ୍ ମାଲିକ ସଂଘ ଏବଂ ପୈ।ର ପରିଷଦ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଜଣାପଡିଛି । ଆସନ୍ତା ଜୁଲାଇ ୨୦ ତାରିଖରୁ ନୂତନ ଭାବେ ନିର୍ମିତ ଘରୋଇ ବସଷ୍ଟାଣ୍ଡରୁ ବସ ଯାତାୟାତ ଆରମ୍ଭ ହେବ ବୋଲି ଘରୋଇ ବସ୍ ମାଲିକ ସଂଘ!-->…
Read More...
Read More...