ନଳ କୂଅ ମରାମତି ପାଇଁ ସାଧାରଣରେ ଦାବୀ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ବସଷ୍ଟାଣ୍ଡ (ପପଂଗା ରୋଡ)ର ନଳ କୂଅ ଅଚଳ ହୋଇଯାଇଛି । ଆଖପାଖରେ ଏକ ମାତ୍ର ନଳ ରହିଛି । ବର୍ତମାନ ଖରା ଦିନ ହେଉ ଥିବାରୁ ପାନୀୟ ଜଳର ଅଭାବ ରହିଥାଏ । ଏହି ନଳ କୂଅ ପାଣି ପାଇଁ ବୃଦ୍ଧ, ବୃଦ୍ଧା, ଶିଶୁ,!-->…
Read More...
Read More...