Browsing Tag

bargarh news

ସସ୍ତୁପାଲି ଗ୍ରାମବାସୀଙ୍କ ତରଫରୁ ନୂଆଁଖାଇ ଭେଟଘାଟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଚକରକେନ ପଞ୍ଚାୟତ ଅଧିନରେ ଥିବା ସସ୍ତୁପାଲି ଗ୍ରାମବାସୀଙ୍କ ତରଫରୁ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ତଥା ୟୁବ ସଂଗଠକ ଉମେଶ
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ର ଅନନ୍ତ ବ୍ରତ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପବିତ୍ର ଅନନ୍ତ ବ୍ରତ ଉପଲକ୍ଷେ ଶ୍ରୀ ଶେଷନାଗ ଅନନ୍ତଙ୍କୁ ସମର୍ପିତ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି । ଏହା ଅନନ୍ତ ଚତୁର୍ଦ୍ଦଶୀ ନାମରେ ଖ୍ୟାତ । ସବୁ ଅବତାରରେ ଭଗବାନ ବିଷ୍ଣୁଙ୍କ ସହଚର ଭାବେ ଅନନ୍ତ ଦେବ ଜନ୍ମ ଗ୍ରହଣ କରିଥାନ୍ତି । ତେଣୁ
Read More...

ଟାଙ୍ଗରପାଲିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସ୍ବେଛାସେବୀ ଅନୁଷ୍ଠାନ 'ସଂକଲ୍ପ ପରିବାର' ଓ ଟାଙ୍ଗରପାଲି ୟୁଥ୍‌ ଏସୋସିଏସନ ତରଫରୁ ଆଜି ଟାଙ୍ଗରପାଲି ବଜାର ପ୍ରାଙ୍ଗଣରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଗ୍ରାମର ପ୍ରଥମ
Read More...

ଲାଦେରପାଲିରେ ରାଜ୍ ମିଡ଼ିଆ ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲାଦେର ପାଲି ରଣେଶ୍ୱର ରାମଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ରାଜ୍ ମିଡ଼ିଆ, ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କ ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍‌ ନବୀନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବିଜେପି ତରଫରୁ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ ଓ ମହାପୁରୁଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ତରଫରୁ ସାରା ଭାରତ ବର୍ଷରେ ଆରମ୍ଭ ହୋଇଥିବା 'ସେବା ଏବଂ ସମର୍ପଣ' ଅଭିଯାନ କାର୍ଯ୍ୟକ୍ରମ ଆଜି ବରଗଡ ବିଜେପି ତରଫରୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ
Read More...

ବରଗଡ଼ ଜିଲ୍ଲାରେ ଶିଳ୍ପ ସ୍ଥାପନରେ ବ୍ୟାପକ ସୁଯୋଗ ରହିଛି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଶିଳ୍ପଦ୍ୟୋଗୀ ସ୍ଥାପନରେ ବ୍ୟାପକ ସୁଯୋଗ ରହିଛି ବୋଲି ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ ମତବ୍ୟକ୍ତ କରିଥିଲେ । କେନ୍ଦ୍ର ଓ ରାଜ୍ୟ
Read More...

ଅମୃତ ମହୋତ୍ସବ ପାଇଁ ନେହେରୁ ଯୁବକ କେନ୍ଦ୍ରର ଫିଟ୍ ଇଣ୍ଡିଆ ଫ୍ରିଡମ ଫର୍ ରନ୍ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ପରୀପ୍ରେକ୍ଷୀରେ ଆଜି କେନ୍ଦ୍ର ଖେଳ ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟର ବରଗଡ଼ ସ୍ଥିତ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ଫିଟ୍ ଇଣ୍ଡିଆ ଫ୍ରିଡମ ଫର୍ ରନ୍ କାର୍ଯ୍ୟକ୍ରମ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମଠାରେ ଆୟୋଜିତ
Read More...

ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମର ଅନ୍ତିମ ଉପଲବ୍ଧିର ମୂଲ୍ୟାୟନ ସମାପ୍ତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାରେ ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ (ଏ.ଆଇ.ପି)ର ଆଜି ଅନ୍ତିମ ଉପଲବ୍ଧି ମୂଲ୍ୟାୟନ(ଏଣ୍ଡ ଲାଇନ୍ ଏସେସ୍‌ମେଣ୍ଟ) ଇତି ମଧ୍ୟରେ ଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି । ବରଗଡ ଡାଏଟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ନିଜ ନିଜ ଗାଁରେ ଥିବା
Read More...

ରୋଗୀଣା ବୃଦ୍ଧା ମା’ଙ୍କୁ ଚିକତ୍ସା ପରିବର୍ତ୍ତେ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ହାବୁଡ଼ରେ ଛାଡି ଦେଲେ ପରିବାର ଲୋକେ

ବରଗଡ଼, (ନିରୋଜ କୁମାର ପାଣୀ) : ରୋଗୀଣା ବୃଦ୍ଧା ମା'ଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ଜଙ୍ଗଲରେ ବନ୍ୟ ଜନ୍ତୁଙ୍କ ହାବୁଡ଼ରେ ଛାଡ଼ି ଦେଲେ ପରିବାର ଲୋକେ । ଦୀର୍ଘ ୧୫ ଦିନ ଧରି ବାରପାହାଡ ଜଙ୍ଗଲରେ ୮୦ ବର୍ଷୀୟା ବୃଦ୍ଧା ମା' ଏକାକୀ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରିଆସୁଥିଲେ । ବରଗଡ
Read More...

ବିଶ୍ୱକର୍ମା ପୂଜା ଅବସରରେ ନିଷ୍ଠା ପରିବାରର ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ନିଷ୍ଠା ପରିବାର ଦ୍ୱାରା ବିଶ୍ୱର ନିର୍ମ‍ାଣକର୍ତ୍ତା ବାବା ବିଶ୍ୱକର୍ମାଙ୍କ ପୂଜନୋତ୍ସବ ଅବସରରେ ବିଶ୍ୱକର୍ମା ନଗର (ଗାଇସୀମା)ଠାରେ ଏକ ସ୍ୱେଚ୍‌ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ତଥା
Read More...